Author: Charcha News

ରାୟଗଡ଼ା/ରବିନ୍ଦ୍ର ନାଥ ମହାପାତ୍ର:-ରାୟଗଡ଼ା ଜିଲ୍ଲା ଗୁଣପୁର ମେଡ଼ିକାଲ କଲେନି ରେ ଅଭାବନୀୟ ଘଟଣା ଘଟିଛି ଜୁଇଁ ର ଠେଙ୍ଗା ମାଡ ରେ ଶଳାର ମୃତ୍ୟୁ ଘଟିଛି।ଯୁଇଁ ନାଗାନ୍ନଆପିଲି ମୁରଲୀ ବୟସ ୫୦ ଓ ଶଳା ଚୌଧୁରୀ ରମେଶ ମଧ୍ୟରେ କିଛି କଥା କୁ ନେଇ ପାଟିତୁଣ୍ଡ ହେବା ପରେ ଜୁଇଁ ଶଳାକୁ ଏକ କାଠ ଠେଙ୍ଗା ରେ ମୁଣ୍ଡ କୁ ଏକ ପାହାର ଦେବା ପରେ ଶଳା ଗୁରୁତର ହୋଇଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଗୁଣପୁର ଡାକ୍ତଖାନା କୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇଘଟଣା ସ୍ଥଳରେ ଗୁଣପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।ଏହି ଖବର ଦିନ ୩ ଟା ରେ ଘଟିଥିବା ଅନୁମାନ କରାଯାଉଛି।ତେବେ ପାରିବାରିକ କଳହ ରୁ ଏପରି ଘଟଣା ହୋଇଥିବା ପୋଲିସ ଅନୁମାନ କରୁଛି ।

Read More

ଉଦଳା : (ରାଜୀବ କୁମାର ବେହେରା) — ଭାଇ ହେଲା ଭଗାରୀ l ଟିକେ ଜଗା ପାଇଁ ମାନବିକତା ଭୁଲି ଏମିତି କିଛି ଘଟlଇଲା , ଏବେ ପୋଲିସ ଖୋଜୁଛି ସେଇ ସଇତାନ ଭାଇ ମାନଙ୍କୁ l ଜମିବାଡ଼ି ଲୋଭରେ ଭାଙ୍ଗିଗଲା ଭାଇ-ଭାଇ ସମ୍ପର୍କ। ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଧାନଘେରା ଗ୍ରାମରେ ଘଟିଛି ଏକ ନିର୍ମମ ଓ ମନକୁ ଆନ୍ଦୋଳିତ କରୁଥିବା ଘଟଣା। ଜମି ବାଦୀ ବିବାଦକୁ କେନ୍ଦ୍ରକରି ଦୁଇ ବଡ଼ ଭାଇ ନିଜ ସାନଭାଇ ଉପରେ ଧାରୁଆ ଅସ୍ତ୍ରରେ ମରଣାତ୍ମକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି।ସୂଚନା ଅନୁସାରେ, ଗ୍ରାମର ରାଜେଶ ବାରିକ ଗ୍ରାମ ଛକରେ ମାଂସ ବିକ୍ରି କରୁଥିବା ସମୟରେ ପୂର୍ବରୁ ଚାଲିଥିବା ଜମି ବିବାଦକୁ ନେଇ ହଠାତ୍‌ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। କଥାକଟାକଟି ମାତ୍ର କିଛି ମିନିଟ୍‌ ମଧ୍ୟରେ ନିର୍ମମ ଆକ୍ରମଣରେ ପରିଣତ ହୋଇଥିଲା। ଜୀବନନାଶ ଉଦ୍ଦେଶ୍ୟରେ ଧାରୁଆ ଅସ୍ତ୍ର ଚଳାଇ ରାଜେଶଙ୍କୁ ଗୁରୁତର ଆହତ…

Read More

ରାୟଗଡ଼ା ( ରବୀନ୍ଦ୍ର ନାଥ ମହାପାତ୍ର)-ଏକ ଲୋମହର୍ଷଣ କାରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ମେରିଙ୍ଗି ଗ୍ରାମରେ। ୨୫ ତାରିଖ ରବିବାର ସଂନ୍ଧ୍ୟାରେ ଛଅ ଜଣ ନାବାଳକ ଗୋଟିଏ ନାବାଳକ କୁ ବାଲି ପଟାରେ ପୋତିଦେଇ ରଖିଥିଲେ। ପୋତିହୋଇଥିବା ନାବାଳକ ର ଶରିର ର ବେକ ପର୍ଯ୍ୟନ୍ତ ବାଲି ଭିତରେ ପୋତି ହୋଇ ରହିଥିବା ବେଳେ ପୋତି ଦେଇଥିବା ଛଅ ଉପହାସ କରି ନାବାଳକ ଛଟପଟ ହେଉଥିବା ଦେଖି ରହୁଥିଲେ। ଏପରିକ ନାବାଳକ ଭିଡିଓ ମଧ୍ୟ ଉତୋଳନ କରୁଥିଲେ। ପୋତି ହୋଇ ରହିଥିବା ନାବାଳକ କୁ କାହାକୁ କହିଲେ ପୁଣି ଏଭଳି କରିବୁ ବୋଲି ଧମକାଇ ରଖୁଥିଲେ। ନାବାଳକ ଜଣକ ପ୍ରାଣ କୁ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ଛଟପଟ ହେଉଥିଲେ। ଦୀର୍ଘ ସମୟ ଧରି ନାବଳକ ଜିବକ ବିକଳ ହୋଇ ରହିଥିବା ବେଳେ ଛଅ ଜଣକ ସର୍ତ ରାଜି ହେବା ପରେ ପୋତିଦେଇଥିବା ଛଅ…

Read More

ସାମ୍ବାଦିକ ଦେବେନ୍ଦ୍ର ପୋଡ଼ ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ପଂଚାୟତ ଲୁହାଖାନ ଗ୍ରାମର ଖେଳ ପଡିଆ ଠାରେ 5 ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ ଇଦଯାପିତ ହୋଇଯାଇଛି ପ୍ରଥମ ସେମି ଫାଇନାଲ ମ୍ୟାଚ ପିପଲ ଡାବର ଓ ରେଙ୍ଗାଲି ଗ୍ରାମ ମଧ୍ୟରେ ଏବଂ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ରାଖୀଉଡାର ଓ ଆଡେନଡୁଙ୍ଗୁରି ମଧ୍ୟରେ ହୋଇଥିଲା l ଫାଇନାଲ ଖେଳ ପିପଲ ଡାବର ଓ ଆଡେନଡୁଙ୍ଗୁରି ମଧ୍ୟରେ ହୋଇଥିବା ବେଳେ ଆଡେନଡୁଙ୍ଗୁରି ଗାଁ ଦଳ ବିଜୟୀ ହୋଇ ଚମ୍ପିୟାନ ବିଜୟ ଘୋଷିତ ହୋଇଥିଲେl ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁଶୀଲ କୁମାର ଚାନ୍ଦ ତଥା ବଲାଙ୍ଗୀର ବିଧାୟକ ଙ୍କ ପ୍ରତନିଧି ସମ୍ମାନୀୟ ଅତିଥି ରୂପେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୟାନିଧି ଖମାରୀ, ବିଜେଡି ନେଡା ଅଚ୍ୟୁତ ମିଶ୍ର, ରାମଚନ୍ଦ୍ପୁର ଗ୍ରାମ ପଂଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ଶମ୍ଭୁ ଭୁଏ, ସଦାନନ୍ଦ ଭାଟି,…

Read More

କୃଷ୍ଣପ୍ରସାଦ/ଦେବେଦ୍ର ନାଥ ଦଳାଇ: ୭୭ତମ ଗଣତନ୍ତ୍ର ଦିବସ ପୂର୍ବରୁ, ଓଡ଼ିଶା ପୋଲିସ ସମସ୍ତ ଦ୍ୱୀପପୁଞ୍ଜ ଏବଂ ଦ୍ୱୀପପୁଞ୍ଜରେ ଜାତୀୟ ପତାକା ଉତ୍ତୋଳନ କରିଛି ଯାହା ଦ୍ୱାରା ଉପକୂଳ ଅଞ୍ଚଳରେ ସୁରକ୍ଷା ବୃଦ୍ଧି ଏବଂ ସେଠାରେ ଜାତୀୟ ଉପସ୍ଥିତି ଜାହିର କରାଯାଇପାରିବ। ଏହି ପରିପ୍ରେକ୍ଷୀରେ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ପୋଲିସ ଷ୍ଟେସନ ଦ୍ୱାରା ଚିଲିକାର ଅଧିଷ୍ଠାତ୍ରୀ ଦେବୀ ଏବଂ ପାରିକୁଦର ‘ଇଷ୍ଟଦେବୀ’ ମା’ କାଳୀଜାଈଙ୍କ ମନ୍ଦିରରେ ତ୍ରିରଙ୍ଗା ଉତୋଳନ କରାଯାଇଥିବା ଜଣାପଡିଛି। କୃଷ୍ଣପ୍ରସାଦ ପୋଲିସ ଉପ-ବିଭାଗୀୟ ଅଧିକାରୀ ଭାଗଗ୍ରାହୀ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଉପକୂଳ ପୋଲିସ, ନୌସେନା କର୍ମଚାରୀ, ଏନସିସି, ବନ ବିଭାଗ କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ର ଏବଂ ପର୍ଯ୍ୟଟକ ଉପସ୍ଥିତ ଥିଲେ। ସେହିପରି ଚିଲିକାର ନଳବଣା ପକ୍ଷୀ ଅଭୟାରଣ୍ୟ ଏବଂ ପାରିକୁଦ ଦୁର୍ଗ ଘିମୁଡା ଘାଟ ପେଣ୍ଠରେ ପତାକା ଉତ୍ତୋଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। କୃଷ୍ଣପ୍ରସାଦ ପୋଲିସ ଷ୍ଟେସନର…

Read More

ଉଦଳା – ( ରାଜୀବ କୁମାର ବେହେରା ) – ମନ୍ଦିର ଲୁଟ ଘଟଣାର ଭୟ ଏଯାଏଁ ମନରୁ ଲିଭିନଥିବା ବେଳେ ପୁଣି ଉଦଳାରେ ଲୁଟେରାଙ୍କ ଦୁସାହସ। ଉଦଳା ନାଗପାଳ ଅଞ୍ଚଳରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ସର୍ବସ୍ବ ଲୁଟ କରି ଫେରାର ମାରିଛନ୍ତି।ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୨ ନମ୍ବର ୱାର୍ଡରେ ତ୍ରିଲୋଚନ ବେହେରା ଙ୍କ ଘରେ ଏହି ଘଟଣା ଘଟିଛି। ତେବେ ସୂଚନା ଯାହା ରହିଛି ସରସ୍ବତୀ ପୂଜା ପାଇଁ ପରିବାର ସହ ୨ ଦିନ ପାଇଁ ବାହାରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ବିଳମ୍ବିତ ରାତ୍ର ସମୟ ରେ ଘରର ପଛପାଖ ଦୁଆର ଭାଙ୍ଗି ଭିତରେ ପଶି ସବୁକିଛି ଲୁଟିନେଇଥିଲେ।ଆଜି ଘରେ ଫେରି ଦେଖିବାକୁ ପାଇଥିଲେ ଘରର ଆସବାବପତ୍ର ଏଣେତେଣେ ପଡ଼ିଛି ଏବଂ ଗଡ଼ରେଜରେ ଥିବା ସମସ୍ତ ଅଳଙ୍କାର ସହ ନଗଦ ଟଙ୍କା ଲୁଟ ହୋଇଯାଇଛି।ଏନେଇ…

Read More

କପ୍ତିପଦା / ଉଦଳା (ରାଜୀବ କୁମାର ବେହେରା):ନିଜକୁ ଶ୍ରମ ଅଧିକାରୀ ବୋଲି ପରିଚୟ ଦେଇ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୩ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଜଣେ ମହିଳାଙ୍କୁ କପ୍ତିପଦା ପୋଲିସ ଗିରଫ କରିଛି। ଗିରଫ ମହିଳା ହେଲେ ଭୁବନେଶ୍ୱର ହଂସପାଳ ଅଞ୍ଚଳର ବିନୋଦିନୀ ନାୟକ।ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତା ନିଜକୁ ସରକାରୀ ଶ୍ରମ ଅଧିକାରୀ ଭାବେ ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ସରକାରୀ ଲୋନ୍ କରାଇଦେବା, ଚାକିରି ମିଳାଇଦେବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାର ପ୍ରଲୋଭନ ଦେଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ। ଏହି ଠକେଇ କାର୍ଯ୍ୟ ପାଇଁ ସେ ୩୦ରୁ ଅଧିକ ସିମ୍ କାର୍ଡ ବ୍ୟବହାର କରୁଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।କପ୍ତିପଦା ଥାନା ଅଧୀନ ପରାଶିବାଡ଼ି ଅଞ୍ଚଳରେ ଲୋନ୍ କରାଇଦେବାକୁ କହି ୩୦ ଲକ୍ଷ ଟଙ୍କାରୁ ଅଧିକ ରାଶି ନେଇ ଟଙ୍କା ଫେରାଇ ନଥିବା ନେଇ ପୀଡ଼ିତଙ୍କ ଦ୍ୱାରା କପ୍ତିପଦା ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ…

Read More

ଉଦଳା: (ରାଜୀବ କୁମାର ବେହେରା ) -ମୟୁରଭଞ୍ଜ ଜିଲ୍ଲା ଉଦଳା ବନବିଭାଗ ଅଧୀନ କଇଁସାରି ବାବୁସାହି ଗ୍ରାମରେ ଭାଲୁ ଆତଙ୍କ ଚରମ ସୀମାକୁ ପହଞ୍ଚିଛି। ସାଙ୍ଗମାନଙ୍କ ସହ ଘର ପାଖରେ ଥିବା ପୋଖରୀକୁ ଶୌଚ ପାଇଁ ଯାଇଥିବା ଯୁବତୀ ଜଣେ ହଠାତ୍‌ ଜଙ୍ଗଲୀ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁସାରେ, ଗ୍ରାମର ରୁହ୍ୟା ସୋରେନ ଙ୍କ ଝିଅ ରାଇମାତ ସୋରେନ ସାଙ୍ଗମାନଙ୍କ ସହ ବିଲ ନିକଟସ୍ଥ ପୋଖରୀକୁ ଶୌଚ ପାଇଁ ଯାଇଥିବା ସମୟରେ ଅଚାନକ ଦୁଇଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଭୟରେ ସାଙ୍ଗମାନେ ପଳାଇ ଯାଇଥିବା ବେଳେ ରାଇମାତ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ତେବେ ତାଙ୍କ ବାମ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି।ଆକ୍ରମଣ ପରେ ଯୁବତୀ ଜଣକ ଚିତ୍କାର କରିବାରୁ ଗ୍ରାମବାସୀ ଓ ପରିବାର ଲୋକେ ଘଟଣାସ୍ଥଳକୁ ପହଞ୍ଚି ଥିବା ବେଳେ, ଭିଡକୁ ଦେଖି ଭାଲୁ ଦୁଇଟି, ଭୟରେ ସେ ସ୍ଥାନରୁ…

Read More

ରାୟଗଡ଼ା/ରବିନ୍ଦ୍ର ନାଥ ମହାପାତ୍ର:ରାୟଗଡ଼ା ଜିଲ୍ଲା ଗୁଣପୁର ର ସ୍ଥାନୀୟ ଜଗନ୍ନାଥ ମନ୍ଦିର ବଡ଼ ଦାଣ୍ଡ ପ୍ରାଙ୍ଗଣରେ ଗୁଣପୁର ମଣ୍ଡଳର ସମଗ୍ର ହିନ୍ଦୁ ପ୍ରେମୀ ଙ୍କ ନିବେଦନ କ୍ରମେ ଏକ୍ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସଚ୍ଚିଦାନନ୍ଦ ସରସ୍ଵତୀ ଜୀ ମହାରାଜ, ମୁଖ୍ୟ ବକ୍ତା ଭାବେ ଅରୁଣ ନାୟକ, ପ୍ରାନ୍ତ ବୌଦ୍ଧିକ ପ୍ରମୁଖ, rss, ସମ୍ମାନିତ ଅତିଥି ଭାବେ ସ୍ୱାମୀ ନିଗମାନନ୍ଦ ସରସ୍ବତୀ ଜୀ ମହାରାଜ, ଚିନ୍ମୟ ମିଶନ, ସ୍ୱମୀ ରାମାନଂଦ ଦାଶ ମହାରାଜା, ଦେବୀ ମଠ ପାରଳାଖେମୁଣ୍ଡି, ମହନ୍ତ ମଦନମୋହନ ଦାଶ ମହାରାଜ,ଟେକିଲି, ଆନ୍ଧ୍ରପ୍ରଦେଶ, ସ୍ୱାଧୀ ଗୀତାଦେବୀ, ଭୁବନେଶ୍ୱର, ମହନ୍ତ ପଦ୍ମଚରଣ ଦାଶ ମହାରାଜ, କାଶୀନଗର, ଆଚାର୍ଯ୍ୟ ନଳିନୀ ମହାନ୍ତି, ଅଦ୍ୱୈତ ବେଦାନ୍ତ ଆଶ୍ରମ, ଗୁଣପୁର ଉପସ୍ଥିତ ରହି ସମସ୍ତ ହିନ୍ଦୁ ଙ୍କ ମୂଳମନ୍ତ୍ର କେବଳ ଏକ ରାଷ୍ଟ୍ର ଏକ ଧର୍ମ ଏକ ସଂସ୍କୃତି ହେବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟ…

Read More