Author: Charcha News

ଆସମରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ । ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କଲେ ହିମନ୍ତ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି । ଆସମରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ । ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କଲେ ହିମନ୍ତ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ପଥ ପରିଷ୍କାର ହୋଇଛି । ଯଦିଓ ନୂଆ ସରକାରଙ୍କ ଶପଥ ଗ୍ରହଣ ସମୟ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, ତଥାପି ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ମେ ୧୧ ତାରିଖରେ ଏହି ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ । ଏହି ଶପଥ ଗ୍ରହଣ…

Read More

ଟିଭିକେ ତାମିଲନାଡ଼ୁରେ ଆଗାମୀ ସରକାର ଗଠନ କରିବାକୁ ଯାଉଥିବାବେଳେ ଦଳର ମୁଖ୍ୟ ତଥା ଅଭିନେତା ବିଜୟ ମେ ୮ ତାରିଖରେ ଶପଥ ଗ୍ରହଣ କରିପାରନ୍ତି ଟିଭିକେ ତାମିଲନାଡ଼ୁରେ ଆଗାମୀ ସରକାର ଗଠନ କରିବାକୁ ଯାଉଥିବାବେଳେ ଦଳର ମୁଖ୍ୟ ତଥା ଅଭିନେତା ବିଜୟ ମେ ୮ ତାରିଖରେ ଶପଥ ଗ୍ରହଣ କରିପାରନ୍ତି। ବିଜୟ ବୁଧବାର ଲୋକ ଭବନ ଯାଇ ରାଜ୍ୟପାଳଙ୍କୁ ଭେଟିବେ ଓ ସରକାର ଗଠନ କରିବାକୁ ଦାବି ରଖିପାରନ୍ତି । କଂଗ୍ରେସର ସମର୍ଥନ ପରେ ସରକାର ଗଠନ ନେଇ ବିଜୟଙ୍କ ପଥ ପରିଷ୍କାର ହୋଇଛି । ଚେନ୍ନାଇର ଜବାହାରଲାଲ ନେହରୁ ଇନ‌ଡୋର୍‌ ଷ୍ଟାଡିୟମରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇପାରେ। ୧୯୭୭ ମସିହା ପରଠାରୁ ତାମିଲନାଡ଼ୁରେ ପ୍ରଥମ ଥର ଅଣ ଡିଏମ୍‌କେ ଓ ଅଣ ଏଆଇଏଡିଏମକେ ସରକାର ଗଠନ ହେବାକୁ ଯାଉଛି। ବିଜୟଙ୍କ ରାଜନୈତିକ ପଦାର୍ପଣ କିମ୍ବଦନ୍ତୀ ଅଭିନେତା ଏମ୍‌ ଜି ରାମଚନ୍ଦ୍ରନ ଓ ଜେ ଜୟଲଳିତାଙ୍କ ସହିତ ତୁଳନା କରାଯାଉଛି।…

Read More

ବୁଧବାର ଆରବ ସାଗର ମଧ୍ୟରେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅତି ଅସହାୟ ଅବସ୍ଥାରେ ଅଟକି ରହିଥିବା ଏକ ଭାରତୀୟ ବ୍ୟବସାୟିକ ଜାହାଜକୁ ପାକିସ୍ତାନ ନୌସେନା ସଫଳତାର ସହ ଉଦ୍ଧାର କରିଛି। ବୁଧବାର ଆରବ ସାଗର ମଧ୍ୟରେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅତି ଅସହାୟ ଅବସ୍ଥାରେ ଅଟକି ରହିଥିବା ଏକ ଭାରତୀୟ ବ୍ୟବସାୟିକ ଜାହାଜକୁ ପାକିସ୍ତାନ ନୌସେନା ସଫଳତାର ସହ ଉଦ୍ଧାର କରିଛି। ”ଏମଭି ଗୌତମ” ନାମକ ମାଲବାହୀ ଜାହାଜଟି ଓମାନରୁ ଭାରତ ଅଭିମୁଖେ ଯାତ୍ରା କରୁଥିବା ସମୟରେ ସମୁଦ୍ର ମଝିରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା, ଯାହାଫଳରେ ଜାହାଜଟି ସେଠାରେ ଫସି ରହିଥିଲା। ମୁମ୍ବାଇସ୍ଥିତ ମାରିଟାଇମ୍ ରେସ୍କ୍ୟୁ ଆଣ୍ଡ କୋଅର୍ଡିନେସନ୍ ସେଣ୍ଟର (ଏମଆରସିସି) ପକ୍ଷରୁ ଏହି ସଙ୍କଟ ସମ୍ପର୍କରେ ଇସଲାମାବାଦ କର୍ତ୍ତୃପକ୍ଷଙ୍କୁ ଜଣାଯାଇ ଜରୁରୀକାଳୀନ ସହାୟତା ପାଇଁ ଅନୁରୋଧ କରାଯିବା ପରେ ପାକିସ୍ତାନ ପକ୍ଷରୁ ତୁରନ୍ତ ଏହି ପଦକ୍ଷେପ ନିଆଯାଇଥିଲା। ଭାରତର ଅନୁରୋଧକୁ ରକ୍ଷା କରି ପାକିସ୍ତାନ ନୌସେନା ନିଜର ପ୍ରତିରକ୍ଷା ଜାହାଜ ”ପିଏମଏସଏସ…

Read More

ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣ ଆଦାୟ ସହିତ ଜଡିତ ବ୍ୟାଙ୍କ ଏବଂ NBFC ପାଇଁ ନୂତନ ଡ୍ରାଫ୍ଟ ନିୟମ ପ୍ରଚଳନ କରିଛି। ଏହି ନିୟମ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଏବେ ଅଣ-କାର୍ଫିଙ୍ଗ ସମ୍ପତ୍ତି ପୁନରୁଦ୍ଧାର ପାଇଁ ଜମି କିମ୍ବା ଘର ଭଳି ବନ୍ଧକ ଅସ୍ଥାବର ସମ୍ପତ୍ତିର ଦଖଲ ନେଇପାରିବେ। BY-SUBHASMITA-DT-6.5.2026 ଋଣ ଖେଳାପୀଙ୍କ ବିରୋଧରେ କଡ଼ା ହେଲା ଆରବିଆଇ। ବ୍ୟାଙ୍କ ଓ NBFC ମାନଙ୍କ ପାଇଁ ନୂଆ ଡ୍ରାଫ୍ଟ ନିୟମ ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବେ ଯେଉଁମାନେ ଋଣ ନେଇ ସମୟରେ ଶୋଧ କରିବେ ନାହିଁ, ସେମାନଙ୍କ ବନ୍ଧକ ରଖାଯାଇଥିବା ଘର କିମ୍ବା ଜମିକୁ ବ୍ୟାଙ୍କ ଦଖଲକୁ ନେଇପାରିବ। ତେବେ ବ୍ୟାଙ୍କ ସେହି ସମ୍ପତ୍ତିକୁ ସ୍ଥାୟୀଭାବେ ରଖିପାରିବ ନାହିଁ। ନୂଆ ନିୟମ ଅନୁଯାୟୀ ୭ ବର୍ଷ ମଧ୍ୟରେ ସେଗୁଡ଼ିକୁ ବିକ୍ରି କରିବାକୁ ପଡିବ। ଋଣ ଆଦାୟ ପ୍ରକ୍ରିୟାକୁ ଆଉ ଶକ୍ତିଶାଳୀ କରିବା ପାଇଁ RBI ଏହି ପଦକ୍ଷେପ ନେଇଛି। ଏହି ଡ୍ରାଫ୍ଟ…

Read More

ଭୁବନେଶ୍ବର ଲକ୍ଷ୍ମୀସାଗର ବସନ୍ତଭିଲା ଆପାର୍ଟମେଣ୍ଟରେ ନିଆଁ । ବାଷ୍ପରୁଦ୍ଧ ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଗ୍ନିଶମ ବିଭାଗୀୟ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ରହିଛି । ଆପାର୍ଟମେଣ୍ଟରୁ ବୟସ୍କ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ନିଆଁକୁ ଆୟତ୍ତକରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା । ବିଦ୍ୟୁତ୍ ସର୍ଟ୍ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ଭୁବନେଶ୍ବର ଲକ୍ଷ୍ମୀସାଗର ବସନ୍ତଭିଲା ଆପାର୍ଟମେଣ୍ଟରେ ନିଆଁ । ବାଷ୍ପରୁଦ୍ଧ ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଗ୍ନିଶମ ବିଭାଗୀୟ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ରହିଛି । ଆପାର୍ଟମେଣ୍ଟରୁ ବୟସ୍କ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ନିଆଁକୁ ଆୟତ୍ତକରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା । ବିଦ୍ୟୁତ୍ ସର୍ଟ୍ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଯେତେବେଳେ ଅଗ୍ନିଶମ ବିଭାଗୀୟ ଅଧିକାରୀ ଆସି ପହଞ୍ଚିଥିଲେ ଦୁଇଜଣ…

Read More

ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ପତ୍ନୀ ବଡ଼ ଯା’ ଓ ତାଙ୍କ ଭାଇଙ୍କ ଗିରଫ ଦାବି କଲେ ସୁଧୀରଙ୍କ ପତ୍ନୀ । ଭାଇ ଓ ଭଉଣୀ ବାହାରେ ରହିଲେ, ନିଜ ପରିବାର ଜୀବନ ବିପଦରେ ବୋଲି କହିଛନ୍ତି ସୁଧୀରଙ୍କ ପତ୍ନୀ । ପୁଲିସ ଉପରେ ଭରସା ନଥିବା କହିବା ସହ ପରିବାରକୁ ସୁରକ୍ଷା ଦେଇପାରିଲା ନାହିଁ । ତେଣୁ ପରିବାରର ସୁରକ୍ଷା ଦାବି କରିଛନ୍ତି ସୁଧୀରଙ୍କ ପତ୍ନୀ। ସେପଟେ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାର ପୂରା କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି । ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ପତ୍ନୀ ବଡ଼ ଯା’ ଓ ତାଙ୍କ ଭାଇଙ୍କ ଗିରଫ ଦାବି କଲେ ସୁଧୀରଙ୍କ ପତ୍ନୀ । ଭାଇ ଓ ଭଉଣୀ ବାହାରେ ରହିଲେ, ନିଜ ପରିବାର ଜୀବନ ବିପଦରେ ବୋଲି କହିଛନ୍ତି ସୁଧୀରଙ୍କ ପତ୍ନୀ । ପୁଲିସ ଉପରେ ଭରସା ନଥିବା କହିବା ସହ ପରିବାରକୁ…

Read More

BY-ରାଜୀବ କୁମାର ବେହେରା ମୟୁରଭଞ୍ଜ ଜିଲ୍ଲାର ବାରିପଦା ରେ ଘଟିଯାଇଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା l ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ଚନ୍ଦନେଶ୍ୱର ଯାଉଥିବା “ଗୀତାଞ୍ଜଳି” ନାମକ ଘରୋଇ ବସ୍ ଏକ ଅଢ଼େଇ ବର୍ଷର ନିର୍ଦୋଷ ଶିଶୁର ଜୀବନ ନେଇଛି। ସୂଚନା ଅନୁସାରେ, ବସ୍‌ଟି ବହୁତ ଦ୍ରୁତ ଗତିରେ ବସ୍‌ଷ୍ଟାଣ୍ଡ ଭିତରକୁ ପ୍ରବେଶ କରୁଥିବା ବେଳେ ଚାରିପାଖ ଉପରେ ଯଥାର୍ଥ ଧ୍ୟାନ ଦେଇନଥିଲା। ସେହି ସମୟରେ ମା’ଙ୍କ ସହିତ ଥିବା ଶିଶୁ “ଲିପୁନ” କୁ ସାଇଡ୍‌ରୁ ଜୋରଦାର ଧକ୍କା ଲାଗିଥିଲା। ଗୁରୁତର ଆହତ ହୋଇଥିବା ଶିଶୁଟିକୁ ତୁରନ୍ତ ଚିକିତ୍ସାଳୟକୁ ନେଇଯାଇଥିଲେ ମଧ୍ୟ, ଜୀବନ ଚାଲି ଯାଇଛି । ଘଟଣା ପରେ ଛୁଆକୁ ହରାଇ ମା’ଙ୍କ ଛାତି ଫଟେଇ କାନ୍ଦୁଥିବା ଦୃଶ୍ୟ ଦେଖି ଯେକେହିଙ୍କ ହୃଦୟ ଭାଙ୍ଗିଯାଉଛି। ନିର୍ଦୋଷ ଶିଶୁର ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳକୁ ନିର୍ବାକ କରିଦେଇଛି। ଏହା ଦୁର୍ଘଟଣା ନା ଅବହେଳା? ବସ୍‌ଷ୍ଟାଣ୍ଡ ଭଳି ସେନ୍ସିଟିଭ୍ ଅଞ୍ଚଳରେ…

Read More

BY-ଉଦଳାରାଜୀବ କୁମାର ବେହେରା ମୟୁରଭଞ୍ଜ,ଉଦଳାରାଜୀବ କୁମାର ବେହେରା ମୟୁରଭଞ୍ଜ ଜିଲ୍ଲାର ଉଦଳା ଡାକ୍ତରଖାନା ପରିସରରେ ଆଲୋକ ବ୍ୟବସ୍ଥାର ଗଭୀର ଅଭାବ ନେଇ ରୋଗୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଦୁର୍ନୀତି ର ଗନ୍ଥା ଘର ସାଜିଛି ଉଦଳା ମୁଖ୍ୟ ଚିକିତ୍ସା ଲୟ,ୱାର୍ଡ ଭିତରେ ଆଲୁଅ ହେଲେ ବାହାରେ କିଟ ମିଟ ଅନ୍ଧାର ରହିଥିବାରୁ ରାତ୍ରି ସମୟରେ ଚିକିତ୍ସା ସେବା ପ୍ରଭାବିତ ହେଉଥିବା ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଡାକ୍ତରଖାନାର ବିଭିନ୍ନ ୱାର୍ଡ ଓ ପଥପ୍ରଦର୍ଶନ ସ୍ଥାନରେ ଆଲୋକ ନଥିବାରୁ ରୋଗୀ ଓ ସେମାନଙ୍କ ସହଯୋଗୀମାନେ ଅସୁବିଧାରେ ପଡ଼ୁଛନ୍ତି। ବିଶେଷକରି ରାତି ସମୟରେ ଆପତକାଳୀନ ସେବା ନେବା ସମୟରେ ଏହି ସମସ୍ୟା ଅଧିକ ଗୁରୁତର ରୂପ ନେଉଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଅନ୍ଧାର ପରିବେଶ ରୋଗୀଙ୍କ ପାଇଁ ଭୟଜନକ ପରିସ୍ଥିତି ସୃଷ୍ଟି କରୁଛି। କେତେକ ସ୍ଥାନରେ ଲାଇଟ୍ ନଷ୍ଟ ହୋଇଥିବା ସତ୍ତ୍ୱେ ସମୟରେ ମରାମତି କରାଯାଇନଥିବା ଅଭିଯୋଗ ମଧ୍ୟ…

Read More

BY– ରାଜୀବ କୁମାର ବେହେରା ଉଦଳା-ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବନାଞ୍ଚଳ ଅଧୀନସ୍ଥ ପଦ୍ମପୋଖରୀ ଗ୍ରାମରେ ଏକ ଭୟଭୀତକର ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଦୋକାନ ଭିତରେ ପ୍ରାୟ ୧୨ ଫୁଟ ଲମ୍ବା ଅହିରାଜ ସାପ ପଶିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ସଙ୍ଗେ ସଙ୍ଗେ ବନ ବିଭାଗ ସହିତ ସ୍ନେକ ହେଲ୍ପଲାଇନ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ପ୍ରୟାସ ପରେ ରାତ୍ର ସମୟରେ ସାପଟିକୁ ସୁରକ୍ଷିତ ଭାବେ ଧରାଯାଇଥିଲା। ବନ କର୍ମଚାରୀମାନେ ସୂଚନା ଦେଇଛନ୍ତି ଯେ, ଉଦ୍ଧାର ହୋଇଥିବା ସାପଟି ଅହିରାଜ ପ୍ରଜାତିର ହୋଇଥିବା ସହ ଏହାର ଲମ୍ବ ୧୨ ଫୁଟରୁ ଅଧିକ। ପରେ ସାପଟିକୁ ସୁରକ୍ଷିତ ଭାବେ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ଖାଦ୍ୟ ଖୋଜିବା ବେଳେ ସାପଟି ଗ୍ରାମ ଭିତରକୁ ପ୍ରବେଶ କରିଥିବା ଆଶଙ୍କା କରାଯାଉଛି। ଏହି ଘଟଣା…

Read More