ବଲାଙ୍ଗିର : ଆଜି ବଲାଙ୍ଗିର ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବରେ ବଲ୍ଲଭ ଧରୁଆ ଓ ଉପାଧ୍ୟକ୍ଷା ଭାବରେ ସୁଶ୍ରୀ ଜୟନ୍ତୀ ଭୋଇ ଦାୟିତ୍ୱ ଗ୍ରହଣ କରିଥିବା ଖବର ମିଳିଛି । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଠାରୁ ଅଧ୍ୟକ୍ଷ ଭାବରେ ଶ୍ରୀ ଧରୁଆ ଓ ଉପାଧ୍ୟକ୍ଷା ଭାବରେ ସୁଶ୍ରୀ ଭୋଇ ନିଜ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟରେ ବଲାଙ୍ଗିର ଜିଲ୍ଲାର ବିଜେପି ଜିଲ୍ଲା ଶ୍ରୀବତ୍ସ ବେହେରା, ଗୋପାଳଜୀ ପାଣିଗ୍ରାହୀ, ଅମରଜିତ ପଟେଲ, ଡ଼. ଓମ୍ପ୍ରକାଶ ଯୋଶୀ, ମାଧବ ସାଏ, ରାଜ କିଶୋର ନାଏକ, ବାଳକୃଷ୍ଣ ଧରୁଆଙ୍କ ସହ ପ୍ରମୁଖ ବିଜେପି କର୍ମକତ୍ତା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା | ଚର୍ଚ୍ଚା news
Author: Charcha News
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ::ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶର ଏକ ପ୍ରତିନିଧି ଦଳ ରାୟଗଡା ଜିଲ୍ଲା ର ସିଜିମାଳୀ ଅଞ୍ଚଳରେ ସମ୍ପ୍ରତି ଘଟିଥିବା ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅପ୍ରିତିକାର ପରିସ୍ଥିତିର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଗସ୍ତ କରିଥିଲେ। ଏହି ପ୍ରତିନିଧି ଦଳରେ ମାନ୍ୟବର ନବରଙ୍ଗପୁର ସାଂସଦ ବଲଭଦ୍ର ମାଝି, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଦେବେଗଡ଼ ବିଧାୟକ ସୁଧୀର ରଞ୍ଜନ ପାଠଯୋଶୀ ସହିତ ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ ତଥା କୋରାପୁଟ ଲୋକସଭା ପ୍ରାର୍ଥୀ କାଳିରାମ ମାଝୀ ଉପସ୍ଥିତ ଥିଲେ। ଏହା ସହ ରାଜ୍ୟ ସଂଯୋଜିକା ପୁର୍ଣିମା ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁମନ୍ତ ପ୍ରଧାନ, ଶିବ ପଟ୍ଟନାୟକ, ତ୍ରିନାଥ ଗୋମାଙ୍ଗ, ଅଶ୍ୱିନୀ କଞ୍ଚାଡା, ୟାଲ୍ଲା କଣ୍ଡାବାବୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ମଞ୍ଜୁଳା ମିନିଆକା, ଜିଲ୍ଲା ସଭାପତି ଗୋପୀ ଆନନ୍ଦ ଓ ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା ମଧ୍ୟ…
BY-SUBHASMITA-DT-16.4.2026 ମେଷ- ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ମିଥୁନ-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି । କର୍କଟ-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ…
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ: ରାୟଗଡ ଜିଲ୍ଲା ପରିଷଦ ସମ୍ମିଳନ କକ୍ଷ ପରିସରରେ ଆଜି ୮୨ତମ ବୈଠକ ଆଜି ଅଧ୍ୟକ୍ଷl ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବିଧାୟକ, ରାୟଗଡ, କାଡ୍ରାକl ଆପ୍ପଲ ସ୍ୱାମୀ, ଵିଷମ କଟକ ବିଧାୟକ, ନୀଳମାଧଵ ହିକକା, ମାନ୍ୟବର ସଂସଦଙ୍କ ପ୍ରତିନିଧି,ଗୁଣୁପୁର ବିଧାୟକଙ୍କ ପ୍ରତିନିଧି , ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି,ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ସୁନା, ପିଏ ଆଇଟିଡ଼ିଏ ରାୟଗଡ଼ ଚନ୍ଦ୍ର କାନ୍ତ ମାଝୀ,ପିଏ ଆଇଟି ଡିଏ ଗୁଣୁପୁର ଅଜୟ କୁମାର ପ୍ରଧାନ,ପରିଷଦର ସମସ୍ତ ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପରିଷଦ ଅଧ୍ୟକ୍ଷା ତାଙ୍କ ଅଭିଭାଷଣରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବାକୁ ଉପସ୍ଥିତ…
BY-SUBHASMITA-DT-15.4.2026 ମୁମ୍ବାଇ, ବୁଧବାର: Mumbaiର Wankhede Stadium ବୁଧବାର ଏକ ବିଶେଷ ମୁହୂର୍ତ୍ତର ସାକ୍ଷୀ ହେଲା। କ୍ରିକେଟ୍ ଓ ଫୁଟବଲ୍ ଦୁଇ ଭିନ୍ନ ଖେଳର ତାରକାମାନେ ଏକ ସ୍ଥାନରେ ମିଶି ଦର୍ଶକଙ୍କୁ ଆକର୍ଷିତ କରିଥିଲେ। Mumbai Indians ଦଳର ଅଭ୍ୟାସ ଚାଲିଥିବା ସମୟରେ ଭାରତୀୟ ଫୁଟବଲ୍ର ପ୍ରସିଦ୍ଧ ଖେଳାଳି Sunil Chhetri ଶିବିରକୁ ପହଞ୍ଚି ଖେଳାଳିମାନଙ୍କ ସହ ସମୟ କାଟିଥିଲେ। ତାଙ୍କ ଆଗମନ ଦଳରେ ଉତ୍ସାହ ବଢ଼ାଇଦେଇଥିଲା। ଏହି ଅବସରରେ ଦଳର ଅଧିନାୟକ Hardik Pandya ସୁନୀଲ ଛେତ୍ରୀଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ଉପହାର ଦେଇ ସମ୍ମାନ ଜଣାଇଥିଲେ। ଏହି ଘଟଣାକୁ Mumbai Indians ପକ୍ଷରୁ ସୋସିଆଲ୍ ମିଡିଆରେ ସେୟାର କରାଯାଇଥିବା ବେଳେ ‘ଓ୍ବାଙ୍ଖଡ଼େରେ ଫୁଟବଲ୍ର ରାଜା’ ବୋଲି ଶୀର୍ଷକ ଦିଆଯାଇଛି। ଏହି ଦୃଶ୍ୟ ଏବେ ଖେଳପ୍ରେମୀଙ୍କ ମନକୁ ଛୁଇଁଉଛି । ଚର୍ଚ୍ଚା NEWS
BY-SUBHASMITA-15.4.2026 ଭୁବନେଶ୍ୱର, ଏପ୍ରିଲ ୧୫: Central Board of Secondary Education (ସିବିଏସ୍ଇ) ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷର ୧୦ମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ଏହି ପରୀକ୍ଷାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ବର୍ଷ ଦେଶର ୮୦୭୫ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୫ଲକ୍ଷ ୮ହଜାର ୩୧୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୪ଲକ୍ଷ ୮ହଜାର ୫୪୬ଜଣ ଛାତ୍ର ଓ ୧୦ଲକ୍ଷ ୯୯ହଜାର ୭୭୩ଜଣ ଛାତ୍ରୀ ଥିଲେ। ପରୀକ୍ଷା ଫଳ ଦେଖିବା ପାଇଁ ଛାତ୍ରଛାତ୍ରୀମାନେ cbse.gov.in ଓ results.cbse.nic.in ଭଳି ଆଧିକାରିକ ୱେବସାଇଟ୍ରେ ଯାଇପାରିବେ। ଏହା ସହିତ DigiLocker ଓ UMANG ଆପ୍ ମାଧ୍ୟମରେ ମଧ୍ୟ ଫଳ ଯାଞ୍ଚ କରିପାରିବେ। ସୂଚନା ଅନୁଯାୟୀ, ଚଳିତ ବର୍ଷ ପରୀକ୍ଷା ୧୭ ଫେବ୍ରୁଆରିରୁ ୨୭ ଫେବ୍ରୁଆରି ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। କିନ୍ତୁ ପଶ୍ଚିମ ଏସିଆର ଯୁଦ୍ଧ ପରିସ୍ଥିତି ଦୃଷ୍ଟିରେ Qatar, United Arab Emirates…
ଗଂଜାମ ଜିଲ୍ଲା ଅ।ସିକା କୋଟିନଡା ଥାନା ଭେଟନଇ ଗାଁ ଦାଣ୍ଡରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡରେ ଗ୍ରାମର ଶିବ ନାହାକ ନାମକ ବ୍ୟକ୍ତିର ମୃତ୍ୟୁ ବରଣ ହୋଇଥିବାର ଖବର ମିଳିଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ । କୋଟିନଡା ପୋଲିସ ପ୍ରଶାସନ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଅ।ରମ୍ଵ କରିଥିବା ବେଳେ ଶରୀରର ବିଭିନ୍ନ ସ୍ତାନରେ ଛୁରା ମାଡ କରି ହତ୍ୟା କରାଯାଇଥିବା ଜଣାପଡିଛି | ଚର୍ଚ୍ଚା NEWS
BY-SUBHASMITA-15.4.2026 ଭୁବନେଶ୍ବର ::କେନ୍ଦ୍ର ସରକାର ଦେଶର ନିର୍ବାଚନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ପ୍ରସ୍ତାବ ରଖିଛନ୍ତି। ଏହି ପ୍ରସ୍ତାବ ଅନୁସାରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ଆସନ ସଂଖ୍ୟା ୫୦% ପର୍ଯ୍ୟନ୍ତ ବଢ଼ାଯିବ। ଏଥିପାଇଁ ଡିଲିମିଟେସନ୍ ବିଲ୍, ୨୦୨୬ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଣାଯିବାକୁ ଯାଉଛି। ଏହି ଯୋଜନା ଲାଗୁ ହେଲେ ଦେଶର ଲୋକସଭା ଆସନ ୫୪୩ରୁ ବଢ଼ି ପ୍ରାୟ ୮୫୦ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ସିଧା ପ୍ରଭାବ ରାଜ୍ୟଗୁଡ଼ିକ ଉପରେ ପଡ଼ିବ। ଓଡ଼ିଶାରେ ଏବେ ଥିବା ୨୧ ଲୋକସଭା ଆସନ ବଢ଼ି ୩୧ କିମ୍ବା ୩୨ ପର୍ଯ୍ୟନ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି। ସେହିପରି ବିଧାନସଭା ଆସନ ସଂଖ୍ୟା ମଧ୍ୟ ବହୁତ ବୃଦ୍ଧି ପାଇ ୭୩–୭୪ ଆସନ ଅଧିକ ହୋଇ ମୋଟ ୨୨୦–୨୨୧ ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ପରିବର୍ତ୍ତନ ସହିତ ଡିଲିମିଟେସନ୍ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ। ଏହାର ଫଳରେ ପୁରୁଣା ନିର୍ବାଚନ…
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ:ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ. ବାଵାସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୬ ତମ ଜୟନ୍ତୀ ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି l ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ସହରର ବସଷ୍ଟାଣ୍ଡ ନିକଟସ୍ଥ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖ ଟ୍ରାଫିକ ଛକ ଓ ରାମା ଟକିଜ ନିକଟସ୍ଥ ଆମ୍ବେଦକର ନଗରରେ ଅବସ୍ଥାପିତ ପ୍ରତିମୂର୍ତ୍ତିରେ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ମାନ୍ୟବର, ମାନ୍ୟବର ସାଂସଦ କୋରାପୁଟ ଲୋକସଭା, ଶ୍ରୀଯୁକ୍ତ କାଡ୍ରାକା ଅପ୍ପlଲ ସ୍ୱାମୀ, ମାନ୍ୟବର ବିଧାୟକ, ରାୟଗଡ଼, ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି, ଜିଲ୍ଲାପାଳ, ରାୟଗଡ଼, ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର,ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ପ୍ରକଳ୍ପ ପ୍ରଶାସକ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ଶିକ୍ଷବିତ୍ତ ଡ୍.…







