India has 250 million school-going children who speak dozens of languages and share one fear: mathematics. Today, two of India’s most ambitious platforms came together to change that. Anuvadini AI – a Section 8 company under the aegis of AICTE, Ministry of Education, and the Make in India multilingual intelligence platform that built the world’s first AI ecosystem across 22 Indian and 89 foreign languages – joined forces with MathZoro… ——- In a significant step toward making quality mathematics education accessible to every student across India’s diverse linguistic landscape, Anuvadini AI, a Section 8 company under the aegis of the…
Author: Charcha News
ରାଜ୍ୟ ପଶ୍ଚିମ ବଙ୍ଗ ରେ ବିଧାନ ସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନଠାରୁ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଆସାନସୋଲ ଶିଳ୍ପାଞ୍ଚଳରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଗତ କାଲି ବିଳମ୍ବିତ ରାତିରେ ଆସାନସୋଲ କୋର୍ଟ ଛକ ରେ ତୃଣମୂଳ କଂଗ୍ରେସ ଦଳର ପାର୍ଟି ଅଫିସରେ ନିଆଁ ଲଗାଇ ଦେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଗ୍ନିକାଣ୍ଡରେ ଏକ କେକ୍ ଦୋକାନରେ ମଧ୍ୟ ନିଆଁ ଲାଗିଥିଲା। ଏହି ଘଟଣା କିପରି ଘଟିଲା ତାହା ତଦନ୍ତ ପରେ ହିଁ ଜଣାପଡିବ। ଏହା ବ୍ୟତୀତ, ରୂପନାରାୟଣପୁର ଟୋଲ୍ ପ୍ଲାଜା, କୁମାରପୁର, କୁଲଟି, ରାଣୀଗଞ୍ଜ, ଜାମୁରିଆ, ବାରବୋନି ଏବଂ ବର୍ଣ୍ଣପୁରାରେ ଅନେକ ଦଳୀୟ ଅଫିସରେ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। କିଛି ଅଫିସକୁ ଗଦରୁ ରଙ୍ଗ କରାଯାଇଥିବାର ମଧ୍ୟ ଘଟଣା ଘଟିଛି। ସ୍ଥାନୀୟ ସୂତ୍ର ଅନୁଯାୟୀ, ଏହି ଘଟଣା ସହିତ ଜଡିତ ଅନେକ ଲୋକଙ୍କୁ ଗିରଫ କରାଯାଇଛି, କିନ୍ତୁ ଅନେକଙ୍କୁ ମୁକ୍ତ…
ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ। କର୍କଟ: ଆଜି ଆପଣ କିଛି ଖାସ୍ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି। ସି˚ହ: ଧାର୍ମିକ ଆୟୋଜନରେ…
ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଦେଲେ ପରାମର୍ଶ ରାୟଗଡ,୫/୫/୨୬ ରବୀନ୍ଦ୍ର ନାଥ ମହାପାତ୍ର: ଶନିବାର ପ୍ରକାଶ ପାଇଛି ୨୦୨୬ ବର୍ଷର ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ୍) ପରୀକ୍ଷାଫଳ । ରାୟଗଡ ଜିଲ୍ଳାରେ ପାସ ହାର ୯୬.୫ପ୍ରତିଶତ ରହିଛି । ଚଳିତ ବର୍ଷ ଜିଲ୍ଳାରେ ୬ଜଣ ପରୀକ୍ଷାର୍ଥୀ ଏ ୧ ଗ୍ରେଡରେ ଉତୀର୍ଣ୍ଣ ହୋଇଥିବା ବେଳେ ସୋମବାର ଦିନ ରାୟଗଡ ଜିଲ୍ଳାପାଳ ଆଶୁତୋଷ କୁଲକର୍ଣ୍ଣି ନିଜ ଦପ୍ତରରେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ପରାମର୍ଶ ଦେଇ ଉତ୍ସାହିତ କରିଛନ୍ତି । ଏଥିସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଳାପାଳ ଶ୍ରୀ କୁଲକର୍ଣ୍ଣି । ରାୟଗଡ ଜିଲ୍ଳା ଶିକ୍ଷାଧିକାରୀ ଭଜନଲାଲ ମାଝି ଓ ବିଞାନ ସୁପରଭାଇଜର ଦୀପକ ବେହେରାଙ୍କ ଉପସ୍ଥିତିରେ ଏ୧ ଗ୍ରେଡରେ ୫୫୪ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଜିଲ୍ଳା ଟପ୍ପର…
ମୋହନ କୁ ମିଳିଲା ଗୁରୁ ଦାଇତ୍ୱ କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେପି ସଂସଦୀୟ ବୋର୍ଡ ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଲାଗିରହିଛି କଳ୍ପନାଜଳ୍ପନା । ତେବେ ଏହା ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମିଳିଛି ବଡ଼ ଦାୟିତ୍ୱ । ପଶ୍ଚିମବଙ୍ଗ ପାଇଁ ମୋହନ ମାଝୀଙ୍କୁ କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେପି ସଂସଦୀୟ ବୋର୍ଡ । ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାଛିବେ ଅମିତ ଶାହ ଏବଂ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଲାଗିରହିଛି କଳ୍ପନାଜଳ୍ପନା । ତେବେ ଏହା ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମିଳିଛି ବଡ଼ ଦାୟିତ୍ୱ । ପଶ୍ଚିମବଙ୍ଗ ପାଇଁ ମୋହନ ମାଝୀଙ୍କୁ କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେପି ସଂସଦୀୟ ବୋର୍ଡ । ଅମିତ ଶାହଙ୍କୁ…
ଧନ୍ୟବାଦ ପଶ୍ଚିମ ବଙ୍ଗ ଲୋକଙ୍କୁ ଯିଏ ବିକାଶ, ନାରୀ ସଶକ୍ତିକରଣ ନାଁରେ ଭୋଟ ଦେଇଛନ୍ତି । ଓଡ଼ିଶାରୁ ବି ୮୦୦ କର୍ମୀ ପଶ୍ଚିମ ଯାଇଥିଲେ । ୨୫ ବିଧାୟକ, ମନ୍ତ୍ରୀ ବି ଯାଇଥିଲେ । ଯାହା ଭୋଟରଙ୍କୁ ପ୍ରଭାବିତ କଲା । ପଶ୍ଚିମ ବଙ୍ଗରେ ବିଜେପିର ବିପୁଳ ବିଜୟକୁ ନେଇ ମୁକେଶ ମହାଲିଙ୍ଗ ବଙ୍ଗ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଧନ୍ୟବାଦ ପଶ୍ଚିମ ବଙ୍ଗ ଲୋକଙ୍କୁ ଯିଏ ବିକାଶ, ନାରୀ ସଶକ୍ତିକରଣ ନାଁରେ ଭୋଟ ଦେଇଛନ୍ତି । ଓଡ଼ିଶାରୁ ବି ୮୦୦ କର୍ମୀ ପଶ୍ଚିମ ଯାଇଥିଲେ । ୨୫ ବିଧାୟକ, ମନ୍ତ୍ରୀ ବି ଯାଇଥିଲେ । ଯାହା ଭୋଟରଙ୍କୁ ପ୍ରଭାବିତ କଲା । କାରଣ ସେମାନେ ଦେଖିଲେ ଓଡ଼ିଶାରେ ବିଜେପି ଆସି ବିକାଶ ହୋଇଛି । ଅଧିକ ପଢନ୍ତୁ: ଯାଜପୁରରେ କାୟା ମେଲାଉଛି ଡାଇରିଆ: ଆଜି ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିବେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରଧାନମନ୍ତ୍ରୀ ବି କହିଲେ ସ୍ୱାସ୍ଥ୍ୟ ବିକାଶ…
୨୦୨୬ ବିଧାନସଭା ନିର୍ବାଚନରେ ପଶ୍ଚିମ ବଙ୍ଗରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିବା ପରେ ଏବେ ସମସ୍ତଙ୍କ ନଜର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ରହିଛି। ପଶ୍ଚିମବଙ୍ଗ: ୨୦୨୬ ବିଧାନସଭା ନିର୍ବାଚନରେ ପଶ୍ଚିମ ବଙ୍ଗରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିବା ପରେ ଏବେ ସମସ୍ତଙ୍କ ନଜର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ରହିଛି। ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ୟ୍ୟଙ୍କ ସୂଚନା ଅନୁଯାୟୀ, ଆସନ୍ତା ୯ ତାରିଖରେ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । କାରଣ, ଏହି ଦିନଟି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ହୋଇଥିବାରୁ ଏହାକୁ ଏକ ସାଂସ୍କୃତିକ ଓ ଐତିହାସିକ ମୁହୂର୍ତ୍ତ ଭାବେ ଚୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୁଭେନ୍ଦୁ ଅଧିକାରୀ, ଦିଲୀପ ଘୋଷ ଏବଂ ସମିକ ଭଟ୍ଟାଚାର୍ୟ୍ୟଙ୍କ ନାମ ଚର୍ଚ୍ଚାରେ ଥିବାବେଳେ, ଚୂଡ଼ାନ୍ତ ନିଷ୍ପତ୍ତି ଦିଲ୍ଲୀରେ ବିଜେପିର ସଂସଦୀୟ ବୋର୍ଡ ନେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ…
କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକରେ ଦୁର୍ନୀତି ବିରୋଧୀ ଅଭିଯାନରେ ଆଜି ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ଭିଜିଲାନ୍ସ ଦଳ ଜୁନାଗଡ଼ ବ୍ଲକର ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର (ADEO) ଶ୍ରୀ ଦେବେନ୍ଦ୍ର ସାହୁଙ୍କୁ ୬ ହଜାର ଟଙ୍କା ଲଞ୍ଚ ଗ୍ରହଣ କରୁଥିବା ବେଳେ ହାତେନାତେ ଧରିଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅଧୀନରେ ଗୃହ ମଞ୍ଜୁରି ପାଇଁ ଜଣେ ଲାଭାନ୍ବିତଙ୍କ ଫାଇଲ୍ ପ୍ରୋସେସ କରିବା ପାଇଁ ଶ୍ରୀ ସାହୁ ଏହି ଲଞ୍ଚ ଦାବି କରିଥିଲେ। ପିଛଲା ଏକ ସପ୍ତାହ ଧରି ଲାଭାନ୍ବିତ ବ୍ୟକ୍ତି ତାଙ୍କ ଫାଇଲ୍ ଅଗ୍ରଗତି ପାଇଁ ଅନୁରୋଧ କରୁଥିଲେ, କିନ୍ତୁ ଶ୍ରୀ ସାହୁ ୬ ହଜାର ଟଙ୍କା ଦେଲେ ମାତ୍ର କାମ ହେବ ବୋଲି ସଂକେତ ଦେଇଥିଲେ। ଅର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବାରୁ ଲାଭାନ୍ବିତ ଲଞ୍ଚ ଦେବାରେ ଅସମର୍ଥ ହୋଇ, ଶେଷରେ ଭିଜିଲାନ୍ସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଯୋଜନାବଦ୍ଧ ଭାବେ ଭିଜିଲାନ୍ସ…
ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଆଉ ଗୋଟିଏ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକାନିକା ଥାନାର ଏଏସଆଇ ପ୍ରଶାନ୍ତ ପ୍ରଧାନଙ୍କୁ ଘୁଷ ନେବା ବେଳେ ରଙ୍ଗେହାତ ଧରାଯାଇଛି। ଆଜି ତାରିଖ ୦୪-୦୫-୨୦୨୬ରେ, ଜମି ବିବାଦ ସମ୍ପର୍କିତ ଗୋଟିଏ ମାମଲାରେ ପକ୍ଷକୁ ସହଜ ରିପୋର୍ଟ ଦେବା ପାଇଁ ସେ ଅଭିଯୋଗକାରୀଙ୍କୁ ୨,୦୦୦ ଟଙ୍କା ଘୁଷ ଦାବି କରିଥିଲେ। ଅଭିଯୋଗକାରୀଙ୍କ ସହ ଅନ୍ୟ ପକ୍ଷଙ୍କର ଯୁକ୍ତ ଜମି ଥିବା ସତ୍ତ୍ୱେ ତାଙ୍କ ସମ୍ମତି ବିନା ଅନ୍ୟ ପକ୍ଷ ଏହି ଜମି ଉପରେ ନିର୍ମାଣ କାମ ଆରମ୍ଭ କରିଥିଲେ, ଯାହାକୁ ବିରୋଧ କରି ଅଭିଯୋଗକାରୀ ଅଦାଲତରେ ମାମଲା ରୁଜୁ କରିଥିଲେ। ଅଦାଲତ ତରଫରୁ ରାଜକାନିକା ଥାନାକୁ ୩ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଓ ଏହାର ତଦନ୍ତ ଦାୟିତ୍ୱ ଏଏସଆଇ ପ୍ରଶାନ୍ତ ପ୍ରଧାନଙ୍କୁ ଦିଆଯାଇଥିଲା। ତେବେ ରିପୋର୍ଟ ଦେବା ପାଇଁ ସେ ଅଭିଯୋଗକାରୀଙ୍କୁ ଘୁଷ ଦାବି କରିଥିବାରୁ ଅସନ୍ତୁଷ୍ଟ ହୋଇ ଅଭିଯୋଗକାରୀ…







