ରାୟଗଡା /ରବିନ୍ଦ୍ର ନାଥ ମହାପାତ୍ର:-ପାର୍ବଣ ଆସିଲେ ଚଳଚଞ୍ଚଳ ହୋଇ ଉଠେ ସମସ୍ତ ଶକ୍ତି ପୀଠ।ଏଇ ଯେମିତି ରାୟଗଡା ଜିଲ୍ଲା ପଦ୍ମପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ଖିଲାମୁଣ୍ଡା ଠାକୁରାଣି ଙ୍କ ପୀଠ।ଏହି ପିଠରେ ମାଆ ଙ୍କ ର ଚୈତ୍ରପର୍ବ ସହ ଦଶହରା ନବରାତ୍ର ପୂଜା ଅନୁଷ୍ଠିତ ହୋଇଥାଏ।ବିଶେଷ କରି ଦଶହରା ନବରାତ୍ରରେ ଏଠାରେ ମାଆ ଙ୍କ ପାଖରେ ମାନସିକ କରି ପୂଜାର୍ଚ୍ଚାନାକଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ବାସ ଅଛି।ମହା ଅଷ୍ଟମୀରେ ଏଠାରେ ମା ଦକ୍ଷିଣ କାଳୀ ଙ୍କୁ ସ୍ଥାପନା କରାଯାଇଛି।ଏହି ସମୟରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା।ବାଜୁଛି ମାଆ ଙ୍କ ପାରମ୍ପରିକ ବାଜା।ପୂଜକ ଙ୍କ ମନ୍ତ୍ର ପାଠରେ କମ୍ପୁଛି ପରିବେଶ।ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ପଦ୍ମପୁରର ଆରଧ୍ୟ୍ୟ ଦେବୀ ମାଆ ଖିଲାମୁଣ୍ଡା ଠାକୁରାଣୀଙ୍କ ପୀଠ।ପ୍ରତିବର୍ଷ ଭଳି ଚଳିତ ବର୍ଷମଧ୍ୟ ଏଠାରେ ଦଶହରା ନବରାତ୍ରୀ ପୂଜା ପାଳନ ହୋଇଛି।ଏହି ନବରାତ୍ର ରେ ମାଆ ଙ୍କ ପାଖରେ ଷୋଡଶ ପୂଜା,ହୋମଯଞ୍ଜ,ଚଣ୍ଡିପାଠ ହୋଇଥାଏ।ମହାଅଷ୍ଟମୀରେ ମନ୍ଦିର…
Author: Charcha News
ବଲାଙ୍ଗିର (ଦେବେନ୍ଦ୍ର ପୋଡ଼)ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ପ୍ରାଚୀନ ଶକ୍ତିପୀଠ କୁଶଙ୍ଗ ସ୍ଥିତ ମାଁ କୁଶଙ୍ଗାଇ ପୀଠରେ ମହାଷ୍ଟମୀ ରାତ୍ରୀରେ ବଇଲ୍ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ମାଁଙ୍କ ପୀଠ ଏବେଠୁ ଚଳଚଞ୍ଚଳ ହୋଇଉଠୁଥିବା ବେଳେ ମାନସିକକାରୀ ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ଷୋଡଶ ପୂଜାର ଅନ୍ତିମ ଦିନ ତଥା ମହାଷ୍ଟମୀ ଦିନ ଅପରାହ୍ନରେ ପୂଜକ ଙ୍କ ଘରେ ପୂଜା ପାଉଥିବା ଛତ୍ରବାଉତିକୁ ପୂଜାର୍ଚ୍ଚନା ପରେ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଶୋଭାଯାତ୍ରାରେ ମନ୍ଦିରକୁ ଅଣାଯାଏ। ଏହା ବଇଲ୍ ଯାତ୍ରାର ସୂଚନା ଆଣିଦିଏ। ତା’ପରେ ଛତ୍ରବାଉତିକୁ ମାଁ କୁଶଙ୍ଗାଇଙ୍କ ବାମ ପାର୍ଶ୍ୱରେ ସ୍ଥାପନ କରି ମହାଷ୍ଟମୀର ନିଶିପୂଜା ପାଇଁ ପ୍ରସ୍ତୁତି ଚାଲେ। ରାତ୍ରୀରେ ମନ୍ଦିରର ପାର୍ଶ୍ୱଦେବାଦେବୀଙ୍କ ପୂଜା ଓ ଗୁପ୍ତପୂଜା ପରେ ମାଁ ପୂଜକଙ୍କ ଦେହରେ ଆବିର୍ଭାବ ହୋଇଥାନ୍ତି।ମନ୍ଦିର ଗର୍ଭଗୃହ ଝୁଣାଗୁଗୁଲ୍ ର ବାସ୍ନାରେ ମହକିଉଠୁଥିବା ବେଳେ ଢୋଲ୍, ନିସାନ୍, ମହୁରୀ, ଘଣ୍ଟ ଓ ଘଣ୍ଟା ଧ୍ୱନୀରେ ମାଁ କୁଶଙ୍ଗାଇଙ୍କ ଧ୍ୱନୀ ଉପାସନାକାରୀଙ୍କୁ ଭାବବିହ୍ୱଳିତ…
ରାୟଗଡ଼ା/ ରବୀନ୍ଦ୍ର ନାଥ ମହାପାତ୍ର :- ରାୟଗଡ଼ା ର ଅଧିଷ୍ଠାତ୍ରୀ ଦେଵୀ ମାଁ ମଝିଘରିଆଣୀ।ମାଁ ଙ୍କ ପ୍ରତି ଭକ୍ତଙ୍କ ରହିଛି ଅଗଡା ବିଶ୍ୱାସ ଓ ଭକ୍ତି।ଏଥିପାଇଁ ତ ରାଜ୍ୟ ତଥା ରାଜ୍ୟ ବାହାର ର ଅନେକ ଭକ୍ତ ଙ୍କ ସୁଅ ଛୁଟିଛି।ବିଶେଷ କରି ମାଁ ଙ୍କ ଚୈତ୍ର ପର୍ବ ଓ ଦଶହରା ନବରାତ୍ର ଦୁଇ ପୂଜା ମୁଖ୍ୟ ପର୍ବ ।ଏହି ମୁଖ୍ୟ ପର୍ବ ରେ ଭକ୍ତ ମାନେ ମା ଙ୍କ ନିକଟରେ ମାନସିକ ରଖି ପୂଜା ଅର୍ଚ୍ଚନା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।ଏହି ଦଶହରା ନବରାତ୍ର ରେ ମାଁ ସୁନାବେଶ ରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି। Vo ଏ ହେଉଛି ରାୟଗଡ଼ା ଜିଲ୍ଲା ର ଅଧିଷ୍ଠାତ୍ରୀ ଦେଵୀ ମାଁ ମଝିଘରିଆଣୀ ଙ୍କ ମନ୍ଦିର ।କେଉଁ ଅନାଦି କାଳରୁ ନାଗାବଳୀ ଓ ଝଞ୍ଜାବତି ନଦୀ କୂଳେ ସହର ର ମଧ୍ୟ ଭାଗରେ ରେ ରହିଥିବାରୁ ମାଁ ଙ୍କ…
Son yıl sürede online lüks sektörü, alışılmış casino perspektifini eksiksiz evrimleştirdi. İlgili revizyonun merkezinde faaliyet gösteren platformlardan biri de paribahis giriş stratejisiyle benzer yolda büyüyen PariBahis oldu. Başlangıç evresinde sınırlı şekilde dijital kumarhane pazarında operasyon yapan marka, bir süre içinde sportif aktiviteler, live oyunlar, dijital turnuvalar ve uygulama tabanlı oyunlar platformunda alanını yaydı. Anlatılan farklılık, PariBahis’un sadece bir oyun sitesi sadece değil, aynı zamanda kapsamlı ekosistem dönüşmesini mümkün kıldı PariBahis’un ilerleyişi tesadüf beklenmedik olmayan; brandin zaferinin gizli stratejik büyüme politikası, teknolojik yatırımlar kesintisiz kaynaklar ve UX odaklı yaklaşım temel oluyor. AB pazarında transparanlık ve yetki belgesiyle güven kazanan PariBahis, Latam…
ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ରରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ତ୍ରିବେଣୀ ଗ୍ରୁପ୍ ତରଫରୁ ନୂତନ ଜିଏନଏମ୍ କଲେଜ ର ଶୁଭ ଉଦଘାଟନ ସମାରୋହ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସା ଅଧିକାରୀ ଅଭୁଜା ରତ୍ନ ମୁଦୁଲି ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।ଏହି ସମୟ ରେ କଲେଜ ର ସଭାପତି ସ୍ଵାଗତ ଶେଖର ଜେନା ଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ। ସେହିପରି ତ୍ରିବେଣୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ବାଗତ କରାଯାଇଥିଲା।ଏଥିରେ କଲେଜ ର ଦ୍ଵିତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନେ ନବାଗତ ଙ୍କୁ ସ୍ଵାଗତ କରିଥିଲେ।ଏହି ଅବସରରେ କଲେଜ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ସୋଇଥିଲା ଏଥିରେ କଲେଜ ସଭାପତି ଯୋଗ ଦେଇ ପିଲା ମାନଙ୍କୁ ଭଲ ପାଠା ପଡିବା ଶାଗ ଭଲ ମାର୍କ ରଖିବା…
Günümüzde internet tabanlı şans oyunu platformlarının yoğunluğu katlanarak yayılırken, bahisçi finansal bilgilerinin mahremiyeti daha önce hiç olmadığı kadar daha ciddi bir gereklilik olmuştur. Katılımcılar sadece doyurucu bir deneyim hedeflemiyor; ayrıca hesapla ilgili hesap bilgilerinin ve gelirle ilgili verilerinin gizli biçimde olduğundan emin kalmak bekliyor. İşte tam bu noktada, slotbey giriş yap modelinde olduğu gibi, Slotbey kumar platformu koruma çerçevesi etkili mekanizması ve oyuncu odaklı yaklaşımlarıyla kendini gösteriyor. Slotbey, dijital bilgi güvenliğini yalnızca sistemsel bir zorunluluk olarak değil, müşteri güven hissinin çekirdek noktası olarak değerlendiriyor. Şifreleme altyapıları, riskten uzak işlem altyapısı ve rutin kontrollerle donatılmış altyapı, kullanıcıların korkusuzca bahis heyecanını sürmesini…
ସାମ୍ବାଦିକ ପ୍ରଶାନ୍ତ ରାଉଳ କୋଲକତା : ରାଜ୍ୟ ପଶ୍ଚିମ ବଙ୍ଗର ନାଦିଆ ଜିଲ୍ଲା ର ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ଦକ୍ଷିଣ ବଙ୍ଗ ବାଣପୁର ସୀମା ପୋଷ୍ଟରେ ବିଏସଏଫ ଯବାନମାନେ ୩୨ତମ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ସକ୍ରିୟ ଉପସ୍ଥିତି ଯୋଗୁଁ ସୁନା ଚୋରା ଚାଲାଣର ଆଉ ଏକ ପ୍ରୟାସକୁ ପଣ୍ଡ କରିଛନ୍ତି। ପ୍ରାୟ ୮୦.୫୫ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୭୧୯.୨ ଗ୍ରାମ ଓଜନର ୬ଟି ସୁନା ବିସ୍କୁଟ ଜବତ କରାଯାଇଛି। ସୁନା ତସ୍କରୀ କରିବ ସମୟରେ ଜଣେ ଚୋରା ଚାଲାଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି। ନଦିଆ ଜିଲ୍ଲା ସ୍ଥିତ ଭାରତ ଓ ବଙ୍ଗଳାଦେଶ ସୀମାନ୍ତ ବାଣପୁର ସୀମା ଅଞ୍ଚଳ ଦେଇ ସୁନା ଚୋରା ଚାଲାଣର ପ୍ରୟାସ ହୋଇପାରେ ବୋଲି ବିଶ୍ୱସ୍ତ ଗୁପ୍ତ ସୂଚନା ଆଧାରରେ, ବିଏସଏଫର ୩୨ତମ ବାଟାଲିୟନର ଯବାନମାନେ ତୁରନ୍ତ ଏକ ରଣନୀତି ନିଷ୍ପତ୍ତି ନେଇଥିଲେ। ବାଡ଼ ନିକଟରେ ଥିବା ଆମ୍ବ ଏବଂ କଦଳୀ ବଗିଚାରେ ସୈନିକଙ୍କ…
ସାମ୍ବାଦିକ ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପଦ୍ମପୁର ପୋଲିସ କୁ ମିଳିଛି ବଡ ସଫଳତା।କେନ୍ଦୁଗୁଡ଼ା ଫାଣ୍ଡି ପାଣ୍ଡାରା ଗୁଡ଼ା ଛକ ନିକଟ ଯାତ୍ରୀ ବିଶ୍ରାମ ଗାର ରେ ଛଡାଉ କରି ୨ ଅନ୍ତରାଜ୍ୟ ଗଞ୍ଜେଇ ବେପାରୀ ଠାରୁ ୨୨କେଜି ଗଞ୍ଜେଇ ଧରିଛି ।ଆଜି ଶନିବାର12 ଟା ରେ ଗୁଣପୁର କୋର୍ଟ କୁ ଚାଲାଣ କରିଛି।ଦୁଇ ଜଣ ବେକାରୀ ହେଲେ। ଅନିଲ ମେଘୱାଲ ,ଘର୍ ରାଜସ୍ତାନ ଆଉ ଜଣେ ବିନୟ କୁମାର,ବିହାର ରାଜ୍ୟ ବୋଲି ଜଣା ପଡୁଛି।ଏମାନେ ଏହି ଛକ ରୁ ରାୟଗଡ଼ା ଯାଇ ବିହାର ରାଜ୍ୟ କୁ ଚୋରା ଚାଲାଣ କରିଥାନ୍ତେ।ଥାନା କେସ ନମ୍ୱର୍ ୧୨୩ରେ ndps ମାମଲା ରୁଜୁ ହୋଇଛି ।ଅଧିକ ତଦନ୍ତ କରୁଛି ପୋଲିସ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ
ସାମ୍ବାଦିକ ପ୍ରଶାନ୍ତ ରାଉଳକୋଲକତା ରାଜ୍ୟ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଜାତୀୟ ରାଜପଥ ନମ୍ବର ୧୨ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଦୁଇଟି ଚଳନ୍ତା ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଟି ଟ୍ରକ୍ ରେ ନିଆଁ ଲାଗିଯାଇଥିଲା। ଟ୍ରକ୍ ଭିତରେ ପୋଡ଼ି ଯିବାରୁ ଟ୍ରକ୍ ଭିତରେ ଥିବା ଚାଳକ ର ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ସୂତ୍ରରୁ ଜଣାପଡିଛି ଯେ ଆହତମାନେ ଖଲାସି ବୋଲି ଚିହ୍ନଟ ହୋଇଛନ୍ତି। ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ରେ ପଠାଇଛି। ସାଗରଦିଘି ଥାନାର ଏକ ବଡ଼ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ଏହି ଦୁଃଖଦ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୁର୍ଶିଦାବାଦର ସାଗରଦିଘିରେ ଶେଖଦିଘି ବସ୍ ଷ୍ଟାଣ୍ଡ ସଂଲଗ୍ନ ପେଟ୍ରୋଲ ପମ୍ପ ସଂଲଗ୍ନ ଅଞ୍ଚଳରେ ୧୨ ନମ୍ବର ଜାତୀୟ ରାଜପଥରେ ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ହୋଇଛି। ଧକ୍କା ଯୋଗୁଁ ପ୍ରଥମେ ଗୋଟିଏ ଗାଡ଼ିରେ ନିଆଁ ଲାଗିଗଲା,…






