ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା।କେନ୍ଦୁଗୁଡ଼ା ଫାଣ୍ଡି ପାଣ୍ଡାରା ଗୁଡ଼ା ଛକ ନିକଟ ଯାତ୍ରୀ ବିଶ୍ରାମ ଗାର ରେ ଛଡାଉ କରି ୨ ଅନ୍ତରାଜ୍ୟ ଗଞ୍ଜେଇ ବେପାରୀ ଠାରୁ ୨୨କେଜି ଗଞ୍ଜେଇ ଧରିଛି ।ଆଜି ଶନିବାର12 ଟା ରେ ଗୁଣପୁର କୋର୍ଟ କୁ ଚାଲାଣ କରିଛି।ଦୁଇ ଜଣ ବେକାରୀ ହେଲେ। ଅନିଲ ମେଘୱାଲ ,ଘର୍ ରାଜସ୍ତାନ ଆଉ ଜଣେ ବିନୟ କୁମାର,ବିହାର ରାଜ୍ୟ ବୋଲି ଜଣା ପଡୁଛି।ଏମାନେ ଏହି ଛକ ରୁ ରାୟଗଡ଼ା ଯାଇ ବିହାର ରାଜ୍ୟ କୁ ଚୋରା ଚାଲାଣ କରିଥାନ୍ତେ।ଥାନା କେସ ନମ୍ୱର୍ ୧୨୩ରେ ndps ମାମଲା ରୁଜୁ ହୋଇଛି ।ଅଧିକ ତଦନ୍ତ କରୁଛି ପୋଲିସ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ











