BY-SUBHASMITA-DT-16.4.2026 ମଧ୍ୟପ୍ରାଚ୍ୟରେ United States ଓ Iran ମଧ୍ୟରେ ତଣାପୋଡ଼ ଚାଲିଥିବାବେଳେ, ଏବେ ହର୍ମୁଜ୍ ପ୍ରଣାଳୀକୁ କେନ୍ଦ୍ର କରି ଏକ ନୂତନ ଉନ୍ନତି ଦେଖାଯାଇଛି। ଇରାନ ପକ୍ଷରୁ ଜାହାଜ ଚଳାଚଳକୁ ସୁରକ୍ଷିତ କରିବା ପାଇଁ ଏକ ସମ୍ଭାବ୍ୟ ପ୍ରସ୍ତାବ ଆସିଥିବା ଖବର ମିଳିଛି। Strait of Hormuz ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ, ଯାହା ଦ୍ୱାରା ପ୍ରାୟ ୨୦% ବିଶ୍ୱ ଇନ୍ଧନ ପରିବହନ ହୁଏ। ଏହି ଅଞ୍ଚଳରେ ଦୀର୍ଘଦିନ ଧରି ତଣାପୋଡ଼ ଥିବାରୁ ଜାହାଜ ଚଳାଚଳ ବିପଦପୂର୍ଣ୍ଣ ହୋଇପଡ଼ିଛି ଏବଂ ହଜାର ହଜାର ନାବିକ ଓ ଜାହାଜ ଅଟକି ରହିଛନ୍ତି। ତେହେରାନ ସହିତ ସଂପୃକ୍ତ ସୂତ୍ର ଅନୁଯାୟୀ, ଯଦି ଆମେରିକା ସହିତ ଏକ ନୂତନ ସମ୍ମତି ସାଧିତ ହୁଏ, ତେବେ ଇରାନ Oman ପାର୍ଶ୍ୱ ଦେଇ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବରେ ଯାଆସିବାକୁ ଅନୁମତି ଦେଇପାରେ। ଏହା ଦ୍ୱାରା ହର୍ମୁଜ୍ ପ୍ରଣାଳୀରେ ଆକ୍ରମଣର ଆଶଙ୍କା କମିପାରେ ଏବଂ ବିଶ୍ୱ…
Author: Charcha News
କୋଲକତା : ରାଜ୍ୟ ପଶ୍ଚିମ ବଙ୍ଗରେ ବିଧାନସଭା ନିର୍ବାଚନ ଏଇ ମାସ ଦୁଇ ପର୍ଯ୍ୟାୟ ରେ ହେବାକୁ ଯାଉଛି 294 ଟି ବିଧାନ ସଭା ପାଇଁ ଅନ୍ୟ ପଟେ ବୃଦ୍ଧ ବୟସ୍କ ପୁରୁଷ ଓ ମହିଳା ମାନେ ବୁଥ ରେ ଯାଇ ଭୋଟ ଦେଇ ପାରିବେ ନାହିଁ ବୋଲି ନିର୍ବାଚନ କମିଶନ କୁ ଆବେଦନ କରି ଥିଲେ ଓ ବୃଦ୍ଧ ମହିଳା ଓ ପୁରୁଷ ମାନେ ନିଜ ଘରେ ଭୋଟ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲା ବେଳେ ଆଜି ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଶିଳ୍ପାଞ୍ଚଳ ସହର ଆସନ ସୋଲ ରେ ନିର୍ବାଚନ କମିଶନ ପକ୍ଷରୁ ବୃଦ୍ଧ ମହିଳା ଓ ପୁରୁଷ ଘରେ ପହଞ୍ଚି ଭୋଟ ଗ୍ରହଣ କରାଇ ଥିଲେ ନିର୍ବାଚନ କମିଶନ ପକ୍ଷରୁ ବୃଦ୍ଧ ମହିଳା ଓ ପୁରୁଷ ମାନେ ଘରେ ବସି ଭୋଟ ଦେଇଛନ୍ତି ବୋଲି ଖୁସି ଅଛନ୍ତି ବୋଲି କହିଛନ୍ତି | ଚର୍ଚ୍ଚା news
BY-ରାଜୀବ କୁମାର ବେହେରା ଉଦଳା :ମହାନ ଆଦିବାସୀ ନେତା ସହିଦ ବୀର ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ଅବମାନନା କରାଯାଇଥିବା ଘଟଣାକୁ ନେଇ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଶରତରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ଗତ ୧୦ ତାରିଖରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ କେତେକ ଦୁର୍ବୃତ୍ତ ଶାଢୀ ପିନ୍ଧାଇ ଅପମାନ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଚାର ପାଇବା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭାରୀ କ୍ଷୋଭ ସୃଷ୍ଟି ହୋଇଥିଲା। ଘଟଣାକୁ ଚାରି ଦିନ ବିତିଥିଲେ ମଧ୍ୟ ପୋଲିସ ପକ୍ଷରୁ କାହାକୁ ଗିରଫ କରାଯାଇନଥିବାରୁ ଲୋକମାନଙ୍କ ଅସନ୍ତୋଷ ଆଉ ବଢ଼ିଛି। ଏହାକୁ ନେଇ ଉଦଳାରେ ଶରତ ବନ୍ଦ ଡାକ ଦିଆଯାଇଥିବା ସହ ଚକାଜାମ ଆନ୍ଦୋଳନ କରାଯାଇଥିବା ନଜର ହୋଇଛି। ପ୍ରତିବାଦକାରୀମାନେ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ଚକାଜାମ ଫଳରେ ରାସ୍ତା ଯାତାୟାତ କେତେକ ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।…
ଦୀର୍ଘ ବର୍ଷ ପରେ ଓଡ଼ିଶାରେ ପୁଣି ଜନ୍ମ ନେଇଛି ଆଉ ଏକ ଆଞ୍ଚଳିକ ଦଳ । କଂଗ୍ରେସରୁ ବହିଷ୍କୃତ ହେବା ପରେ ବିଭିନ୍ନ ଅଞ୍ଚଳ ବୁଲି ବଳ ଗୋଟାଇବା ପରେ ଆଜି ବିଧିବଦ୍ଧ ଭାବେ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ ଜନ୍ମ ନେଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଶାଳ ସମାବେଶର ଆୟୋଜନ କରି ଓଡ଼ିଆଙ୍କ ପାଇଁ ଓଡ଼ିଶା ନାରା ଦେଇ ଅଭିଯାନ ଆରମ୍ଭ କରିଛନ୍ତି । By-SUBHASMITA-DT- 6.4.2026 ଭୁବେନଶ୍ୱର : DT- 6.4.2026 : ଦୀର୍ଘ ବର୍ଷ ପରେ ଓଡ଼ିଶାରେ ପୁଣି ଜନ୍ମ ନେଇଛି ଆଉ ଏକ ଆଞ୍ଚଳିକ ଦଳ କଂଗ୍ରେସରୁ ବହିଷ୍କୃତ ହେବା ପରେ ବିଭିନ୍ନ ଅଞ୍ଚଳ ବୁଲି ବଳ ଗୋଟାଇବା ପରେ ଆଜି ବିଧିବଦ୍ଧ ଭାବେ ନୂଆ ଦଳ ଓଡ଼ିଶା ଜନତା କଂଗ୍ରେସ ଜନ୍ମ ନେଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଶାଳ ସମାବେଶର ଆୟୋଜନ କରି ଓଡ଼ିଆଙ୍କ ପାଇଁ ଓଡ଼ିଶା ନାରା ଦେଇ…
ଦେଶର ଲୋକସଭା ଆସନ ୮୫୦କୁ ବୃଦ୍ଧି ନେଇ ଗତକାଲି ଚିଠା ପ୍ରସ୍ତାବ ଆସିବା ପରେ ହଠାତ୍ ଦିଲ୍ଲୀରୁ ପଲ୍ଲୀ ରାଜନୈତିକ ହଲଚଲ ଆରମ୍ଭ ହୋଇଛି । ସେହି ଅନୁପାତରେ ଓଡ଼ିଶାରେ ଗ୍ରୀଷ୍ମ ତାତିକୁ ବଳିଯାଇଛି ସୀମା ପୁନଃନିର୍ଦ୍ଧାରଣ ଚର୍ଚ୍ଚା ତାତି ସୀମା ପୁନଃନିର୍ଦ୍ଧାରଣ ଖବର ଆସିବା ପରେ କିଛି ନେତାଙ୍କ ନିଦ ହଜିଗଲାଣି । ମନରେ ଭୟ, ଆଶଙ୍କା, ପାରମ୍ପରିକ ଆସନ ଏଥର ଖସିଯିବନି ତ ? କାରଣ ଆସନ ସଂରକ୍ଷଣ ଅନେକ ନେତାଙ୍କ ସ୍ୱପ୍ନକୁ ଚୁରମାର କରିଦେବ । ଅନ୍ୟପଟେ ସୁଯୋଗ ଅପେକ୍ଷାରେ ଥିବା କିଛି ନୂଆ ନେତାଙ୍କୁ ଏବେ ସୁହାଉଛି ସୀମା ପୁନଃନିର୍ଦ୍ଧାରଣ ଚର୍ଚ୍ଚା । ଏସବୁ ଭିତରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଉପରେ ସମସ୍ତଙ୍କର ନଜର । ଦେଶର ଲୋକସଭା ଆସନ ୮୫୦କୁ ବୃଦ୍ଧି ନେଇ ଗତକାଲି ଚିଠା ପ୍ରସ୍ତାବ ଆସିବା ପରେ ହଠାତ୍ ଦିଲ୍ଲୀରୁ ପଲ୍ଲୀ ରାଜନୈତିକ ହଲଚଲ ଆରମ୍ଭ ହୋଇଛି । ସେହି ଅନୁପାତରେ…
କଲବଲ କରୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ହେଉଛି। ଏଭଳି ସ୍ଥିତି ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର : DT-16.4.2026 :: କଲବଲ କରୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ହେଉଛି। ଆସନ୍ତା ୨୧ ଏଭଳି ସ୍ଥିତି ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ହିଟ୍ୱେଭ୍ ନେଇ ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଉପକୂଳ ଓଡ଼ିଶାରେ ଖରାର ପ୍ରଭାବ ରହିବ। ତେବେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଆଶ୍ବସ୍ତି ଆଣିପାରେ। କାଳବୈଶାଖୀ ନେଇ ୭ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଚର୍ଚ୍ଚା news
BY-SUBHASMITA-DT-16,4,2026 ଭାରତରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଗୃହ ତାଲିକାକରଣ ଏବଂ ଗୃହ ଗଣନା ପାଇଁ କ୍ଷେତ୍ର କାର୍ଯ୍ୟ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଗୋଆ, କର୍ଣ୍ଣାଟକ, ଲକ୍ଷଦ୍ୱୀପ, ମିଜୋରାମ, ଓଡ଼ିଶା, ସିକିମ ସମେତ ଆଠଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ ନୂଆଦିଲ୍ଲୀ ପୌର ପରିଷଦ (ଏନ୍ଡିଏମ୍ସି) ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡ ଅଞ୍ଚଳଗୁଡ଼ିକରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଭାରତରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଗୃହ ତାଲିକାକରଣ ଏବଂ ଗୃହ ଗଣନା ପାଇଁ କ୍ଷେତ୍ର କାର୍ଯ୍ୟ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଗୋଆ, କର୍ଣ୍ଣାଟକ, ଲକ୍ଷଦ୍ୱୀପ, ମିଜୋରାମ, ଓଡ଼ିଶା, ସିକିମ ସମେତ ଆଠଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ ନୂଆଦିଲ୍ଲୀ ପୌର ପରିଷଦ (ଏନ୍ଡିଏମ୍ସି) ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡ ଅଞ୍ଚଳଗୁଡ଼ିକରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟା ୧୫…
BY-SUBHASMITA-DT-16.4.2026 ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ଦ୍ୱାରା ପ୍ରକାଶିତ ୨୦୨୬ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଏବେ ଶିକ୍ଷା ମଣ୍ଡଳରେ ଚର୍ଚ୍ଚାର ବିଷୟ। ଏହିବର୍ଷ ଓଡ଼ିଶାର ପୁରୀର ମଦର ପବ୍ଲିକ୍ ସ୍କୁଲର ଛାତ୍ରୀ ଟିନା ରଥ ଅପୂର୍ବ ସଫଳତା ହାସଲ କରି ସାରା ଦେଶରେ ଟପର୍ ହୋଇଛନ୍ତି। ସେ ୫୦୦ରୁ ୫୦୦ ନମ୍ବର ରଖି ଏକ ନୂତନ ମାନକ ସୃଷ୍ଟି କରିଛନ୍ତି। ଏହି ଫଳାଫଳରେ ସାରା ଦେଶର ପାସ୍ହାର ୯୩.୭୦% ରହିଛି, ଯାହା ପୂର୍ବବର୍ଷ ତୁଳନାରେ ସାମାନ୍ୟ ବୃଦ୍ଧି ସୂଚାଉଛି। ଏବେ ବି ଛାତ୍ରୀମାନେ ଛାତ୍ରଙ୍କୁ ଅଗ୍ରଗାମୀ ହୋଇଥିବା ଦେଖାଯାଇଛି। ଦେଶରେ ମୋଟ ୨୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୩ ଲକ୍ଷରୁ ଅଧିକ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶାରେ ମଧ୍ୟ ଫଳାଫଳ ସନ୍ତୋଷଜନକ ରହିଛି। ରାଜ୍ୟର ପାସ୍ହାର ୯୩.୬୬% ଥିବା ବେଳେ ଛାତ୍ରୀମାନେ ୯୪.୮୩% ସହ ଅଗ୍ରସର ରହିଛନ୍ତି। ସରକାରୀ ବିଦ୍ୟାଳୟମାନଙ୍କର ପାସ୍ହାର ୯୪.୨୪% ରହିଥିବାବେଳେ…
ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଆଜିଠୁ ସଂସଦରେ ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ । ଲୋକସଭାରେ ଆଗତ ହେବ ତିନି ଗୁରୁତ୍ୱପୂର୍ଣ୍ଣ ବିଧେୟକ । ଲୋକସଭାରେ ୧୮ ଘଣ୍ଟା ଆଲୋଚନା ପାଇଁ ସମୟ ନିର୍ଘଣ୍ଟ । ୩ ବିଧେୟକ ପାରିତ ହେଲେ ମହିଳାଙ୍କୁ ମିଳିବ ଐତିହାସିକ ରାଜନୈତିକ ଅଧିକାର । BY-SUbhASMITA-DT-16.4.2026 ନୂଆଦିଲ୍ଲୀ: ଦେଶର ରାଜନୀତିକ ଇତିହାସରେ ଏକ ଐତିହାସିକ ପଦକ୍ଷେପ ଭାବେ Women’s Reservation Bill 2023 ପାସ୍ ହେବା ପରେ, ମହିଳାଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ୩୩% ଆସନ ସଂରକ୍ଷିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହା ଦେଶର ଗଣତାନ୍ତ୍ରିକ ପ୍ରଣାଳୀରେ ମହିଳାଙ୍କ ଅଂଶଗ୍ରହଣକୁ ନୂତନ ଦିଗ ଦେବାକୁ ମନାଯାଉଛି। ଏହି ଆଇନ ଅନୁଯାୟୀ, ସମସ୍ତ ଆସନରୁ ଏକ ତୃତୀୟାଂଶ ଆସନ କେବଳ ମହିଳା ପ୍ରାର୍ଥୀଙ୍କ ପାଇଁ ରିଜର୍ଭ ରହିବ। ତେବେ, ଏହାର ଅର୍ଥ ସମସ୍ତ ମହିଳା ସିଧାସଳଖ ବିଧାନସଭାକୁ ପ୍ରବେଶ କରିବେ ନୁହେଁ; ନିର୍ବାଚନ ମାଧ୍ୟମରେ…







