Author: Charcha News

ରାଜ୍ୟ ସରକାରଙ୍କୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ମନ୍ତ୍ରୀ । ଏ ନେଇ ବିଭିନ୍ନ ବିଭାଗ ଗୁଡିକ ରିପୋର୍ଟ ପ୍ରସ୍ତୁତ କରିବା ଆରମ୍ଭ କରୁଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ବିଭାଗର ଦୁଇ ବର୍ଷର ଉପଲବ୍ଧିକୁ ନେଇ ପ୍ରସ୍ତୁତ କରିଛନ୍ତି ରିପୋର୍ଟ କାର୍ଡ । ରାଜ୍ୟ ସରକାରଙ୍କୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ମନ୍ତ୍ରୀ । ଏ ନେଇ ବିଭିନ୍ନ ବିଭାଗ ଗୁଡିକ ରିପୋର୍ଟ ପ୍ରସ୍ତୁତ କରିବା ଆରମ୍ଭ କରୁଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ବିଭାଗର ଦୁଇ ବର୍ଷର ଉପଲବ୍ଧିକୁ ନେଇ ପ୍ରସ୍ତୁତ କରିଛନ୍ତି ରିପୋର୍ଟ କାର୍ଡ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ୱ ମନ୍ତ୍ରୀ ନିଜର ରିପୋର୍ଟ କାର୍ଡ ପ୍ରଦାନ କରିବେ । ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ କାର୍ଯ୍ୟକ୍ରମ ନେଇ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ…

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି, ଯାହାକୁ ରାଜନୈତିକ ଓ ପ୍ରଶାସନିକ ମହଳରେ ବହୁତ ଗୁରୁତ୍ୱ ଦିଆଯାଉଛି । ସରକାରର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବୈଠକ ଆୟୋଜିତ ହେଉଛି ବୋଲି ଜଣାପଡ଼ିଛି । ଲୋକସେବା ଭବନରେ ସକାଳ ସାଢ଼େ ୧୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ । BY-SUBHASMITA-DT-14.5.2026 ଦୁଇ ବର୍ଷ ପୂର୍ତ୍ତି ଅବସରରେ ସରକାରୀ କାର୍ଯ୍ୟକଳାପକୁ ଆହୁରି ଗତିଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏହି ବୈଠକ ଲୋକସେବା ଭବନରେ ସକାଳ ୧୧:୩୦ରେ ଅନୁଷ୍ଠିତ ହେବ । ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହି ସରକାରର ଦୁଇ ବର୍ଷର କାର୍ଯ୍ୟଦକ୍ଷତା, ବିଭିନ୍ନ ଯୋଜନାର ଅଗ୍ରଗତି ଓ ଲୋକମାନଙ୍କ ପାଖରେ ସେବା ପହଞ୍ଚିବାର ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ସୂଚନା ଅନୁଯାୟୀ, ପ୍ରତ୍ୟେକ ବିଭାଗର ମନ୍ତ୍ରୀ ନିଜ-ନିଜ କାର୍ଯ୍ୟର ରିପୋର୍ଟ ଉପସ୍ଥାପନ କରିପାରନ୍ତି…

Read More

ଯିଏ ମେନ୍ୟୁଫେକର ଅଛି ତାକୁ ସରକାରୀ ସୁବିଧା ଯୋଗାଯାଇ ସବୁଗାଡ଼ିକୁ ଇଭିରେ ପରିବର୍ତ୍ତନ କରାଯିବ । ପ୍ରଧାନମନ୍ତ୍ରୀ ଓ ମୁଖମନ୍ତ୍ରୀଙ୍କ ଆଗ୍ରହ ଅଛି ଇଭି ଗାଡ଼ିର ବ୍ୟବହାର ପାଇଁ, ଏହାଦ୍ୱାରା ପରିବେଶ ସୁରକ୍ଷା ସହିତ, ଆମର ସଞ୍ଚୟ ବି ହୋଇପାରିବ । ପ୍ରକୃତି ପରିବେଶ ସନ୍ତୁଳିତ ପାଇଁ ଇଭିର ବ୍ୟବହାର କରିବୁ । ଯିଏ ମେନ୍ୟୁଫେକର ଅଛି ତାକୁ ସରକାରୀ ସୁବିଧା ଯୋଗାଯାଇ ସବୁଗାଡ଼ିକୁ ଇଭିରେ ପରିବର୍ତ୍ତନ କରାଯିବ । ପ୍ରଧାନମନ୍ତ୍ରୀ ଓ ମୁଖମନ୍ତ୍ରୀଙ୍କ ଆଗ୍ରହ ଅଛି ଇଭି ଗାଡ଼ିର ବ୍ୟବହାର ପାଇଁ, ଏହାଦ୍ୱାରା ପରିବେଶ ସୁରକ୍ଷା ସହିତ, ଆମର ସଞ୍ଚୟ ବି ହୋଇପାରିବ । ପ୍ରକୃତି ପରିବେଶ ସନ୍ତୁଳିତ ପାଇଁ ଇଭିର ବ୍ୟବହାର କରିବୁ । ମୁଖ୍ୟମନ୍ତ୍ରୀ ତାଙ୍କ କାରକେଡ଼ ଅଧା କରିସାରିଛନ୍ତି । ମନ୍ତ୍ରୀମାନେ ମଧ୍ୟ ସମାନ ନୀତି ଆପଣାଇବେ । ମୁଁ ଆଜିଠାରୁ ଇଭି ଗାଡ଼ିରେ ଯିବି, ଗୋଟିଏ ଗାଡ଼ି ବ୍ୟବହାର କରିବି । ମିତ ବ୍ୟୟତା ନିଜଠାରୁ ଆରମ୍ଭକରିବି, ଆବଶ୍ୟକ…

Read More

ନଡ଼ିଆ ସଢ଼େଇ କଳାରେ ଚମକିଲେ ବିଜୟ କମିଳା BY-ରାଜୀବ କୁମାର ବେହେରା ଉଦଳା :ମୟୁରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳର ଯୁବ କଳାକାର ବିଜୟ କମିଳା ନିଜର ଅସାଧାରଣ କଳା ପ୍ରତିଭା ବଳରେ ପୁଣିଥରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ବର୍ତ୍ତମାନ ସେ ଏସିଆ ବୁକ୍ ଅଫ ରେକର୍ଡରେ ନିଜ ନାମ ସ୍ଥାନ ପାଇ ସଫଳତାର ଆଉ ଏକ ନୂଆ ଅଧ୍ୟାୟ ଲେଖିଛନ୍ତି। ଜଣେ ସାଧାରଣ ବାଇକ୍ ମେକାନିକ ହୋଇଥିଲେ ମଧ୍ୟ ବିଜୟଙ୍କ ମନରେ ଲୁଚି ରହିଥିବା କଳାକାର ସ୍ୱପ୍ନ ତାଙ୍କୁ ଆଜି ଏହି ଉଚ୍ଚ ସଫଳତାରେ ପହଞ୍ଚାଇଛି। ବର୍ଜ୍ୟବସ୍ତୁ ଭାବେ ପଡ଼ିଥିବା ନଡ଼ିଆ ସଢ଼େଇ ଓ ଖୋଳପାକୁ ବ୍ୟବହାର କରି ସେ ତିଆରି କରୁଛନ୍ତି ଆକର୍ଷଣୀୟ କଳାକୃତି। ଘର ସଜାଣା ସାମଗ୍ରୀ, ଶୋଭାବର୍ଦ୍ଧକ ଉପକରଣ ଓ ଅନେକ ସୃଜନଶୀଳ ନୂତନ ଜିନିଷ ତିଆରି କରି ସେ ନିଜ ପାଇଁ ଏକ ସ୍ୱତନ୍ତ୍ର…

Read More

ଆୟ ଅନୁପାତହୀନ ସମ୍ପତ୍ତି (ଡିଏ) ଅଭିଯୋଗରେ ଭଦ୍ରକ ସିଏଡି (CAD) ଡିଭିଜନର ଜୁନିଅର ଇଞ୍ଜିନିୟର ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ କରାଯାଇଛି। ଗୁରୁବାର, ଅର୍ଥାତ୍ ୧୪ ମଇ ୨୦୨୬ ତାରିଖରେ ତାଙ୍କ ଜଣାଶୁଣା ଆୟ ସ୍ରୋତ ଠାରୁ ଅଧିକ ପରିମାଣର ସମ୍ପତ୍ତି ଥିବା ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ବିଭାଗ ଏକାସାଥିରେ ୪ଟି ସ୍ଥାନରେ ତଲାସି ଅଭିଯାନ ଚଳାଇଛି। ବାଲେଶ୍ୱର ଭିଜିଲାନ୍ସର ମାନ୍ୟବର ସ୍ୱତନ୍ତ୍ର ନ୍ୟାୟାଧୀଶଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଥିବା ବେଳେ, ଏହି ଅଭିଯାନରେ ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ସହ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ନିୟୋଜିତ ରହିଛନ୍ତି। ଭିଜିଲାନ୍ସ ଟିମ୍ ଭଦ୍ରକ ସହରର ସମରାଇପୁର ଅଞ୍ଚଳରେ ଥିବା ଶ୍ରୀ ମହାନ୍ତିଙ୍କ ତିନି ମହଲା କୋଠା, ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ନରସିଂହଡ଼ିହା ଗ୍ରାମରେ ଥିବା ତାଙ୍କ ପୈତୃକ ଦୁଇ ମହଲା…

Read More

କେମିତି କଟିବ ଆଜି ଆପଣମାନଙ୍କ ଦିନ : BY-SUBHASMITA-DT-14.5.2026 ମେଷ-ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷ-ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କିନ୍ତୁ ମନୋରଞ୍ଜନ ପ୍ରୀତିପ୍ରଦ ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା,ଏଜେନ୍ସିରେ ସମସ୍ୟା ଦୂର ହେବ। ମିଥୁନ-ଆଜି ଅଧିକ ବ୍ୟୟ ହେବ । ଯାହା ଖୋଜୁଥିବେ ତାହା ପାଇବେ ନାହିଁ, ବରଂ ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାମରେ, ବ୍ୟବସାୟିକ ସ୍ଥିତିରେ, ସଭା ସମିତିରେ ସୁବିଧା ଓ…

Read More

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାନ ଙ୍କ ଅକାଳ ବିୟୋଗ :: ଭଗବାନଙ୍କ ପାଖରେ ମୋର କୋଟି କୋଟି ପ୍ରାର୍ଥନା, ତାଙ୍କ ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଏହି ଅସହ୍ୟ ଦୁଃଖ ସହିବା ପାଇଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ। ସେ ୨୦୦୪ ମସିହାରେ ସ୍ଵାଧୀନ ପ୍ରାଥୀ ଭାବରେ ବିଧାୟକ ହୋଇଥିଲେ ଓ ୨୦୧୪ ରେ ବିଜେଡି ପ୍ରାର୍ଥୀ ହିସାବରେ ବିଜୟୀ ହୋଇଥିଲେ ।ତାଙ୍କ ପ୍ରତି ମୋର ଅନ୍ତରିକ ଶ୍ରଦ୍ଧାଞ୍ଜଳି ଓ ଗଭୀର ସମବେଦନା । ଚର୍ଚ୍ଚା newsଭଗବାନଙ୍କ ପାଖରେ ମୋର କୋଟି କୋଟି ପ୍ରାର୍ଥନା, ତାଙ୍କ ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଏହି ଅସହ୍ୟ ଦୁଃଖ ସହିବା ପାଇଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ। ସେ ୨୦୦୪ ମସିହାରେ ସ୍ଵାଧୀନ ପ୍ରାଥୀ ଭାବରେ ବିଧାୟକ ହୋଇଥିଲେ ଓ ୨୦୧୪ ରେ ବିଜେଡି ପ୍ରାର୍ଥୀ ହିସାବରେ ବିଜୟୀ…

Read More

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଡ଼ୁମେରପିଟା ଗ୍ରାମ ପଂଚାୟତ ଡ଼ୁମେରପିଟା ଗ୍ରାମ ରେ STEM ଗ୍ରୀଷ୍ମ କ୍ୟାମ୍ ଦ୍ୱାରା 6 ଛଅ ସପ୍ତାହ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମ ତିନୋଟି ସପ୍ତାହ ର କାର୍ଯ୍ୟକ୍ରମ ଆଜି ଶେଷ ହୋଇ ଯାଇଛି ଆଜି ମଙ୍ଗଲବାର ତାରିଖ -12/05/2026 ରିଖ ଦିନ ତୃତୀୟ ସପ୍ତାହ ରେ ପୃଷ୍ଟିସାର, ସ୍ନେହସାର ଓ ଶ୍ୱେତସାର ବିଷୟରେ ଗଭୀର ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଗ୍ରାମ ର ସ୍ବେଛାସେବୀ ଶିକ୍ଷକ 1- ହିମାଂଶୁ ନାଗ 2- ସରୋଜ ତାଣ୍ଡି ଶ୍ୱେତସାର, ସ୍ନେହସାର ଓ ପୃଷ୍ଟିସାର ବିଷୟରେ ଛାତ୍ର ଛାତ୍ରୀ ମାନଂକୁ ବୁଝାଇ ପରୀକ୍ଷା କରାଗଲl ଆଜି ମୋଟ – 29 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଆଜିର କାର୍ଯ୍ୟକ୍ରମ ରେ ପ୍ରସନ୍ନ ପଧାନ, ରୁପାଧର ପୁଟା, ସୁଶୀଲ ନନ୍ଦ ଗ୍ରାମ ର ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ଥିଲେ lଚର୍ଚ୍ଚା news

Read More

କେମିତି କାଟିବ ଆଜି ଆପଣମାନଙ୍କ ଦିନ :: ମେଷ: ନୂଆ ବିଚାର ଯଥେଷ୍ଟ ଆର୍ଥିକ ଲାଭ ଦେବ। ଆପଣଙ୍କର ଚେଷ୍ଟା ଫଳପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ବିତିବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ବୃଷ: ଭାଗ୍ୟ ଆପଣଙ୍କ ସହ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଜୀବନରେ ଲାଭର ଅବସର ପ୍ରାପ୍ତ ହେବ। ଅଫିସ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ମିଥୁନ: ବିଶେଷ କାମରେ ଯାତ୍ରା କରିପାରନ୍ତି। ପାରିବାରିକ ବନ୍ଧୁ ଠାରୁ ଖୁସି ଖବର ପାଇବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ଜୀବିକା କ୍ଷେତ୍ରରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଧନଲାଭର କିଛି ନୂଆ ମଉକା ପାଇବେ। ସବୁ କାମ ସହଜରେ ପୂରା ହେବ। ପ୍ରେମ ଜୀବନ ଭଲ ରହିବ। ସିଂହ: ବିବାଦଠୁଁ ଦୂରରେ ରୁହନ୍ତୁ। ଧାର ନେବା ଦେବାରୁ ନିବୃତ୍ତ ରହନ୍ତୁ।…

Read More