Author: Charcha News

ମେଷ-: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ । ବୃଷ-ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ । ମିଥୁନ- ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ। କର୍କଟ-ଆଜି ଆପଣ କୌଣସି ଉତ୍ସବ ପାଇଁ…

Read More

ମାଲକାନଗିରି ଜିଲ୍ଲାରେ ବଡ଼ ଆର୍ଥିକ ଅନିୟମିତତା ଘଟଣାକୁ ନେଇ ଭିଜିଲାନ୍ସ ବିଭାଗ ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋରାପୁଟ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କର ମାଲକାନଗିରି ଶାଖା ପ୍ରବନ୍ଧକ ସୁଧାଂଶୁ ଖୋରାଙ୍କୁ ସରକାରୀ ଧନର ବିପୁଳ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାର ୫ଟି ଲ୍ୟାମ୍ପସ୍‌ ଅଧୀନରେ ଥିବା ଚାଷୀମାନଙ୍କ ଦ୍ୱାରା ଜମା ହୋଇଥିବା ଫସଲ ଋଣ ରାଶିରୁ ପ୍ରାୟ ୧ କୋଟି ୮ ଲକ୍ଷ ୭୫ ହଜାର ଟଙ୍କା ଅନିୟମିତ ଭାବରେ ଆତ୍ମସାତ୍ କରାଯାଇଥିବା ଭିଜିଲାନ୍ସ ତଦନ୍ତରେ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ କୋରାପୁଟ ଭିଜିଲାନ୍ସ ଥାନାରେ ଦୁଇଟି ମାମଲା, ନମ୍ବର ୪ ଓ ୫, ତାରିଖ ୦୪.୦୫.୨୦୨୬ ରେ ରଜିଷ୍ଟର୍ କରାଯାଇଛି। ଏହି ମାମଲାଗୁଡିକୁ ପ୍ରିଭେନ୍ସନ୍ ଅଫ୍ କରପ୍ସନ୍ (ସଂଶୋଧନ) ଆଇନ ୨୦୧୮ ର ଧାରା ୧୩(୨) ସହିତ ୧୩(୧)(ଏ) ଓ ଭାରତୀୟ ନ୍ୟାୟ ସଂହିତା ୨୦୨୪ ର ଧାରା…

Read More

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ତିନି ଦିନିଆ ଗୁଜରାଟ ଗସ୍ତରେ ଯିବେ। ସେଠାରେ ସେ ଚାରିଟି ସହର ପରିଦର୍ଶନ କରିବେ ଓ ଓଡ଼ିଶା ନିବେଶକ ସମ୍ମିଳନୀରେ ଭାଗ ନେବେ BY-SUBHASMITA-DT-5.4.2026 ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟରେ ଗୁଜରାଟର ଚାରିଟି ସହରରେ ହେବ ରୋଡ୍‌ଶୋ ଓ ନିବେଶକ ସମ୍ମିଳନୀ। ବୟନ, ପେଟ୍ରୋକେମିକାଲ୍ସ, ଧାତବ ଶିଳ୍ପ, ଫାର୍ମା ଓ ମେଡିକାଲ୍ ଡିଭାଇସ୍ କ୍ଷେତ୍ରରେ ଓଡ଼ିଶାକୁ ନୂଆ ପୁଞ୍ଜି ଆକର୍ଷିତ କରିବାକୁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରୟାସ। ବଡ଼ ବଡ଼ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଆଲୋଚନା ସହ ଅନେକ ଏମ୍‌ଓୟୁ ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ମେ ୭ରେ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରି ବନ୍ଦର ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ୍ସ କ୍ଷେତ୍ରର ସୁଯୋଗ ଅନୁସନ୍ଧାନ କରିବ ଓଡ଼ିଶା ପ୍ରତିନିଧି ଦଳ । ଚର୍ଚ୍ଚା news

Read More

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ ରାଜ୍ୟ ସଚିବାଳୟ, ନବାନ୍ନାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି BY-SUBHASMITA-5.4.2026 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ଭାରୀ ପରାଜୟ ପରେ ଆଜି ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ତାଙ୍କ ସହ ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ଉପସ୍ଥିତ ରହିବେ। ନିର୍ବାଚନ ଫଳାଫଳ ପରେ ଦଳର ପ୍ରଥମ ବଡ଼ ପ୍ରତିକ୍ରିୟା ଥିବାରୁ ଏହି ପ୍ରେସମିଟ୍‌କୁ ନେଇ ଚର୍ଚ୍ଚା ବଢ଼ିଛି। ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନ ଏବଂ କୋଲକାତାର ନବାନ୍ନ ସଚିବାଳୟ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କିଛି ଲୋକ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ପକ୍ଷରୁ ଏହି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାସଭବନ ଓ ସଚିବାଳୟ ନିକଟରେ ପୁଲିସ ଓ ସୁରକ୍ଷାବଳ ମୁତୟନ…

Read More

ସକାଳୁ ସକାଳୁ ଝଡ଼, ପବନ ସହ ବର୍ଷାରେ ଭିଜିଲା ଓଡ଼ିଶା ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଝଡ଼ି, ପବନ ସହ ବର୍ଷା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ପ୍ରଭାବ ।ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । BY-SUBHASMITA-DT-5,4,2026 ରାଜ୍ୟରେ ପୁଣି କାଳବୈଶାଖୀର ପ୍ରଭାବ ଜୋରଦାର ହୋଇଛି। ସକାଳୁ ସକାଳୁ କଟକ, ଭୁବନେଶ୍ୱର, ପୁରୀ ସମେତ ଅନେକ ସ୍ଥାନରେ ଝଡ଼ି, ପବନ ଓ ବର୍ଷା ଲୋକଙ୍କୁ ଅଚମ୍ବିତ କରିଦେଇଛି। ଆକାଶରେ କଳା ମେଘ ଛାଇଯାଇଥିବାବେଳେ ବଜ୍ରପାତ ସହ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି କାଳବୈଶାଖୀ ପ୍ରଭାବ ଜାରି ରହିବ ବୋଲି ସତର୍କ କରାଯାଇଛି।…

Read More

ସକାଳୁ ସକାଳୁ ଝଡ଼, ପବନ ସହ ବର୍ଷାରେ ଭିଜିଲା ଓଡ଼ିଶା ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଝଡ଼ି, ପବନ ସହ ବର୍ଷା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ପ୍ରଭାବ ।ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । BY-SUBHASMITA-DT-5,4,2026 ରାଜ୍ୟରେ ପୁଣି କାଳବୈଶାଖୀର ପ୍ରଭାବ ଜୋରଦାର ହୋଇଛି। ସକାଳୁ ସକାଳୁ କଟକ, ଭୁବନେଶ୍ୱର, ପୁରୀ ସମେତ ଅନେକ ସ୍ଥାନରେ ଝଡ଼ି, ପବନ ଓ ବର୍ଷା ଲୋକଙ୍କୁ ଅଚମ୍ବିତ କରିଦେଇଛି। ଆକାଶରେ କଳା ମେଘ ଛାଇଯାଇଥିବାବେଳେ ବଜ୍ରପାତ ସହ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି କାଳବୈଶାଖୀ ପ୍ରଭାବ ଜାରି ରହିବ ବୋଲି ସତର୍କ କରାଯାଇଛି।…

Read More

BY-ରାଜୀବ କୁମାର ବେହେରା ଉଦଳା : ମାଆ ଶାଢ଼ୀ ରେ ଦୋଳି ଖେଳୁ ଥିବା ବେଳେ ଦୋଳି ରୁ ଖସି ନାବାଳକ ର ଶୋଚନୀୟ ମୃତ୍ୟୁ l ଉଦଳା ବିଜ୍ଞପିତ ଅଞ୍ଚଳ ପରିଷଦର ୧୧ ନମ୍ବର ୱାର୍ଡରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଶାଢ଼ୀରେ ଦୋଳି ଖେଳୁଥିବା ବେଳେ ଖସି ପଡ଼ି ୮ ବର୍ଷର ଜଣେ ନାବାଳକଙ୍କ ଦୁଃଖଦ ମୃତ୍ୟୁ ଘଟିଛି।ମିଳିଥିବା ସୂଚନା ଅନୁସାରେ, ଶିଶୁଟି ଘର ନିକଟରେ ଅନ୍ୟ ଶିଶୁମାନଙ୍କ ସହ ଖେଳୁଥିବା ସମୟରେ ଶାଢ଼ୀ ଦ୍ୱାରା ତିଆରି ଦୋଳିରେ ଝୁଲୁଥିଲେ। ଏହି ସମୟରେ ହଠାତ୍ ଗୋଡେଇ ଯିବାରୁ ସନ୍ତୁଳନ ହରାଇ ତଳକୁ ଖସି ପଡ଼ିଥିଲେ। ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ।ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ଶିଶୁଟିଙ୍କୁ ଉଦଳା ମେଡିକାଲକୁ ନେଇଯାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।ଏହି ଅକାଳ ମୃତ୍ୟୁ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା…

Read More

ପ୍ରାରମ୍ଭିକ ଗଣନାରୁ ପଶ୍ଚିମବଙ୍ଗର ରାଜନୈତିକ ପାଣିପାଗରେ ପରିବର୍ତ୍ତନର ସଙ୍କେତ ମିଳିଛି। ବିଜେପି ନେତା ଏବଂ କର୍ମୀମାନେ ଦଶନ୍ଧି ଧରି ଏହି ଦିନକୁ ଅପେକ୍ଷା କରିଆସିଥିଲେ । ବିଜେପିର ପଶ୍ଚିମବଙ୍ଗରେ ବିଜୟ କେବଳ ଏକ ସାଧାରଣ ବିଜୟ ନୁହେଁ, ଏହା ପିତୃଋଣ ସୁଝାଇବାର ସମୟ ମଧ୍ୟ । ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମଭୂମିରେ ପ୍ରଥମ ଥର ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ପଶ୍ଚିମବଙ୍ଗର ରାଜନୈତିକ ମାନଚିତ୍ରରେ ଆସିଛି ଏକ ବଡ଼ ପରିବର୍ତ୍ତନର ସଙ୍କେତ। ପ୍ରାରମ୍ଭିକ ଗଣନା ଅନୁସାରେ ବିଜେପି ଏଠାରେ ଐତିହାସିକ ସଫଳତା ହାସଲ କରିଛି। ଏହାକୁ କେବଳ ଏକ ନିର୍ବାଚନୀ ବିଜୟ ଭାବେ ନୁହେଁ, ବରଂ ବିଚାରଧାରାର ବିଜୟ ଭାବେ ମଧ୍ୟ ଦେଖାଯାଉଛି। ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଭୂମି ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି ବୋଲି ରାଜନୈତିକ ମହଳରେ ଆଲୋଚନା ହେଉଛି। ଏହାକୁ…

Read More

ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତିରୁ ବାଦ୍ ପଡ଼ିଥିବା ପ୍ରାୟ ୭୯ ହଜାରରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆଜି ସୁଭଦ୍ରା ଅର୍ଥରାଶି ଆସିଛି । ମୋଟ ଉପରେ ୧ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିଛି । ଓଡିଶା :ରାଜ୍ୟର ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସିର ଖବର। ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତିରୁ ବଞ୍ଚିତ ହୋଇଥିବା ପ୍ରାୟ ୭୯ ହଜାରରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆଜି ବକେୟା ଅର୍ଥରାଶି ଜମା ହୋଇଛି। ମୋଟ ୧ ଲକ୍ଷ ୨୩ ହଜାର ୮୪୯ ଜଣ ହିତାଧିକାରୀଙ୍କୁ ଏହି ଲାଭ ମିଳିଛି। ସରକାରୀ ସୂଚନା ଅନୁସାରେ ଏହି ପର୍ଯ୍ୟାୟରେ ପ୍ରାୟ ୬୨ କୋଟି ଟଙ୍କା ସିଧାସଳଖ ମହିଳାଙ୍କ ଖାତାକୁ ପ୍ରେରଣ କରାଯାଇଛି। ଏହା ସହିତ ଆଉ ପ୍ରାୟ ୧ ଲକ୍ଷ ଆବେଦନକାରୀଙ୍କ ଫିଲ୍ଡ ଭେରିଫିକେସନ୍ ଚାଲୁ ରହିଛି ଏବଂ ଏପର୍ଯ୍ୟନ୍ତ ୩…

Read More