Author: Charcha News

ଦୁବାଇରେ ୨୦ ମିନିଟ୍ ମଧ୍ୟରେ ୭ ବିସ୍ଫୋରଣ :ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ର ଜେବେଲ୍ ଅଲିରେ ବୁଧବାର ରାତିରେ ୨୦ ମିନିଟ୍ ମଧ୍ୟରେ ଜେବେଲ୍ ଅଲି ଶିଳ୍ପାଞ୍ଚଳରେ ସାତଥର ବିସ୍ଫୋରଣ ଘଟିଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ର ଜେବେଲ୍ ଅଲିରେ ବୁଧବାର ରାତିରେ ୨୦ ମିନିଟ୍ ମଧ୍ୟରେ ଜେବେଲ୍ ଅଲି ଶିଳ୍ପାଞ୍ଚଳରେ ସାତଥର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ପରେ, ଆକାଶରେ କଳା ଧୂଆଁ ଘୋଟି ଯାଇଥିଲା। ଏମିରାତ ଅଧିକାରୀ ଏବଂ ଇରାନୀ ସମାଚାର ଏଜେନ୍ସି ମେହରଙ୍କ ଅନୁଯାୟୀ, ବିସ୍ଫୋରଣ ଶକ୍ତିଶାଳୀ ଥିଲା। ଜେବେଲ୍ ଅଲି ନିକଟସ୍ଥ ଅଲ୍ ଫୁରଜାନ୍ ଅଞ୍ଚଳର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ସେମାନେ ରାତିରେ ଏକ ସିରିଜ୍ ବିସ୍ଫୋରଣ ଶବ୍ଦ ଶୁଣିଥିଲେ। ଆଶ୍ୱସ୍ତିର କଥା ହେଉଛି, ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଘଟଣାରେ କାହାର ମୃତ୍ୟୁ କିମ୍ବା ଆହତ ହେବାର…

Read More

BY-ଶ୍ରୀକାନ୍ତ ନନ୍ଦ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଆଜି ଏକ ପୌରପାଳିକା ଭାବେ ପରିଚିତ। କିନ୍ତୁ ଏହା ପୂର୍ବରୁ ଏକ ଏନ୍.ଏ.ସି. ଭାବେ କାର୍ଯ୍ୟ କରୁଥିଲା। ସେହି ସମୟରେ ଉମରକୋଟର ଜଣେ ଦକ୍ଷ, କର୍ମଠ, ସଚ୍ଚୋଟ ଓ ଜନପ୍ରିୟ ନେତା ଭାବେ ସ୍ୱର୍ଗତ ନୀଳକଣ୍ଠ ପଟ୍ଟନାୟକଙ୍କ ନାମ ଆଜି ମଧ୍ୟ ସମ୍ମାନର ସହ ସ୍ମରଣ କରାଯାଏ। ସେ ୧୯୯୨ ରୁ ୧୯୯୫ ପର୍ଯ୍ୟନ୍ତ ଉମରକୋଟ ଏନ୍.ଏ.ସି.ର ଚେୟାରମ୍ୟାନ ଭାବେ ଦାୟିତ୍ୱ ପାଳନ କରିଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ସହରର ବିକାଶ, ଜନସେବା ଓ ସାଧାରଣ ଲୋକଙ୍କ କଲ୍ୟାଣକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ। ଲୋକଙ୍କ ସମସ୍ୟା ଶୁଣିବା, ତାହାର ତୁରନ୍ତ ସମାଧାନ କରିବା, ଗରିବ ଓ ଅସହାୟଙ୍କ ପାଖରେ ସବୁବେଳେ ଛିଡ଼ା ହୋଇ ରହିବା ତାଙ୍କର ପ୍ରମୁଖ ପରିଚୟ ଥିଲା। ତାଙ୍କ ନେତୃତ୍ୱରେ ଉମରକୋଟର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା। ସହରର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସୁଦୃଢ଼ୀକରଣ, କଲ୍ୟାଣ…

Read More

ଉଦଳା – ରାଜୀବ କୁମାର ବେହେରା କପ୍ତିପଦା ବ୍ଲକ ଅନ୍ତର୍ଗତ ଲାବଣ୍ୟଦେଇପୁର ପଞ୍ଚାୟତର କଟୁରିଆ ଛକଠାରୁ ହୁଡ଼ିସାହି ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ୩ କିଲୋମିଟର ରାସ୍ତା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି। ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ପ୍ରତିଦିନ ଯାତାୟାତ କରିବା ବିପଦଜନକ ହୋଇପଡ଼ିଛି। ଏହି ରାସ୍ତା ହୁଡ଼ିସାହି, ଧନଛତ୍ର, ଧନଛତ୍ରୀ ଓ ମହାରାସାହି ସମେତ ଅନେକ ଗ୍ରାମର ଲୋକଙ୍କ ପାଇଁ ଏକମାତ୍ର ସଂଯୋଗ ପଥ। ଏହା ସହିତ ଏହି ଅଞ୍ଚଳର ଦୁଇଟି ବିଦ୍ୟାଳୟ ଓ ହୁଡ଼ିସାହି କନ୍ୟାଶ୍ରମକୁ ଯିବାର ମୁଖ୍ୟ ରାସ୍ତା ମଧ୍ୟ ଏହିଟି। କନ୍ୟାଶ୍ରମରେ ୨୪୦ରୁ ଅଧିକ ଛାତ୍ରୀ ଅଧ୍ୟୟନ କରୁଥିବାବେଳେ ରାସ୍ତାର ଦୟନୀୟ ଅବସ୍ଥା ସେମାନଙ୍କ ସୁରକ୍ଷିତ ଯାତାୟାତକୁ ପ୍ରଭାବିତ କରୁଛି। ବର୍ଷାଦିନରେ ରାସ୍ତାରେ ପାଣି ଜମି ଯାତାୟାତ ଆହୁରି କଷ୍ଟସାଧ୍ୟ ହୋଇଯାଉଥିବାରୁ ସ୍ଥାନୀୟ ଲୋକେ ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ…

Read More

BY-ରାଜୀବ କୁମାର ଦାସ କୋଲକାତା :: କୋଲକାତାର ସମାଜସେବୀ ତଥା ନାଟ୍ୟ ନିର୍ଦ୍ଦେଶକ ତୁଷାରକାନ୍ତ ବେହେରାଙ୍କୁ ଉତ୍କଳୀକା ନୃତ୍ୟାନୁଷ୍ଠାନ ପକ୍ଷରୁ ଓଡିଶାର ପୁରୀର ଅର୍ଣ୍ଣପୁର୍ଣ୍ଣା ଥିଏଟରରେ ସମ୍ବର୍ଦ୍ଧିତ କରାଯାଇଛି। ‘କଳାଗ୍ରାହୀ’ ସମ୍ମାନରେ ତାଙ୍କୁ ନୃତ୍ୟଗୁରୁ ଘନଶ୍ୟାମ ବେହେରା, ନାଟ୍ୟ ନିର୍ଦ୍ଦେଶକ ରାମଚନ୍ଦ୍ର ମହାପାତ୍ର, ନୃତ୍ୟଗୁରୁ ଶେଖର ସୁମନ ମାଝୀ, ନୃତ୍ୟଗୁରୁ ଭାଗଶ୍ରୀ ପଟ୍ଟନାୟକ, ଓଡିଶୀ ନୃତ୍ୟଗୁରୁ ସୁରେନ୍ଦ୍ର କୁମାର, ପି.ଭି.ସି ରାମରାୟ ସମ୍ବର୍ଦ୍ଧିତ କରିଥିଲେ। ତୁଷାରକାନ୍ତ ବେହେରା କୋଲକାତାର ଟାଟାଷ୍ଟିଲ କମ୍ପାନୀରୁ ଅବସର ପରେ ସମାଜସେବା ଓ ନାଟ୍ୟ ନିର୍ଦ୍ଦେଶକ ପ୍ରତି ଆଗ୍ରହୀ। କୋଲକାତାରେ ବିଭିନ୍ନ ସଂଗଠନ ସହିତ ମିଶି ସମାଜସେବା ମାଧ୍ୟମରେ ନିଜକୁ ପରିଚିତ କରାଇ ପାରିଛନ୍ତି। ତାଙ୍କୁ ଉତ୍କଳୀକା ନୃତ୍ୟାନୁଷ୍ଠାନ ସଂଗଠନ ଦ୍ବାରା ଭାବଗ୍ରାହୀ ସମ୍ମାନ ମିଳିଥିବାରୁ ତାଙ୍କୁ ପ୍ରବାସୀ ଓଡିଆ ସମାଜ ପକ୍ଷରୁ ଅଭିନନ୍ଦିତ କରାଯାଇଛି | ଚର୍ଚ୍ଚା news

Read More

ପାଠ୍ୟପୁସ୍ତକରେ ଭୟଙ୍କର ତ୍ରୁଟି ହେଉ କିମ୍ବା ଗୁରୁତ୍ୱପୂର୍ଣ୍ଣ କମିସନ ଫାଇଲ ହଜିବା ଘଟଣା, ସବୁ କ୍ଷେତ୍ରରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ କେବଳ ତଳତଳିଆ ଅଧିକାରୀଙ୍କ ମଧ୍ୟରେ ସୀମିତ ରହୁଥିବା ଅଭିଯୋଗ ହେଉଛି । ରାଜ୍ୟରେ ଯେକୌଣସି ବଡ଼ ବିବାଦ କିମ୍ବା ସରକାରୀ ସ୍ତରରେ ତ୍ରୁଟି ସାମ୍ନାକୁ ଆସିଲେ ଗୋଟିଏ ସମାନ ଚିତ୍ର ଦେଖିବାକୁ ମିଳୁଛି । ତାହା ହେଉଛି ‘ଛୋଟ ମାଛଙ୍କୁ ଜାଲ, ବଡ଼ ମାଛଙ୍କୁ ଖଲାସ’ । ପାଠ୍ୟପୁସ୍ତକରେ ଭୟଙ୍କର ତ୍ରୁଟି ହେଉ କିମ୍ବା ଗୁରୁତ୍ୱପୂର୍ଣ୍ଣ କମିସନ ଫାଇଲ ହଜିବା ଘଟଣା, ସବୁ କ୍ଷେତ୍ରରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ କେବଳ ତଳତଳିଆ ଅଧିକାରୀଙ୍କ ମଧ୍ୟରେ ସୀମିତ ରହୁଥିବା ଅଭିଯୋଗ ହେଉଛି । ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅବହେଳା ପାଇଁ ଯେଉଁ ବରିଷ୍ଠ ଅଧିକାରୀମାନେ ମୁଖ୍ୟତଃ ଦାୟୀ, ସେମାନଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯିବା ସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷ କରି କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାରେ…

Read More

ପୁଣି ପାଠ୍ୟ ପୁସ୍ତକରେ ତ୍ରୁଟି । ପ୍ରଥମ ଶ୍ରେଣୀ ବହିରେ ସାମ୍ନାକୁ ଆସିଛି ଗୁରୁଚଣ୍ଡାଳ ତ୍ରୁଟି । ସେତେବେଳେ ପ୍ରଥମ ଶ୍ରେଣୀରେ ବର୍ଣ୍ଣମାଳା ସ୍ବରବର୍ଣ୍ଣର ‘ଅ’ରୁ ଆରମ୍ଭହେଉଥିଲା ଏବଂ ବ୍ୟଞ୍ଜନବର୍ଣ୍ଣ ‘ଲ’ରେ ସରୁଥିଲା । ପୁଣି ପାଠ୍ୟ ପୁସ୍ତକରେ ତ୍ରୁଟି । ପ୍ରଥମ ଶ୍ରେଣୀ ବହିରେ ସାମ୍ନାକୁ ଆସିଛି ଗୁରୁଚଣ୍ଡାଳ ତ୍ରୁଟି । ସେତେବେଳେ ପ୍ରଥମ ଶ୍ରେଣୀରେ ବର୍ଣ୍ଣମାଳା ସ୍ବରବର୍ଣ୍ଣର ‘ଅ’ରୁ ଆରମ୍ଭହେଉଥିଲା ଏବଂ ବ୍ୟଞ୍ଜନବର୍ଣ୍ଣ ‘ଲ’ରେ ସରୁଥିଲା । ପିଲା ବି ଓଡ଼ିଆ ଅକ୍ଷର ସବୁକୁ ଏଭଳି ‘ଅ’ରୁ ‘ଲ’ ପର୍ଯ୍ୟନ୍ତ ମନେ ରଖୁଥିଲେ । ହେଲେ ଏଥର ପ୍ରଥମ ଶ୍ରେଣୀରେ ସେ ସବୁ ସ୍ବରବର୍ଣ୍ଣ କି ବ୍ୟଞ୍ଜନବର୍ଣ୍ଣ ନାହିଁ । ବରଂ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଯେଉଁ ବହି ଝୁଲଣା-୧’ ପଢ଼ାଯାଉଛି ସେଥିରେ ପ୍ରଥମ ଅକ୍ଷର ‘ଚ’ । ‘ଚ’ରୁ ପିଲାଙ୍କୁ ଅକ୍ଷର ଶିଖାଯାଉଛି । ଏହା ପରେ ରହିଛି ଟ, ମ, ଗ ଓ ର। ଏହା…

Read More

ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି ଭାରତର ପ୍ରଥମ ନାଗରିକ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗଞ୍ଜାମ ଜିଲ୍ଲାର ତପ୍ତପାଣିରେ ପହଞ୍ଚିଛନ୍ତି । ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛନ୍ତି ଭାରତର ପ୍ରଥମ ନାଗରିକ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗଞ୍ଜାମ ଜିଲ୍ଲାର ତପ୍ତପାଣିରେ ପହଞ୍ଚିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଆସିଥିବା ରାଷ୍ଟ୍ରପତିଙ୍କୁ ଷ୍ଟେସନରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଦିନ ୧୧ଟା ୧୦ ମିନିଟରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେ ସଡ଼କ ପଥରେ ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ହରିବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସ୍ୱତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଆସିଥିଲେ । ତପ୍ତପାଣିରେ ପହଞ୍ଚି ରାଷ୍ଟ୍ରପତି ମାଆ କନ୍ଧୁଣୀଙ୍କ ଦର୍ଶନ କରିବା ସହ ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗଦେବେ ।…

Read More

ଆପଣଙ୍କ ରାସ୍ତାରେ ଲାଗି ରହିଥିବା ବାଧା ଦୂର ହେବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। BY-SUBHASMITA-DT-4.8.2026 ‌ମେଷ: ଆପଣଙ୍କ ରାସ୍ତାରେ ଲାଗି ରହିଥିବା ବାଧା ଦୂର ହେବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ବୃଷ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଅନ୍ୟମାନଙ୍କର ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ମିଥୁନ: ପୂଜାପାଠରେ ସମୟ ବିତିବ। ପଡ଼ୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢ଼ାଇବେ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ ରହିବ। କର୍କଟ: ଚାଲେଞ୍ଜକୁ ଦୃଢ଼ଭାବେ ମୁକାବିଲା କରନ୍ତୁ। ଚାକିରିରେ କିଛି ପରିବର୍ତ୍ତନ…

Read More

ଓଡ଼ିଶାର ଜୀବନରେଖା ତଥା ମହାନଦୀର ବରଦାନ ହେଉଛି ହୀରାକୁଦ ଅଳ୍ପ ପ୍ରସିଦ୍ଧ ଜଳଭଣ୍ଡାର ଏବଂ ବନ୍ଧ । ଏହା କେବଳ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ନୁହେଁ, ବରଂ ଓଡ଼ିଶା ପାଇଁ ଏକ ଦୃଢ଼ ସୁରକ୍ଷା କବଚ । BY-SUBHASMITA- DT-3.8.2026 ଓଡ଼ିଶା ପାଇଁ ସୁରକ୍ଷା କବଚ ବୁଢ଼ା ବନ୍ଧ । ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଛି ହୀରାକୁଦ । ଓଡ଼ିଶାର ଜୀବନରେଖା ତଥା ମହାନଦୀର ବରଦାନ ହେଉଛି ହୀରାକୁଦ ଅଳ୍ପ ପ୍ରସିଦ୍ଧ ଜଳଭଣ୍ଡାର ଏବଂ ବନ୍ଧ । ଏହା କେବଳ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ନୁହେଁ, ବରଂ ଓଡ଼ିଶା ପାଇଁ ଏକ ଦୃଢ଼ ସୁରକ୍ଷା କବଚ । ପୂର୍ବକାଳରେ ମହାନଦୀର ବନ୍ୟା ଓଡ଼ିଶାରେ ଭୀଷଣ କ୍ଷୟକ୍ଷତି ଘଟାଉଥିଲା, ଯାହାକୁ ‘ଓଡ଼ିଶାର ଶୋକ’ କୁହାଯାଉଥିଲା । ହେଲେ ହୀରାକୁଦ ବନ୍ଧ ନିର୍ମାଣ ହେବା ପରେ ଏହି ଭୟଙ୍କର ବନ୍ୟା ନିୟନ୍ତ୍ରିତ ହୋଇପାରିଛି । ଲକ୍ଷାଧିକ ଲୋକଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷିତ…

Read More