Author: Charcha News

ଜୀବନ ଯୁଦ୍ଧ ରେ କିଏ ଖୁସୀ ରେ ଜୀବନ ବିତାଉଛି ତ କିଏ ଦୁଃଖ ରେ କିନ୍ତୁ ଯଦି ଜୀବନ ଯୁଦ୍ଧ ରେ ଭବିଷ୍ୟତ ନ ଥାଏ ତେବେ.. l ଏହିପରି ଏକ ପରିବାର ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ତରଣା ଗ୍ରାମ ରେ ରୁହନ୍ତି l ଘର ର ମୁରବି ସୁଦର୍ଶନ ନାୟକ ଙ୍କର ଦୁଇ ପୁତ୍ର ଥାନ୍ତି l ସମୟ ଚକ୍ର ରେ ବଡ଼ ପୁଅ ଦଶ ବର୍ଷ ପୂର୍ବେ କ୍ୟାନ୍ସର ରେ ମୁତ୍ୟୁ ମୁଖ ରେ ପଡନ୍ତି l ସ୍ୱାମୀ ସୁଦର୍ଶନ ଗତ ବର୍ଷ ରୋଗ ରେ ପଡି ମୃତ୍ୟୁ ବରଣ କରନ୍ତି l ଏବେ ଘର ର ଭାର ସାନ ପୁଅ ଓ ମା ଙ୍କ ଉପରେ ଥାଏ l ଚଳିବା କୁ ଭଲ ଘର ଟିଏ ନାହିଁ l ପାଲ ଘେରା ଜୀବନ ବିତୁଥାଏ l ଏହି ସମୟରେ ଜଣା ପଡିଲା କି…

Read More

ତା ଉପରେ ଗଭୀର ସଙ୍କଟ। କୋଲକତା ଓ ଦକ୍ଷିଣ କୋଲକତା ସହରରେ ଅଟୋ ଷ୍ଟାଣ୍ଡରେ କୌଣସି ଅଟୋ ନାହିଁ। ମଧ୍ୟରାତ୍ରିରୁ ଲମ୍ବା ଧାଡ଼ି। କଂଗ୍ରେସ କର୍ମୀ ସ୍ଲୋଗାନ ଦେଉଛନ୍ତି ହରି ହରି ହରି ବୋଲ ମୋଦି ସରକାର କଥା ଗୋଲ ଗୋଲସାମ୍ବାଦିକ ରାଜୀବ କୁମାର ଦାସକୋଲକତା : ଏଲପିଜି ଗ୍ୟାସ ମୂଲ୍ୟ ବୃଦ୍ଧି। ତା ଉପରେ ଗଭୀର ସଙ୍କଟ। କୋଲକତା ଓ ଦକ୍ଷିଣ କୋଲକତା ସହରରେ ଅଟୋ ଷ୍ଟାଣ୍ଡରେ କୌଣସି ଅଟୋ ନାହିଁ। ମଧ୍ୟରାତ୍ରିରୁ ଲମ୍ବା ଧାଡ଼ି ଅନ୍ୟ ପଟେ ଅଟୋ ରିକ୍ସା ନିତ୍ୟ ଯାଉଥିବା ଯାତ୍ରୀ ହଇରାଣ ହେଉଛନ୍ତି ଏହି ଘଟଣା କୁ ଆଜି କୋଲକତା ସ୍ଥିତ ମହମ୍ମଦ ପାର୍କ ଅଞ୍ଚଳ ରେ କଂଗ୍ରେସ ଦଳ ର ଶତାଧିକ କର୍ମୀ ମାନେ କେନ୍ଦ୍ର ସରକାର ବିରୁଦ୍ଧରେ ସଡ଼କ କୁ ଓହ୍ଲାଇ ମୋଦି ସରକାର ବିରୋଧରେ ଆନ୍ଦୋଳନ କରିବା ସହିତ କହିଛନ୍ତି ଯେଯୁଦ୍ଧ ଆରମ୍ଭ ହେବା ପରେ କେନ୍ଦ୍ର ରେ ବସିଥିବା…

Read More

ଚଳଚ୍ଚିତ୍ର ବା ସିନେମା ରେ ଆମେ ହିର, ରାଞ୍ଜା ବା ଲଲ୍ୟା, ମଜନୁ ଭଳି ପ୍ରେମ ଯୁଗଳ ସିନେମା ଦେଖିଛି କିନ୍ତୁ ତାହା କାଳ୍ପନିକ ଏହି ଘଟଣା ର ସତ୍ୟ ପ୍ରେମୀ ଯୁଗଳଙ୍କ ବାସ୍ତବିକ୍ ଏହା ଦେଖା ଦେଇଛି |By-ରାଜୀବ କୁମାର ଦାସ -dt-27.3.2024ରାଜ୍ୟ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ଜିଲ୍ଲା ସ୍ଥିତ ବାରଣ୍ୟ ଥାନା ଅନ୍ତର୍ଗତ କୁମ୍ଭରାଇ ଗାଁରେ ଗୋଟିଏ ଘଟଣା ଅକାଳରେ ଦୁଇଟି ସଦ୍ୟ କଟି ପଡ଼ିବାର ଏକ ଦୁଃଖଦ ଘଟଣା ଘଟିଛି। ପ୍ରେମିକାଙ୍କ ଆତ୍ମହତ୍ୟା ଖବର ସହ୍ୟ କରି ନପାରି ନବ ଦୁର୍ଗା ହାଇସ୍କୁଲର ୧୧ ଶ୍ରେଣୀର ଛାତ୍ର ସୋହେଲ ଶେଖ (୧୭) ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଦୁଇଟି ପରିବାରର ଦୁଇ ଯୁବକ ଯୁବତୀ ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୁଲି ଚୌରାସ୍ତା ଅଞ୍ଚଳର ଜଣେ ଯୁବତୀଙ୍କ ସହ ସୋହେଲ ଶେଖଙ୍କ ପ୍ରେମ ସମ୍ପର୍କ ଗଢ଼ି…

Read More

ଚଳିତ ବର୍ଷ ଡିସେମ୍ବର ୨୪ ତାରିଖରେ ଐତିହାସିକ ବାରବାଟୀ ‌ଷ୍ଟାଡିୟମ୍‌ରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବା । ବିସିସିଆଇର ଘୋଷଣା ପରେ ସାରା ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି ।BY-SHUBHASMITA -March 26, 2026,ଭୁବେନଶ୍ୱର :: March 26, 2026:: ଫୁଣି କ୍ରୀଡା ପ୍ରେମୀ ମାନଙ୍କ ପାଇଁ ଆସିଲା ଖୁସିର ଖବର |ଠିକ୍‌ ବର୍ଷକ ପରେ କଟକସ୍ଥିତ ଐତିହାସିକ ବାରବାଟୀ ‌ଷ୍ଟାଡିୟମ୍‌ରେ ଖେଳାଯିବ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ । ଗତ ବର୍ଷ ଫେବ୍ରୁଆରି ୯ରେ ଦିନିକିଆ ମ୍ୟାଚ୍‌ (ଭାରତ-ଇଂଲଣ୍ଡ) ଓ ଡିସେମ୍ବର ୯ରେ ଟ୍ବେଣ୍ଟି-୨୦ (ଭାରତ-ଦକ୍ଷିଣ ଆଫ୍ରିକା) ମ୍ୟାଚ୍‌ ଖେଳାଯାଇଥିଲା ଏହି ପଡ଼ିଆରେ । ଏହି ଦୁଇଟି ଯାକ ମ୍ୟାଚ୍‌ ମଧ୍ୟ ଭାରତ ଜିତିଥିଲା । ଚଳିତ ବର୍ଷ ଡିସେମ୍ବର ୨୪ ତାରିଖରେ ଏଠାରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବା । ବିସିସିଆଇର ଘୋଷଣା ପରେ ସାରା ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି ।ମ୍ୟାଚ୍‌ ଆୟୋଜନ ନେଇ ଆମେ…

Read More

ଟ୍ରମ୍ପ କହିଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଁ ସମସ୍ୟାର ସମାଧାନ କରିପାରୁ ।BY-SUBHASMITA -March 27, 2026,ଭୁବେନେଶ୍ଵର :: March 27, 2026, :: ଇରାନ ସହିତ ଭୀଷଣ ଯୁଦ୍ଧ ଚାଲିଥିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସେ ଯେକୌଣସି ସମସ୍ୟାର ସମାଧାନ କରିପାରିବେ। ତେବେ ଟ୍ରମ୍ପ ଏହା କେଉଁ ପରିପ୍ରେକ୍ଷୀରେ କହିଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ତୈଳ ସଙ୍କଟ ଦେଖାଦେଇଥିବାବେଳେ ଏହାର ମୁକାବିଲା ପ୍ରସଙ୍ଗରେ କହିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି |ଭାରତ ସ୍ଥିତ ଆମେରିକା ଦୂତାବାସ ଟ୍ରମ୍ପଙ୍କ ବାର୍ତ୍ତା ଜାରି କରିଥିବାବେଳେ ଏଥିରେ କୁହାଯାଇଛି ଯେ, ଭାରତ ସହିତ ଆମର ପୁରୁଣା ସମ୍ପର୍କ ଆହୁରି ପ୍ରଗାଢ ହେବ ବୋଲି ଟ୍ରମ୍ପ ତାଙ୍କ ବାର୍ତ୍ତାରେ କହିଛନ୍ତି । ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ଓ ଟ୍ରମ୍ପ ଟେଲିଫୋନ୍‌ ମାଧ୍ୟମରେ କଥାବାର୍ତ୍ତା କରିଥିଲେ। ଇରାନ ସହିତ ଯୁଦ୍ଧ ଆରମ୍ଭ ହେବା…

Read More

ଆଜି ଅଷ୍ଟମ ଦିନ ପାଇଁ ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ ଅଛନ୍ତି। ଫଳରେ ଗତ ୧୭ ତାରିଖରୁ ଗୃହ କାର୍ଯ୍ୟ ହୋଇପାରୁନି। Assembly: ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିରୋଧୀ: ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋରଦାରଭୁବନେଶ୍ବର: ଆଜି ଅଷ୍ଟମ ଦିନ ପାଇଁ ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ ଅଛନ୍ତି। ଫଳରେ ଗତ ୧୭ ତାରିଖରୁ ଗୃହ କାର୍ଯ୍ୟ ହୋଇପାରୁନି। ସର୍ବଦଳୀୟ ବୈଠକ ବାରମ୍ବାର ବିଫଳ ହେଉଛି। ବିରୋଧୀମାନେ ପ୍ରତିଦିନ ନୂଆନୂଆ ତରିକାରେ ପ୍ରତିବାଦ ଜଣାଉଛନ୍ତି। ଗୃହ ବାହାରେ ଶାସକ ଓ ବିରୋଧୀଙ୍କ ବୟାନବାଜି ରାଜନୀତିକୁ ସରଗରମ କରୁଛି। ଗତ ସାତ ଦିନ ହେଲା ଗୃହରେ ଯାହା ଯାହା ଘଟୁଥିଲା, ଆଜି ବି ତାହାର ପୁନରାବୃତ୍ତି ହେଲା। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ିଆସିଲେ। ସ୍ବାସ୍ଥ୍ୟ…

Read More

ଗଞ୍ଜାମ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । BY- SUBHASMITA-March 26, 2026 ଭଞ୍ଜନଗର::ଗଞ୍ଜାମ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ । ଭଞ୍ଜନଗର ଡହ ଜଳଭଣ୍ଡାର କାର୍ଯ୍ଯାଳୟ ପୋଲସରା ଓ ବ୍ରହ୍ମପୁର ଭଳି ୫ଟି ଜାଗାରେ ଚାଲିଛି ଚଢ଼ାଉ।୩ ଜଣ ଡିଏସପି ଓ ସାତ ଜଣ ଇନ୍ସପେକ୍ଟର ଚଢ଼ାଉରେ ସାମିଲ ଥିବା ଜଣାଯାଇଛି। ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଆଦେଶ ବଳରେ ଏହି ଚଢ଼ାଉ କରାଯାଉଥିବା ଜଣାଯାଇଛି।ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି:ବ୍ରହ୍ମପୁରର ବସନ୍ତ ବିହାରରେ ଆବାସିକ ତିନିମହଲା କୋଠା |ଭଞ୍ଜନଗରରେ ସରକାରୀ କ୍ୱାର୍ଟର୍ |ଭଞ୍ଜନଗରରେ ଅଫିସ୍ ଚାମ୍ବର |ପୋଲାସରାରେ ପୈତୃକ ଘର | ଚର୍ଚ୍ଚା News

Read More

BY – ଶ୍ୟାମ ସୁନ୍ଦର DT- ୨୫.୩.୨୦୧୬ବରଗଡ଼ :DT- ୨୫.୩.୨୦୧୬ ସହରର ହାଟପଦା ଅଞ୍ଚଳରେ ଫୁଣି ଭୁଜାଲି ଆକ୍ରମଣ ଘଟିଥିବାରୁ ଜଣେ ବ୍ୟକ୍ତି ଗୁରୁତର ର ଆହତ ହେଇଛନ୍ତି |ଆହତଙ୍କ ସ୍ତିତି ଗୁରୁତର ରହି ଥିବା ବେଳେ ସ୍ଥାନୀୟ ହସ୍ପିଟାଲ ଠାରୁ ବୁଲା ଵିମସର ରେଫର କରାଯାଇଛି |ଘଟଣା ପରତେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଉଥିବା ସହ ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ତିତିକୁ ନିୟନ୍ତ୍ରଣ କରିଛି |ଆକ୍ରମଣର କାରଣ ଏପଯନ୍ତ୍ତ୍ୱା ସ୍ପଷ୍ଟ ହେଇନଥିବାବେଳେ ପୋଳିସହ ତଦନ୍ତ ଜାରି ରଖିଛି | ଚର୍ଚ୍ଚା News

Read More

BY- SUBHASMITA -March 25, 2026,Health Minister: ଷଷ୍ଠ ଦିନରେ ଅଚଳାବସ୍ଥା: ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର୍‌ଦାରଭୁବନେଶ୍ବର: ବିରୋଧୀ ନଛୋଡ଼ ବନ୍ଧା। ସିଧା ଗୋଟିଏ ଦାବି, ଏସ୍‌ସିବି ନିଆଁ ଘଟଣାରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ହଟିବା ଦରକାର। ସେ ଇସ୍ତଫା ଦିଅନ୍ତୁ ନଚେତ ତାଙ୍କୁ ବରଖାସ୍ତ କରାଯାଉ। ଏକଥା ବି ଚେତାବନୀ ଦେଇଛନ୍ତି, ଇସ୍ତଫା ନଦେବା ଯାଏଁ ଗୃହ ସ୍ବାଭାବିକ କରାଇଦେବୁନି। ଫଳରେ ବିଧାନସଭାରେ ଲଗାତାର ଷଷ୍ଠ ଦିନ ପାଇଁ ଅଚଳାବସ୍ଥା ଲାଗି ରହିଛି। ବିନା ବିରୋଧୀ ଦଳରେ ନାଁକୁ ମାତ୍ର ଆଲୋଚନା କରାଯାଇ ଖର୍ଚ୍ଚଦାବି ପାରିତ କରାଯାଉଛି।ଗତ ପାଞ୍ଚ ଦିନ ହେଲା ଯାହା ଘଟୁଥିଲା, ଆଜି ବି ତାହା ଘଟିଲା। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଏସ୍‌ସିବି ନିଆଁ ଘଟଣାରେ ସରକାରୀ ଅବହେଳାକୁ ଦାୟୀ କରିବା ସହ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି…

Read More