Author: Charcha News

ତାରିଖ-୧୪-୦୩-୨୦୨୬ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ରରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ରେଞ୍ଜ ପଦ୍ମପୁର ବନ ବିଭାଗ ତରଫରୁ ଜଙ୍ଗଲରେ ନିଆଁ ନ ଲଗାଇବା ସହ ବେଣ୍ଟ ଶିକାର ନ କରିବା ସକାଶେ ବ୍ୟାପକ ସଚେତନତା କରାଯାଇଛି।ଗାଁ ଗାଁ ରେ ଜଙ୍ଗଲ ବିଭାଗ ତରଫରୁ ସଚେତନତା କରିବା ସହ ଭଲିବଲ ଖେଳ ର ଆୟୋଜନ କରାଯାଇଛି।ଏହି ସମୟ ରେ ରେଞ୍ଜର ଗଙ୍ଗାଧର ମିଶ୍ର ପଦ୍ମପୁର ବନରକ୍ଷୀ ରାଜକିଶୋର ଶବର ଏବଂ ତାଙ୍କ ଟିମ୍ ଉପସ୍ଥିତି ରହି ଆଜି ତବଲା ଗୁଡ଼ା ଗ୍ରାମରେ ଲୋକଙ୍କୁ ସଚେତନ କରିବା ସହ ଗଛ କୁ ସୁରକ୍ଷା ଦେବା ନିମନ୍ତେ ଲୋକଙ୍କୁ ବୁଝାଇଥିଲେ।ଗଛ ବଞ୍ଚିଲେ ଆମେ ବଞ୍ଚିବା।ଆଗକୁ ଖରା ଦିନ ବ୍ୟାପକ ଗରମ ଅନୁଭୂତ ହେବ।ଏଥିପାଇଁ ଗଛ ଲତା ବଞ୍ଚିଲେ ପରିବେଶ ବଞ୍ଚିବ ।ଜଙ୍ଗଲ ରେ ନିଆଁ ଲଗାଇବା ଏକ ଅପରାଧ ଏଥିପାଇଁ ଜେଲ ଦଣ୍ଡ ବି ରହିଛି।ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ କି ଜଙ୍ଗିଲି ଜନ୍ତୁ ଙ୍କୁ…

Read More

ତାରିଖ-୧୪-୦୩-୨୦୨୬ ସାମ୍ବାଦିକ ରାଜୀବ କୁମାର ଦାସକୋଲକତା : ରାଜ୍ୟ ପଶ୍ଚିମ ବଙ୍ଗ ରେ କିଛି ମାସ ମଧ୍ୟରେ ବିଧାନ ସଭା ନିର୍ବାଚନ ହେବକୁ ଯାଉଛି ତାହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସଭା ଆରମ୍ଭ କରିଛନ୍ତି ଅନ୍ୟ ଆଜି କୋଲକତା ସ୍ଥିତ ବି ଗ୍ରେଡ ପଡିଆ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ଦଳ କର୍ମୀ ଓ ନେତାକୁ ଜନା ସଭା ହୋଇଛି ଅନ୍ୟ ପଟେ କୋଲକତା ଗିରିଶ ପାର୍କ ଅଞ୍ଚଳ ର ଥିବା ମମତା ବାନାର୍ଜୀ ସରକାର ଙ୍କ ମହିଳା ମନ୍ତ୍ରୀ ଶଶି ପାଞ୍ଜା ଙ୍କ ଘରେ ଶତାଧିକ ବିଜେପି ଦଳ କର୍ମୀ ମାନେ ଶଶି ପାଞ୍ଜା ଘରେ ପଶି ଇଟା ପଥର ଓ ଲାଠି ଚାଳନା କରି ଭଙ୍ଗା ରୂଜା କରିଥିଲେ ପରେ ବୋଉ ବଜାର ପୋଲିସ ଖବର ପାଇ ମନ୍ତ୍ରୀ ଙ୍କ ଘରେ ପହଞ୍ଚି ଥିଲେ ଓ ବିଜେପି ଦଳ କର୍ମୀ ହଟାଇ ବାକୁ ଯାଇ…

Read More

ତାରିଖ-୧୨ -୦୩-୨୦୨୬ସାମ୍ବାଦିକ ସୌମ୍ୟ ରଞ୍ଜନ ଦାସ କଟକ : ୧୨-୦୩-୨୦୨୬ ତାରିଖରେ RPF ପୋଷ୍ଟ କଟକର ଅଧିକାରୀ ଓ କର୍ମଚାରୀମାନେ ଟ୍ରେନ୍ ମଧ୍ୟରେ ଅବାଞ୍ଛିତ କାର୍ଯ୍ୟକଳାପ ବିରୋଧରେ ଏକ ବିଶେଷ ଅଭିଯାନ ଚାଲାଇଥିଲେ। ଏହି ଅଭିଯାନ ସମୟରେ ଟ୍ରେନ୍ ନଂ 12507 (ତ୍ରିବାନ୍ଦ୍ରମ–ସିଲଚର) ଆରୋନାଇ ସୁପରଫାଷ୍ଟ ଏକ୍ସପ୍ରେସ୍‌ର CTC–JJKR ସେକ୍ସନ ଓ ଟ୍ରେନ୍ ନଂ 12516 (ସିଲଚର–କୋଇମ୍ବାତୁର) କୋଇମ୍ବାତୁର ସୁପରଫାଷ୍ଟ ଏକ୍ସପ୍ରେସ୍‌ର JJKR–CTC ସେକ୍ସନ ମଧ୍ୟରେ ପ୍ୟାଣ୍ଟ୍ରି କାରରେ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଦେଖାଯାଇଥିଲା ଯେ ପ୍ୟାଣ୍ଟ୍ରି କାରର କର୍ମଚାରୀମାନେ ଇଲେକ୍ଟ୍ରିକ୍ ଇମର୍ସନ୍ ହିଟର (ଇମର୍ସନ୍ ରଡ୍) ବ୍ୟବହାର କରି ଷ୍ଟିଲ୍ ଟି କ୍ୟାନ୍‌ରେ ପାଣି ଗରମ କରି ଚା ତିଆରି କରୁଥିଲେ। ଏହି ଇମର୍ସନ୍ ହିଟରଗୁଡିକ ରେଳୱେ ଦ୍ୱାରା ଯାତ୍ରୀମାନଙ୍କ ମୋବାଇଲ୍ ଚାର୍ଜ ଓ ଲାଇଟ୍ ବ୍ୟବହାର ପାଇଁ ଦିଆଯାଇଥିବା ସକେଟ୍‌ରେ ଲଗାଯାଇଥିଲା, ଯାହା ଭାରୀ ଇଲେକ୍ଟ୍ରିକ୍ ଯନ୍ତ୍ର ପାଇଁ ନୁହେଁ। ଏପରି ବ୍ୟବହାର ଫଳରେ ସ୍ୱର୍ଟ ସର୍କିଟ୍…

Read More

ସାମ୍ବାଦିକ ରାଜୀବ କୁମାର ବେହେରାତାରିଖ- ୧୨-୦୩-୨୦୨୬ ଉଦଳା: ଉଦଳା ଲ୍ୟାମ୍ପ ପରିସରରେ ଅଭାବନୀୟ ଘଟଣା l ଧାନ ମଣ୍ଡିରୁ ଧାନ ଉଠାଣ ନହେବାକୁ ନେଇ ଉଦଳାରେ ଚାଷୀମାନଙ୍କ ଅସନ୍ତୋଷ ତୀବ୍ର ବୃଦ୍ଧି ପାଇଛି । ମେସେଜ୍ ଆସିଥିଲେ ମଧ୍ୟ ଅନେକ ଚାଷୀଙ୍କ ଧାନ ଏପର୍ଯ୍ୟନ୍ତ ମଣ୍ଡିରୁ ଉଠାଯାଉନଥିବା ଅଭିଯୋଗ ହେଉଛି। ଏହାକୁ ନେଇ କ୍ଷୁବ୍ଧ ଚାଷୀମାନେ ଉଦଳା ଲ୍ୟାମ୍ପ କାର୍ଯ୍ୟାଳୟରେ ତାଲା ପକେଇ ପ୍ରତିବାଦ କରିଥିଲେ। ଅନ୍ୟପଟେ ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ଅନେକ ଚାଷୀଙ୍କ ଟୋକେନ୍ ଆସିନଥିବା ଅଭିଯୋଗ ରହିଛି। ଘରେ ବୁରାରେ ରଖା ଧାନ ଗଜା ହେବାକୁ ବସିଲାଣି ବୋଲି ଚାଷୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ନଷ୍ଟ ହେଵାକୁ ବସିଲାଣି ଅମଳ ଧାନ l ସରକାର ଧାନ ଏବଂ ଚାଷୀଙ୍କ ସୁବିଧା ପାଇଁ ଡେଙ୍ଗୁରା ପିଟୁ ଥିବା ବେଳେ ଚାଷୀ କୁଳ ଉଦଳା ଅଞ୍ଚଳ ରେ ଅଛନ୍ତି ହତାଶ l ପଚାରିଲେ କର୍ତ୍ତୃପକ୍ଷ କହୁଛନ୍ତି — “ସେପଟୁ ନିର୍ଦ୍ଦେଶ…

Read More

ସାମ୍ବାଦିକ ସୁକାନ୍ତ ମହାପାତ୍ରତାରିଖ- ୧୨-୦୩-୨୦୨୬ କଟକ : ଜଗତପୁର ଗୋଲେଇ ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ପଣ୍ଡା ଟାୟାରରେ କାର୍ଯ୍ୟରତ ଜଣେ ଯୁବକଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଛୁରାମାଡ଼ କରି ନିଜେ ଚାଲି ଚାଲି ଜଗତପୁର ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଥିବା ସମୟରେ ପୁଲିସ୍‌ ପହଞ୍ଚି ଉକ୍ତ ବ୍ୟକ୍ତି କୁ କାବୁ କରିବା ସହ ହାତରେ ଧରି ଥିବା ଛୁରୀ ଟିକୁ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ଜଗତପୁର ୪୮ ନଂ ୱାର୍ଡ ଶିକାରୀ ସାହିରେ ଆହତ ସଂଜୀବ ଶୁକ୍ଳା ରହୁଥିବାବେଳେ ଆକ୍ରମଣ କାରୀ ବିବେକାନନ୍ଦ ବସ୍ତିଆ ଜଗତପୁର ସ୍ଥିତ ନାନକାର ଗାଁରେ ଭଡ଼ା ରହୁଥିଲେ । ପଣ୍ଡା ଟାୟାର ର ପରିସର ମଧ୍ୟରେ ଘଟିଥିବା ଏଭଳି ଘଟଣା ର ପ୍ରତ୍ୟକ୍ଷଦର୍ଶୀ କର୍ମଚାରୀ ମାନେ ଘଟଣା କୁ ଚପାଇ ଦେବାକୁ ଉଦ୍ୟମ କରି ଗଣମାଧ୍ୟମ କୁ ସୂଚନା ଦେବାକୁ ମନା କରିଦେଇଛନ୍ତି। ତେବେ ଅଭିଯୁକ୍ତ ଙ୍କ ସ୍ତ୍ରୀ ସହିତ…

Read More

ତାରିଖ- ୧୨-୦୩-୨୦୨୬ସାମ୍ବାଦିକ: ରାଜୀବ କୁମାର ଦାସ କୋଲକାତା : ପଶ୍ଚିମବଙ୍ଗର ନବନିଯୁକ୍ତ ରାଜ୍ୟପାଳ ରବୀନ୍ଦ୍ର ନାରାୟଣ ରବି କୋଲକାତାର ଲୋକଭବନରେ ଶପଥ ଗ୍ରହଣ କରିଲେ। ତାଙ୍କୁ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ସୁଜୟ ପାଲ ଶପଥ ପାଠ କରାଇଲେ। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀ, ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ, ବାମ ମୋର୍ଚ୍ଚା ଅଧ୍ୟକ୍ଷ ବିମାନ ବସୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ସମୟ ଅନୁସାରେ ପୂର୍ବାହ୍ନ ସାଢେ ଏଗାରଟା ସମୟରେ ଶପଥ ଗ୍ରହଣ ଆରମ୍ଭ ହୋଇଥିଲା। ଶପଥ ଗ୍ରହଣ ପୂର୍ବରୁ ଏବଂ ପରେ, ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଏବଂ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ବଜା ଯାଇଥିଲା। ଶପଥ ଗ୍ରହଣ ପରେ ନୂତନ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଏବଂ ଅତିଥିମାନଙ୍କ ସହ ଆଲୋଚନା କରିଥିଲେ। ସିଭି ଆନନ୍ଦ ବୋଷଙ୍କ ଇସ୍ତଫା ପରେ, ରବିଙ୍କୁ ପଶ୍ଚିମବଙ୍ଗର ସ୍ଥାୟୀ ରାଜ୍ୟପାଳ ଦାୟିତ୍ୱ…

Read More

ସାମ୍ବାଦିକ ରାଜୀବ କୁମାର ଦାସତାରିଖ- ୧୨-୦୩-୨୦୨୬ ଭଦ୍ରକ : ୨୦୨୪ ବିଧାନ ସଭା ନିର୍ବାଚନରେ ଓଡ଼ିଶା ରାଜ୍ୟ ଆମ ଜନତା ଓଡ଼ିଶାରେ ରାଜ୍ୟ ରାଜନୀତି ବିଜେଡି ଦଳ ସରକାରକୁ ହଟାଇ ଡବଲ ଇଞ୍ଜିନ ସରକାର ବିଜେପି ଦଳ ଭୋଟ ଦେଇ ଡବଲ ଇଞ୍ଜିନ ସରକାର ଗଡିଲେ ଓ ଡବଲ ଇଞ୍ଜିନ ସରକାର ତଥା ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଅବୈଧ ମଦ ବା କୋଇଲା ବାଲି ବନ୍ଦ ହେବ କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଥା ଖାଲି ରହିଗଲା ଭାଷଣ ରେ ତାହାର ଓଲଟା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ଅନ୍ତର୍ଗତ ନାୟା କାଣି ଡିହି ଥାନା ଅଧୀନରେ ଥିବା କରଞ୍ଜଆଡିଆ ବଜାର ରେ ଅବୈଧ ବିଦେଶୀ ମଦ କାରବାର ଚାଲିଛି ଜୋର୍ ସୋର୍ ରେ ଅନ୍ୟ ପଟେ କରଞ୍ଜଆଡିଆ ବଜାରରୁ ମାତ୍ର ୧ ମିନିଟ ସଡ଼କ ପଥରେ ନାୟା କାଣି ଡିହି ଥାନା…

Read More

ସାମ୍ବାଦିକ ସୁକାନ୍ତ ମହାପାତ୍ରତାରିଖ- ୧୧-୦୩-୨୦୨୬ କଟକ : ୨୦୨୭ ଜନଗଣନାକୁ ସ୍ଵଚ୍ଛତା ଅବଲମ୍ବନ ପୂର୍ବକ ନିର୍ଭୁଲ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ତରଫରୁ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି । ପ୍ରଥମ ପର୍ଯ୍ଯାୟରେ ୩୩ଜଣ କ୍ଷେତ୍ର ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସଫଳତା ପୂର୍ବକ ପ୍ରଶିକ୍ଷଣ ସମ୍ପନ୍ନ କରିଥିବାରୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ୯ ମାର୍ଚ୍ଚରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଦୁଇଟି ବ୍ୟାଚ୍ ରେ ଆୟୋଜିତ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋଟ ୬୬ଜଣ କ୍ଷେତ୍ର ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । କଟକ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରମୁଖ ଜନଗଣନା ଅଧିକାରୀ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ଯକ୍ରମ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ କମଲଜିତ ଦାସଙ୍କ ସହ…

Read More

ସାମ୍ବାଦିକ ସୁକାନ୍ତ ମହାପାତ୍ରତାରିଖ- ୧୧-୦୩-୨୦୨୬ କଟକ: ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଆଜି ନେତାଜୀ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ପ୍ରୟାସରେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଆଶା କର୍ମୀ, ଗାଁ କଲ୍ୟାଣ ସମିତି ସଦସ୍ୟ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ତାଙ୍କ ଉଦବୋଧନରେ କହିଥିଲେ ଯେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଆଶା କର୍ମୀମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ । ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା, ଟିକାକରଣ, ପୌଷ୍ଟିକ ଆହାର ବୃଦ୍ଧି ଓ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବାରେ ଆଶା କର୍ମୀମାନଙ୍କ ସହଭାଗିତା ଗୁରୁତ୍ୱପୂର୍ଣ୍ଣ । ସେହିପରି ଗାଁ କଲ୍ୟାଣ ସମିତି ମାଧ୍ୟମରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼…

Read More