Author: Charcha News

ଏହା ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଆଜି ଦିନ ୧୧ଟାରେ ବୈଠକ ବସିବ । ସୁରୁଖୁରୁରେ ସଂସଦ କାର୍ଯ୍ୟ ଚଳାଇବା ଲାଗି ବୈଠକରେ ସମସ୍ତ ଦଳର ସାଂସଦଙ୍କୁ ଅନୁରୋଧ କରିପାରନ୍ତି ସରକାର । ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେସନ । ଏହା ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଆଜି ଦିନ ୧୧ଟାରେ ବୈଠକ ବସିବ । ସୁରୁଖୁରୁରେ ସଂସଦ କାର୍ଯ୍ୟ ଚଳାଇବା ଲାଗି ବୈଠକରେ ସମସ୍ତ ଦଳର ସାଂସଦଙ୍କୁ ଅନୁରୋଧ କରିପାରନ୍ତି ସରକାର । କାଲିଠୁ ଆସନ୍ତା ଅଗଷ୍ଟ ୧୩ ତାରଖ ଯାଏ ଚାଲିବ । ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ । ପ୍ରାୟ ଗୋଟିଏ ମାସ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିଛି । ଟିଏମସିରେ ବିଦ୍ରୋହ, ଡିଏମକେ-କଂଗ୍ରେସ ମଧ୍ୟରେ ଫାଟ ଯୋଗୁଁ ଶାସକ ଏନଡିଏର ସମର୍ଥନ ବୃଦ୍ଧି ପାଇବାର ଆଶା ରହିଛି…

Read More

ଉଦଳା, ରାଜୀବ କୁମାର ବେହେରା :ଉଦଳା ସହରର ବିସ୍ଥାପିତ ଚିକେନ୍-ମଟନ୍ ମାର୍କେଟରେ ଦୀର୍ଘଦିନ ଧରି ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ମାଂସ ବ୍ୟବସାୟୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନର ଅବହେଳା ବିରୋଧରେ ସୋମବାର ସମସ୍ତ ଚିକେନ୍ ଓ ମଟନ୍ ବ୍ୟବସାୟୀ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ କରି ଆରଏମସି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଛନ୍ତି।ଅଭିଯୋଗ ଅନୁଯାୟୀ, ବ୍ୟବସାୟୀମାନଙ୍କୁ ପୁରୁଣା ବଜାରରୁ ବିସ୍ଥାପିତ କରାଯାଇଥିଲେ ମଧ୍ୟ ଉଦଳା NAC ୧୨ ନମ୍ବର ୱାର୍ଡ ରେ ନୂତନ ମାର୍କେଟରେ ପିଇବା ପାଣି, ଡ୍ରେନେଜ୍ ବ୍ୟବସ୍ଥା, ପକ୍କା ରାସ୍ତା ଓ ସ୍ୱଚ୍ଛ ପରିବେଶ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଇନାହିଁ। ସାମାନ୍ୟ ବର୍ଷା ହେଲେ ମାର୍କେଟ ପରିସରରେ ଦୁଇରୁ ତିନି ଫୁଟ ପର୍ଯ୍ୟନ୍ତ ପାଣି ଜମି ରହୁଥିବାରୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ବ୍ୟବସାୟ କରିବାକୁ ପଡ଼ୁଛି।ବ୍ୟବସାୟୀମାନେ କହିଛନ୍ତି ଯେ, ବାରମ୍ବାର ଦାବିପତ୍ର ଓ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କୌଣସି ସ୍ଥାୟୀ ପଦକ୍ଷେପ…

Read More

ଉଦଳା, ମୟୂରଭଞ୍ଜ (ରାଜୀବ କୁମାର ବେହେରା):ପୁଣି ଉଦଳା ଅଞ୍ଚଳରେ ଆଇନ ଶୃଙ୍ଖଳା କୁ ନେଇ ? ବାରମ୍ବାର ଚୋରୀ ହେଲେ ପୋଲିସର ହାତ ଖାଲି lମୟୂରଭଞ୍ଜ ଜିଲ୍ଲା ଉଦଳା NACର ୧୧ ନମ୍ବର ୱାର୍ଡରେ ଏକ ବଡ଼ ଚୋରି ଘଟଣା ସାମ୍ନାକୁ ଆସିଛି। ରଥଯାତ୍ରା ଦେଖିବା ପାଇଁ ପରିବାର ସଦସ୍ୟମାନେ ଘର ବାହାରେ ଥିବା ସମୟରେ ଦୁର୍ବୃତ୍ତମାନେ ଘରେ ପଶି ଲକ୍ଷାଧିକ ଟଙ୍କାର ନଗଦ ଓ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ଭାଗୀରଥୀ ସାହାଙ୍କ ପରିବାର ରଥଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘର ଖାଲି ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମୁଖ୍ୟ ଗେଟର ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ପରେ ଗଡ଼ରେଜ ଆଲମାରି ଭାଙ୍ଗି ଘରେ ଥିବା ମୂଲ୍ୟବାନ ସାମଗ୍ରୀ ଲୁଟି ଫେରାର ହୋଇଯାଇଥିବା ଅଭିଯୋଗ ରହିଛି।ପୀଡ଼ିତ ପରିବାରଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୪ ଲକ୍ଷ ୨୩ ହଜାର ଟଙ୍କା ନଗଦ ଏବଂ ୨୩ରୁ…

Read More

Tipy na úspešné hranie v kasíne, ktoré musíte poznať Rozumieť pravidlám hier Predtým, ako začnete hrať v kasíne, je nevyhnutné, aby ste sa oboznámili so základnými pravidlami hier, ktoré plánujete hrať. Každá hra má svoje špecifické pravidlá, ktoré ovplyvňujú váš výkon a šance na výhru. Napríklad, ak sa rozhodnete hrať blackjack, mali by ste poznať hodnoty kariet a základné stratégie, ktoré vám môžu pomôcť optimalizovať vaše rozhodovanie. Týmto spôsobom sa vyhnete zbytočným chybám, ktoré by mohli ohroziť vaše šance na úspech. Okrem základných pravidiel je dôležité získať aj znalosti o stratégiách, ktoré môžu zlepšiť vaše hranie. Napríklad, v pokri existujú…

Read More

No mundo atual, o conteúdo gerado por inteligência artificial (IA) está se tornando cada vez mais prevalente. Com isso, a verificação desse conteúdo tornou-se uma parte crucial para garantir a qualidade e a relevância das informações apresentadas. A personalização desse processo permite que as marcas se destaquem e se conectem mais efetivamente com seu público. Um recurso útil para essa tarefa é o Detectoria.io – verificar se texto foi escrito por ia , que ajuda a identificar a origem do conteúdo. Neste artigo, vamos explorar os aspectos fundamentais da verificação de conteúdo criado por IA e como a personalização pode…

Read More

ରାଇରଙ୍ଗପୁର: (ଉତ୍ତମ ରାମ) ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ପିସିଏମ୍ କଲ୍ଯାଣ ମଣ୍ଡପ ଠାରେ ଭାରତୀୟ ମଜଦୁର ସଂଘର ମୟୂରଭଞ୍ଜ ଜିଲ୍ଲା ସମ୍ମିଳନୀ ଓ କାର୍ଯ୍ଯକର୍ତ୍ତା ଚୟନ ସମାବେଶ ଅନୁଷ୍ଠିତ ହୋଇଯାଇଛି l ସଭାପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧିତ କରାଯିବା ପରେ ଶ୍ରମିକ ଗୀତ ଗାନ କରାଯାଇଥିଲା l ଏହାପରେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା l ଏହି କାର୍ଯ୍ଯକ୍ରମରେ ସଭାପତିତ୍ବ ସରସ୍ବତୀ ଟୁଡୁ କରିଥିଲା ବେଳେ ମୁଖ୍ଯବକ୍ତା ଭାବେ ମୟୂରଭଞ୍ଜ – କେଉଁଝର ପ୍ରଭାରୀ ଡାକ୍ତର ମହାନ୍ତ, ବିଶିଷ୍ଟ ସମ୍ମାନୀୟ ଅତିଥି ଭାବେ ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ନିଗମାନନ୍ଦ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ମନୋରମା ବେହେରା ଓ ଅଡିଟର ରତିରଂଜନ ବେହେରା ପ୍ରମୁଖ ଯୋଗଦାନ କରିଥିଲେ l ସ୍ତମ୍ଭକାର ଲଳିତ କୁମାର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ l ବିି ଏମ୍ ଏସ୍ ର ଜିଲ୍ଲା ସମ୍ପାଦକ ବୋଧି…

Read More

ରାୟଗଡ଼/ରବିନ୍ଦ୍ର ନାଥ ମହାପାତ୍ର:- ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମକୁ ସଫଳ ଓ ସର୍ବସମାବେଶୀ କରିବା ଉଦ୍ଦେଶ୍ୟରେ ୧୪୦–ରାୟଗଡ଼ ବିଧାନସଭା ମଣ୍ଡଳୀରେ ଏକ ଭୋଟର ଜନସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ସହମତିକ୍ରମେ ଏବଂ ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଶ୍ରୀ ରମେଶ କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଉପ-ଜିଲ୍ଲାପାଳ ତଥା ERO ଶ୍ରୀ ଜେନା ସମସ୍ତ ନାଗରିକଙ୍କୁ ବୁଥ୍ ଲେବୁଲ୍ ଅଫିସର (BLO) ମାନଙ୍କ ଘର ପରିଦର୍ଶନ ସମୟରେ ସହଯୋଗ କରିବା ସହ ନିଜର ଏବଂ ଯୋଗ୍ୟ ପରିବାର ସଦସ୍ୟମାନଙ୍କର ନାମ ଭୋଟର ତାଲିକାରେ ସଠିକ୍ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ନିଶ୍ଚିତ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ ନାଗରିକମାନେ ୱେବ୍ସାଇଟ ( https://voters.eci.gov.in )ଏବଂ Voter Helpline App ମାଧ୍ୟମରେ ମଧ୍ୟ ଅନଲାଇନ୍ ଆବେଦନ କରିପାରିବେ। SIR-୨୦୨୬…

Read More

ଉଦଳା: (ରାଜୀବ କୁମାର ବେହେରା) – ଆଜିର ଏହି ଆଧୁନିକ ଯୁଗରେ ଆଜିବି ଏମିତି ଗାଁ ରହିଛି ଟୋପେ ପାଣି ପାଇଁ ବାଜିରେ ଲାଗିଛି ଜୀବନ, ଜଳହିଁ ଜୀବନ, କିନ୍ତୁ ଏଠି ପାଣି ନାହିଁ ପାଣି ପାଇଁ ହା ହା କାର ପଥର ଖୋଲ ରୁ ବହି ଆସୁଥିବା ଝର ଚୁଆ ପାଣି ଶୋଷ ମେଣ୍ଟାଉଛି, ଦୁଃଖ ଆଉ ପରୀତାପର ବିଷୟ ସ୍ଥାନୀୟ ପ୍ରଶାସନ ନିଘୋଡ଼ ନିଦରେ, ଦିନ ପରେ ଦିନ ବିତି ଚାଲିଛି, ସରକାର ପରିବର୍ତ୍ତନ ହୋଇଛି, ହେଲେ ଗ୍ରାମର ପାଣି ଯନ୍ତ୍ରଣା ଆହୁରି ଜଟିଳ ହୋଇଯାଇଛି l କେବେ ଏଥି ପ୍ରତି ଅଧିକାରୀଙ୍କ ନଜର ପଡିବ, କେବେ ସରକାର ଦୁଃଖ ବୁଝିବେ, ଏହା ଏବେ ସାଧାରଣରେ ? ଯେଉଁ ଦେଶ ଚନ୍ଦ୍ରରେ ପହଞ୍ଚିଛି, ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖାଉଛି, ସେହି ଦେଶର ଏକ ଗାଁରେ ଆଜି ବି ମଣିଷ ଟୋପେ ପାଣି ପାଇଁ ପାହାଡ଼ ଝରଣା ଉପରେ ନିର୍ଭର…

Read More

ଉଦଳା, (ରାଜୀବ କୁମାର ବେହେରା): ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କେସପଡା ଗାଁରେ ଘଟିଥିବା ଏକ ଘଟଣା ବର୍ତ୍ତମାନ ସମାଜରେ ପରମ୍ପରା ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ ନୂଆ ବିତର୍କ ସୃଷ୍ଟି କରିଛି। ଜଣେ ପୁଅ ନିଜ ପିତାଙ୍କ ଶେଷକ୍ରିୟା ସମୟରେ ମଦ୍ୟପାନକୁ ପ୍ରୋତ୍ସାହନ ନ ଦେବା ପାଇଁ ହାଣ୍ଡିଆ ପରିବେଷଣ ନ କରିବାରୁ ତାଙ୍କ ପରିବାର ସାମାଜିକ ବହିଷ୍କାରର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ, କେସପଡା ଗାଁର ସଙ୍ଗ୍ରାମ ସୋରେନ ତାଙ୍କ ପିତା ରାମ ସୋରେନଙ୍କ ମୃତ୍ୟୁ ପରେ ସମସ୍ତ ପାରମ୍ପରିକ ରୀତିନୀତି ପାଳନ କରି ଶେଷକ୍ରିୟା ସମ୍ପନ୍ନ କରିଥିଲେ। ତେବେ ଭୋଜିରେ ହାଣ୍ଡିଆ ପରିବେଷଣ ନ କରିବାକୁ ନେଇ କିଛି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି।ପରିବାରର ଅଭିଯୋଗ ଅନୁଯାୟୀ, ଏହାପରେ ସେମାନଙ୍କୁ ଗାଁର କୂଅ, ପୋଖରୀ ଓ ଟ୍ୟୁବୱେଲରୁ ପାଣି ନେବାକୁ ବାରଣ କରାଯାଇଛି। ଏପରିକି ଦୋକାନରୁ ଦୈନନ୍ଦିନ ସାମଗ୍ରୀ କିଣିବା ଏବଂ ଅନ୍ୟ…

Read More