Author: Charcha News

BY-SUBHASMITA-DT-17.4.2-26 ଭୁବନେଶ୍ୱର: ଓଡ଼ିଆ ସିନେମା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। Indian National Cine Academy Awards (INCA Awards) ମଞ୍ଚରେ ୨୦୨୫ରେ ମୁକ୍ତିଲାଭ କରିଥିବା ଦୁଇଟି ଓଡ଼ିଆ ଚଳଚ୍ଚିତ୍ର Bou Buttu Bhuta ଓ Ananta ଜାତୀୟ ସ୍ତରରେ ସମ୍ମାନିତ ହୋଇ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି।ବୋଉ ବୁଟୁ ଭୂତ’ ଫିଲ୍ମଟି ୩ଟି ବିଭାଗରେ ସଫଳତା ଅର୍ଜନ କରିଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପାଇଁ ପ୍ରଯୋଜିକା ତୃପ୍ତି ଶତପଥୀଙ୍କୁ ସମ୍ମାନିତ କରାଯାଇଥିବାବେଳେ, Babushan Mohanty ଶ୍ରେଷ୍ଠ ଅଭିନେତା ଏବଂ Archita Sahu ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। ଏହି ସଫଳତା ଦର୍ଶାଉଛି ଯେ ଓଡ଼ିଆ ସିନେମା କେବଳ ରାଜ୍ୟ ନୁହେଁ, ଦେଶରେ ମଧ୍ୟ ନିଜ ସ୍ଥାନ ସୃଷ୍ଟି କରୁଛି। ଏପରିକି, Ananta ଫିଲ୍ମ ପାଇଁ Sabyasachi Mohapatra ଓ କୁମାର ସି. ଦେବ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ମିଳିଛି। ସାହିତ୍ୟ ଆଧାରିତ କାହାଣୀ ଓ…

Read More

BY-SUBHASMITA-DT-17.4.2026 ଭୁବନେଶ୍ୱର: ଓଡ଼ିଶାର ରାଜନୀତି ପୁଣିଥରେ ଗରମ ହୋଇଉଠିଛି। Sreemayee Mishra ବିଜୁ ବାବୁଙ୍କ ପୁଣ୍ୟତିଥି ଅବସରରେ Biju Janata Dal (ବିଜେଡି) ଉପରେ ତୀକ୍ଷ୍ଣ ଆକ୍ରମଣ କରି ମହିଳା ନେତୃତ୍ୱକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି । ମହିଳାଙ୍କ କଥା କହିଲେ, କିନ୍ତୁ ସୁଯୋଗ କେଉଁଠି ? Sreemayee Mishraଙ୍କ କହିବା ଅନୁସାରେ ୨୪ ବର୍ଷର ଶାସନକାଳରେ ଏକଥର ମଧ୍ୟ ଜଣେ ମହିଳାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇନି ଦଳର ସଭାପତି କିମ୍ବା ସଂଗଠନର ଶୀର୍ଷ ପଦରେ ମଧ୍ୟ ମହିଳାଙ୍କୁ ଦେଖିବାକୁ ମିଳିନି|ମହିଳା ସଶକ୍ତିକରଣର କଥା କହୁଥିବା ଦଳ, ନିଜ ଦଳରେ କାହିଁକି ଏହାକୁ ପ୍ରୟୋଗ କରିପାରିଲା ନାହିଁ ?ଇତିହାସ ଦେଖାଉଛି ଅନ୍ୟ ଚିତ୍ର ଶ୍ରୀମୟୀ ଉଦାହରଣ ଦେଇ କହିଛନ୍ତି |ଓଡ଼ିଶାରେ Nandini Satpathy ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦେଶରେ ମଧ୍ୟ Indira Gandhi ଠାରୁ ଆରମ୍ଭ କରି Mamata Banerjee, Mayawati ପର୍ଯ୍ୟନ୍ତ ଅନେକ ମହିଳା ଶୀର୍ଷ ନେତୃତ୍ୱରେ ଥିବା ଦେଖାଯାଇଛି…

Read More

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖି ସଫଳତା ହାସଲ କରିଥିବା ରାଜ୍ୟର ଦୁଇ ଛାତ୍ରୀ ଟିନା ରଥ ଓ ଆଲିଶା ବିଶ୍ୱାଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଭେଟିଛନ୍ତି। BY-SUBHASMITA-DT-17.4.2026 ଭୁବନେଶ୍ବର:DT-17.4.2026 :ଭୁବନେଶ୍ୱର: ସଫଳତା କେବଳ ସ୍ୱପ୍ନ ନୁହେଁ, ଏହା ପରିଶ୍ରମ ଓ ନିଷ୍ଠାର ଫଳ ଏହାକୁ ପ୍ରମାଣ କରିଦେଲେ ଓଡ଼ିଶାର ଦୁଇ ପ୍ରତିଭାଶାଳୀ ଛାତ୍ରୀ ଟିନା ରଥ ଓ ଆଲିଶା ବିଶ୍ୱାଳ। Central Board of Secondary Education (ସିବିଏସ୍‌ଇ) ଦଶମ ପରୀକ୍ଷାରେ ୫୦୦ରୁ ୫୦୦ ନମ୍ବର ରଖି ରାଜ୍ୟକୁ ଗର୍ବିତ କରିଥିବା ଏହି ଦୁଇ ଛାତ୍ରୀଙ୍କୁ ଆଜି Mohan Charan Majhi ଲୋକସେବା ଭବନରେ ସମ୍ମାନିତ କରିଛନ୍ତି । ଟିନା ଓ ଆଲିଶାଙ୍କ ଏହି ଅସାଧାରଣ ସଫଳତା ମାତ୍ର ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ । ସେମାନଙ୍କୁ ରୂପା…

Read More

୧୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ତିଥି। ଚଳିତ ବର୍ଷ ଏହି ଦିବସକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ସୃଷ୍ଟି ହୋଇଛି। ବିଜୁ ଲିଗାସିର ବରିଷ୍ଠ ନେତାମାନେ ଗୋଟିଏ ଛାତ ତଳେ ଏକାଠି ହେଉଛନ୍ତି। BY-SUBHASMITA-DT-17.4.2026 ଭୁବନେଶ୍ୱରର : DT-17.4.2026 : ଭୁବନେଶ୍ୱରର ରାଜନୀତିକ ପରିବେଶ ପୁଣିଥରେ ଗରମ ହୋଇଉଠିଛି। Biju Patnaikଙ୍କ ପୁଣ୍ୟତିଥିକୁ ନେଇ ଏବେ ରାଜ୍ୟରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ପ୍ରଶ୍ନ ଉଠୁଛିଏହା କେବଳ ଏକ ସ୍ମୃତି ଅନୁଷ୍ଠାନ, ନାକି ଏହାର ପଛରେ ରହିଛି ରାଜନୀତିର ନୂଆ ସଙ୍କେତ? ଓୟୁଏଟି ଅଡିଟୋରିୟମରେ ବଡ଼ ଆୟୋଜନ ୧୭ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱରର OUAT ଅଡିଟୋରିୟମରେ “ଓଡ଼ିଶା ନାଗରିକ ମଞ୍ଚ” ପକ୍ଷରୁ ବିଜୁ ବାବୁଙ୍କ ପୁଣ୍ୟତିଥି ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ବିଜୁ ଲିଗାସି ସହ ଜଡିତ ବରିଷ୍ଠ ନେତାମାନେ ଗୋଟିଏ ଛାତ ତଳେ ଏକାଠି ହେବାକୁ ଯାଉଛନ୍ତି। ନିମନ୍ତ୍ରଣ ପତ୍ରରେ Dilip Ray, Bijoy Mohapatra…

Read More

BY-SUBHASMITA-DT-17.4,2026 ଭୁବନେଶ୍ବର :DT-17.4,2026 : ଓଡ଼ିଶାର ରାଜନୀତିକ ଇତିହାସରେ ଯଦି କେହି ନେତା ନିଜର ସାହସ, ଦୃଢ଼ ସଙ୍କଳ୍ପ ଓ ଜନସେବା ଦ୍ୱାରା ଅମର ହୋଇଥାନ୍ତି, ସେହି ନାମ ହେଉଛି Biju Patnaik। ସେ କେବଳ ଜଣେ ରାଜନେତା ନୁହେଁ, ବରଂ ଓଡ଼ିଆ ଅସ୍ମିତାର ପ୍ରତୀକ, ସାହସର ପରିଚୟ ଓ ଏକ ଅଦମ୍ୟ ନେତୃତ୍ୱର ଚିହ୍ନ ଥିଲେ ।ବିଜୁ ପଟ୍ଟନାୟକଙ୍କ ଜୀବନ ଆରମ୍ଭରୁ ହିଁ ସାହସ ଓ ଦୃଢ଼ତାର ଉଦାହରଣ ଥିଲା। ବିମାନଚାଳକ ଭାବେ ସେ ନିଜ କାର୍ଯ୍ୟଜୀବନରେ ଅନେକ ସଂକଟପୂର୍ଣ୍ଣ ପରିସ୍ଥିତିକୁ ସାମ୍ନା କରିଥିଲେ। ବିଶେଷ କରି ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନ ସମୟରେ ସେ ଯେଭଳି ସାହସ ଦେଖାଇଥିଲେ, ସେଥିପାଇଁ ସେ ବିଶ୍ୱସ୍ତରରେ ସମ୍ମାନିତ ହୋଇଥିଲେ। ଏହା ଓଡ଼ିଆ ମାନଙ୍କ ପାଇଁ ଗର୍ବର ବିଷୟ ହୋଇ ରହିଛି। ରାଜନୀତିରେ ଏକ ଦୃଢ଼ ନେତୃତ୍ୱ ମୁଖ୍ୟମନ୍ତ୍ରୀ ଭାବେ ବିଜୁ ବାବୁ ଓଡ଼ିଶାର ଉନ୍ନତିକୁ ନୂଆ ଦିଗ ଦେଇଥିଲେ। ତାଙ୍କ ଶାସନକାଳରେ ଶିଳ୍ପ,…

Read More

ମେଷ – ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ। ବୃଷ – ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ। ମିଥୁନ- ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ…

Read More

ସେହିପରି ଲୋକସଭାରେ ଓଡ଼ିଶାର ଅଂଶଧନ କମିବ, ଏହା ୩.୯ ପ୍ରତିଶତରୁ ୩.୪ପ୍ରତିଶତକୁ କମିବ ବୋଲି ନବୀନ ଚିଠିରେ ଲେଖିଛନ୍ତି ।ସାଂସଦଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଉପରେ ଚିଠି ଲେଖିଛନ୍ତି । ସଂସଦ ଭିତରେ ଓ ବାହାରେ ଦୃଢ଼ ସ୍ବର ଉଠାଇବାକୁ ଅପିଲ୍‌ କରିଛନ୍ତି । ସୀମା ପୁନଃନିର୍ଦ୍ଧାରଣ ଦ୍ବାରା ରାଜନୈତିକ ପ୍ରଭାବ ହ୍ରାସ ପାଇବ । ସଂସଦରେ ସ୍ବର ଦୁର୍ବଳ ହେଲେ ବିକାଶ ପ୍ରଭାବିତ ହେବ । ସେହିପରି ଲୋକସଭାରେ ଓଡ଼ିଶାର ଅଂଶଧନ କମିବ, ଏହା ୩.୯ ପ୍ରତିଶତରୁ ୩.୪ପ୍ରତିଶତକୁ କମିବ ବୋଲି ନବୀନ ଚିଠିରେ ଲେଖିଛନ୍ତି । ଓଡ଼ିଶା ଭଳି ରାଜ୍ୟଗୁଡ଼ିକୁ ଜାତୀୟ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା କୋଣଠେସା କରିବାର ଆଶଙ୍କା ରହିଛି । ଲୋକସଭାରେ ଓଡ଼ିଶାର ସ୍ୱର କମିଗଲେ ବିପର୍ଯ୍ୟୟ ପରିଚାଳନାଠାରୁ ଆରମ୍ଭ କରି ଜନଜାତି କଲ୍ୟାଣ ଏବଂ ଆଞ୍ଚଳିକ ବିକାଶ ପର୍ଯ୍ୟନ୍ତ ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା…

Read More

BY-SUBHASMITA-DT-16.4.2026 ମଧ୍ୟପ୍ରାଚ୍ୟରେ United States ଓ Iran ମଧ୍ୟରେ ତଣାପୋଡ଼ ଚାଲିଥିବାବେଳେ, ଏବେ ହର୍ମୁଜ୍ ପ୍ରଣାଳୀକୁ କେନ୍ଦ୍ର କରି ଏକ ନୂତନ ଉନ୍ନତି ଦେଖାଯାଇଛି। ଇରାନ ପକ୍ଷରୁ ଜାହାଜ ଚଳାଚଳକୁ ସୁରକ୍ଷିତ କରିବା ପାଇଁ ଏକ ସମ୍ଭାବ୍ୟ ପ୍ରସ୍ତାବ ଆସିଥିବା ଖବର ମିଳିଛି। Strait of Hormuz ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ, ଯାହା ଦ୍ୱାରା ପ୍ରାୟ ୨୦% ବିଶ୍ୱ ଇନ୍ଧନ ପରିବହନ ହୁଏ। ଏହି ଅଞ୍ଚଳରେ ଦୀର୍ଘଦିନ ଧରି ତଣାପୋଡ଼ ଥିବାରୁ ଜାହାଜ ଚଳାଚଳ ବିପଦପୂର୍ଣ୍ଣ ହୋଇପଡ଼ିଛି ଏବଂ ହଜାର ହଜାର ନାବିକ ଓ ଜାହାଜ ଅଟକି ରହିଛନ୍ତି। ତେହେରାନ ସହିତ ସଂପୃକ୍ତ ସୂତ୍ର ଅନୁଯାୟୀ, ଯଦି ଆମେରିକା ସହିତ ଏକ ନୂତନ ସମ୍ମତି ସାଧିତ ହୁଏ, ତେବେ ଇରାନ Oman ପାର୍ଶ୍ୱ ଦେଇ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବରେ ଯାଆସିବାକୁ ଅନୁମତି ଦେଇପାରେ। ଏହା ଦ୍ୱାରା ହର୍ମୁଜ୍ ପ୍ରଣାଳୀରେ ଆକ୍ରମଣର ଆଶଙ୍କା କମିପାରେ ଏବଂ ବିଶ୍ୱ…

Read More

କୋଲକତା : ରାଜ୍ୟ ପଶ୍ଚିମ ବଙ୍ଗରେ ବିଧାନସଭା ନିର୍ବାଚନ ଏଇ ମାସ ଦୁଇ ପର୍ଯ୍ୟାୟ ରେ ହେବାକୁ ଯାଉଛି 294 ଟି ବିଧାନ ସଭା ପାଇଁ ଅନ୍ୟ ପଟେ ବୃଦ୍ଧ ବୟସ୍କ ପୁରୁଷ ଓ ମହିଳା ମାନେ ବୁଥ ରେ ଯାଇ ଭୋଟ ଦେଇ ପାରିବେ ନାହିଁ ବୋଲି ନିର୍ବାଚନ କମିଶନ କୁ ଆବେଦନ କରି ଥିଲେ ଓ ବୃଦ୍ଧ ମହିଳା ଓ ପୁରୁଷ ମାନେ ନିଜ ଘରେ ଭୋଟ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲା ବେଳେ ଆଜି ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଶିଳ୍ପାଞ୍ଚଳ ସହର ଆସନ ସୋଲ ରେ ନିର୍ବାଚନ କମିଶନ ପକ୍ଷରୁ ବୃଦ୍ଧ ମହିଳା ଓ ପୁରୁଷ ଘରେ ପହଞ୍ଚି ଭୋଟ ଗ୍ରହଣ କରାଇ ଥିଲେ ନିର୍ବାଚନ କମିଶନ ପକ୍ଷରୁ ବୃଦ୍ଧ ମହିଳା ଓ ପୁରୁଷ ମାନେ ଘରେ ବସି ଭୋଟ ଦେଇଛନ୍ତି ବୋଲି ଖୁସି ଅଛନ୍ତି ବୋଲି କହିଛନ୍ତି | ଚର୍ଚ୍ଚା news

Read More