Author: Charcha News

by_ରାଜୀବ କୁମାର ବେହେରା ଉଦଳା :ମୟୁରଭଞ୍ଜ ଜିଲ୍ଲା ଉଦଳା ରେ ଅଭାବନୀୟ ଘଟଣା l ଏନଏସି ୪ ନମ୍ବର ୱାର୍ଡସ୍ଥିତ ଗୁରୁକୁଳ ବିଦ୍ୟାମନ୍ଦିରରେ ଘଟିଛି ଏକ ନିନ୍ଦନୀୟ ଘଟଣା। ସୂଚନା ଅନୁସାରେ, ହଷ୍ଟେଲର ୪ ଜଣ ଅନ୍ତେବାସୀ ଛାତ୍ର ହଷ୍ଟେଲ ଠାରୁ ୨୦୦ ମିଟର ଭିତରେ ଥିବା ରଥଯାତ୍ରା ଦେଖିବାକୁ ବାହାରକୁ ବାହାରି ଯାଇ ରଥ ଦେଖି ଫେରିବା ପରେ ଦାୟିତ୍ୱରେ ଥିବା ଜଣେ ଶିକ୍ଷୟିତ୍ରୀ ସେମାନଙ୍କୁ ପ୍ଲାଷ୍ଟିକ ପାଇପରେ ଅମାନୁଷିକ ଭାବରେ ପିଟିବା ସହିତ ମାନସିକ ଯନ୍ତ୍ରଣା ଦେଇଥିବା ଥିବା ଅଭିଯୋଗ ହୋଇଛି। ମାଡ଼ରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ଗୁରୁତର ଆହତ ହୋଇ ଉଦଳା ମେଡିକାଲରେ ଚିକିତ୍ସିତ ହୋଇ ଥିଲେ। ଆହତ ଛାତ୍ରମାନେ ଉଦଳା ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ପୁଲିସ ଓ ଶିକ୍ଷା ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଇଓ ସୁବ୍ରତ କିସ୍କୁ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରେ ମାଡ଼ ମରାଯାଇଥିବା ସ୍ପଷ୍ଟ ହୋଇଛି।…

Read More

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି । ଗତ କିଛି ଦିନ ଧରି ଅନେକ ଜିଲ୍ଲାରେ ଲଗାଣ ବର୍ଷା ହେଉଥିବା ବେଳେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି । ଗତ କିଛି ଦିନ ଧରି ଅନେକ ଜିଲ୍ଲାରେ ଲଗାଣ ବର୍ଷା ହେଉଥିବା ବେଳେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି । ଗତ କିଛି ଦିନ ଧରି ଅନେକ ଜିଲ୍ଲାରେ ଲଗାଣ ବର୍ଷା ହେଉଥିବା ବେଳେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବଜ୍ରପାତ ସହ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା…

Read More

ଜଣେ ପୋଟଳ ଚାଷୀଙ୍କ ସାନ ପୁଅ ଚଳିତ ବର୍ଷର NEET ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ସର୍ବଭାରତୀୟ ସ୍ତରରେ ୧୬୮ ରିୟ୍ୟାଙ୍କ ହାସଲ କରି ସେ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବ୍ରାହ୍ମଣବିଲ୍ ଗ୍ରାମର ଜଣେ ପୋଟଳ ଚାଷୀଙ୍କ ସାନ ପୁଅ ଚଳିତ ବର୍ଷର NEET ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ସର୍ବଭାରତୀୟ ସ୍ତରରେ ୧୬୮ ରିୟ୍ୟାଙ୍କ ହାସଲ କରି ସେ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଅଭାବ ଅନଟନକୁ ପଛରେ ପକାଇ ପୁଅମାନଙ୍କ ସ୍ୱପ୍ନକୁ ସାକାର କରିଥିବା ବାପାଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ବ୍ରାହ୍ମଣବିଲ୍ ଗ୍ରାମର ବିନୋଦ ପ୍ରଧାନ ଜଣେ ସାଧାରଣ ପୋଟଳ ଚାଷୀ। ସୀମିତ ଆୟ ଓ ବିଭିନ୍ନ ଅଭାବ ଅସୁବିଧା ମଧ୍ୟରେ ମଧ୍ୟ ସେ ପୁଅମାନଙ୍କ ଶିକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇଥିଲେ।ତାଙ୍କର ସାନ ପୁଅ ବିଜୟ ପ୍ରଧାନ ଚଳିତ ବର୍ଷର NEET ପରୀକ୍ଷାରେ…

Read More

ପୁଣି ଜନନୀ ଯନ୍ତ୍ରଣା, ରାସ୍ତାର ଶୋଚନୀୟ ସ୍ଥିତି ଯୋଗୁଁ ଗାଁକୁ ପଶିପାରିଲାନି ଆମ୍ବୁଲାନ୍ସ । ୨ କିଲୋମିଟର ଷ୍ଟ୍ରେଚରରେ ବୋହିଲେ ଗ୍ରାମବାସୀ, ଭଡ଼ା ଅଟୋରେ ମେଡିକାଲ ଗଲେ ମହିଳା । ପୁଣି ଜନନୀ ଯନ୍ତ୍ରଣା, ରାସ୍ତାର ଶୋଚନୀୟ ସ୍ଥିତି ଯୋଗୁଁ ଗାଁକୁ ପଶିପାରିଲାନି ଆମ୍ବୁଲାନ୍ସ । ୨ କିଲୋମିଟର ଷ୍ଟ୍ରେଚରରେ ବୋହିଲେ ଗ୍ରାମବାସୀ, ଭଡ଼ା ଅଟୋରେ ମେଡିକାଲ ଗଲେ ମହିଳା । କଳାହାଣ୍ଡି ଥୁଆମୂଳ ରାମପୁର ଘୁଟିଗୁଡ଼ାରୁ ଆସିଲା ବିକାଶର ଦୟନୀୟ ଚିତ୍ର । ସରକାରୀ କାଗଜପତ୍ରରେ ବିକାଶର ନାରା ଦିଆଯାଉଥିବାବେଳେ ଉପାନ୍ତ ଅଞ୍ଚଳରେ ବାସ୍ତବତା ଆଜି ବି ଅତି ଭୟଙ୍କର । ପୁଣି ସାମ୍ନାକୁ ଆସିଛି ସ୍ୱାସ୍ଥ୍ୟସେବା ଓ ଯୋଗାଯୋଗ ବ୍ୟବସ୍ଥାର ଏକ ହୃଦୟବିଦାରକ ଚିତ୍ର । ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ମିଳିଲାନି । ଶେଷରେ ଷ୍ଟ୍ରେଚରରେ ପ୍ରାୟ ଦୁଇ କିଲୋମିଟର କାଦୁଅ ଭରା ରାସ୍ତାରେ ବୋହି ମୁଖ୍ୟ ରାସ୍ତାକୁ ଆଣିଲେ ପରିବାର ଲୋକ ଓ ଗ୍ରାମବାସୀ…

Read More

ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସମସ୍ତ ଆର୍ଥିକ କାରବାରର ସ୍ୱାଧୀନ ଓ ବ୍ୟାପକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ତଦନ୍ତ କେବଳ ଦସ୍ତାବିଜରେ ସୀମିତ ନରହି, ଟ୍ରଷ୍ଟକୁ ମିଳିଥିବା ସମସ୍ତ ପ୍ରକାରର ଦାନ ଓ ଚଢ଼ାଉର ମଧ୍ୟ ଗଭୀର ଯାଞ୍ଚ କରାଯିବା ଉଚିତ। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ରାମ ମନ୍ଦିର ଚଢ଼ାଉ ଏବଂ କଥିତ ଆର୍ଥିକ ଅନିୟମିତତା ପ୍ରସଙ୍ଗ ପୁଣିଥରେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି । ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାର ବିରୋଧୀ ଦଳନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିତ ଭାବେ ଏକ ପତ୍ର ଲେଖିଛନ୍ତି। ଏଥିରେ ରାମ ମନ୍ଦିର ଚାନ୍ଦା ସଂଗ୍ରହରେ କଥିତ ଅନିୟମିତତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଉଭୟ ନେତା…

Read More

ସମୁଦ୍ରରେ ଗାଧୋଉଥିବା ବେଳେ ଉଚ୍ଚ ଜୁଆର ଏବଂ ରିପ୍ କରେଣ୍ଟରେ ପଡ଼ି ବୁଡ଼ିଗଲେ ଦୁଇ ପର୍ଯ୍ୟଟକ । ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ଘଟିଛି ଅଘଟଣ । ପୁରୀ ସମୁଦ୍ରରେ ପୁଣି ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ଉଚ୍ଚ ଜୁଆର ଏବଂ ରିପ୍ କରେଣ୍ଟରେ ପଡ଼ି ବୁଡ଼ିଗଲେ ଦୁଇ ପର୍ଯ୍ୟଟକ । ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ଘଟିଛି ଅଘଟଣ । ତେବେ ସୌଭାଗ୍ୟବଶତଃ ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର ଦୁଇ ପର୍ଯ୍ୟଟକ ଝାଡଖଣ୍ଡର। ସମୁଦ୍ରରେ ଗାଧୋଉଥିବା ବେଳେ ଏ ଅଘଟଣ ଘଟିଥିଲା। କେବେ ପର୍ଯ୍ୟଟକମାନେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଚର୍ଚ୍ଚା news

Read More

ତ୍ପାଦକମାନେ ବର୍ତ୍ତମାନ ପ୍ରାୟ ୭ ଟଙ୍କା ୨୦ ପଇସା ଦରରେ ଅଣ୍ଡା ଯୋଗାଉଥିବା ବେଳେ ଖୁଚୁରା ବଜାରରେ ଗୋଟିଏ ଅଣ୍ଡାର ଦର ୯ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ଦେଶର ଅନେକ ସ୍ଥାନରେ ଫିଡ୍‌ ଖର୍ଚ୍ଚ ବୃଦ୍ଧି ଓ ଉତ୍ପାଦନ ବ୍ୟୟ ବଢ଼ିବା ମଧ୍ୟ ଅଣ୍ଡା ଦର ଉପରେ ପ୍ରଭାବ ପକାଇଛି । ବଜାରରେ ଅଣ୍ଡା ଦର ବୃଦ୍ଧି ପାଇବା ପଛରେ ବିଭିନ୍ନ କାରଣ ଥିବା ନେଇ ପୋଲ୍ଟ୍ରି ଉତ୍ପାଦକମାନେ କହିଛନ୍ତି । ଉତ୍ପାଦକମାନେ ବର୍ତ୍ତମାନ ପ୍ରାୟ ୭ ଟଙ୍କା ୨୦ ପଇସା ଦରରେ ଅଣ୍ଡା ଯୋଗାଉଥିବା ବେଳେ ଖୁଚୁରା ବଜାରରେ ଗୋଟିଏ ଅଣ୍ଡାର ଦର ୯ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ଦେଶର ଅନେକ ସ୍ଥାନରେ ଫିଡ୍‌ ଖର୍ଚ୍ଚ ବୃଦ୍ଧି ଓ ଉତ୍ପାଦନ ବ୍ୟୟ ବଢ଼ିବା ମଧ୍ୟ ଅଣ୍ଡା ଦର ଉପରେ ପ୍ରଭାବ ପକାଇଛି । ପୋଲ୍ଟ୍ରି ଶିଳ୍ପ ସହ ଜଡ଼ିତ ଲୋକଙ୍କ କହିବା ଅନୁସାରେ, ବିଶ୍ୱ ବଜାରରେ ଅଣ୍ଡାର ଚାହିଦା ବୃଦ୍ଧି…

Read More

ଶନିବାର ସକାଳେ ଜନ୍ତର-ମନ୍ତର ଅନଶନର ପ୍ରମୁଖ ମୁହଁ ସୋନମ ୱାଙ୍ଗଚୁକଙ୍କୁ ଅସୁସ୍ଥତା କାରଣରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ପ୍ରସ୍ତାବିତ ସଂସଦ ମାର୍ଚ୍ଚ ପାଇଁ ଅନୁମତି ଦିଆଯାଇନାହିଁ। ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିବା ଲକ୍ଷ୍ୟରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଉଛି।ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜନ୍ତର-ମନ୍ତରରେ ଚାଲିଥିବା ଅନଶନ ଏବଂ କକରୋଜ୍ ଜନତା ପାର୍ଟି ପକ୍ଷରୁ ସଂସଦ ଅଭିମୁଖେ ପଦଯାତ୍ରା ଘୋଷଣାକୁ ଦୃଷ୍ଟିରେ ରଖି ସଂସଦ ପରିସର ଆଖପାଖରେ ଧାରା ୧୬୩ ଲାଗୁ କରାଯାଇଛି। ଶନିବାର ସକାଳେ ଜନ୍ତର-ମନ୍ତର ଅନଶନର ପ୍ରମୁଖ ମୁହଁ ସୋନମ ୱାଙ୍ଗଚୁକଙ୍କୁ ଅସୁସ୍ଥତା କାରଣରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।କକରୋଜ୍ ଜନତା ପାର୍ଟି ପକ୍ଷରୁ ପ୍ରସ୍ତାବିତ ସଂସଦ ମାର୍ଚ୍ଚକୁ ଅନୁମତି ଦିଆଯାଇନାହିଁ। ଦିଲ୍ଲୀ ପୁଲିସ ସୂଚନା ଅନୁସାରେ, ଏପର୍ୟ୍ୟନ୍ତ ଏହି ମାର୍ଚ୍ଚ ପାଇଁ କକରୋଜ୍ ଜନତା ପାର୍ଟି ପକ୍ଷରୁ…

Read More

ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଆଜି ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ ରହିଛି । ଆଜି ପାଇଁ ୭ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏଥିଲାଗି ବିଭିନ୍ନ ଜିଲ୍ଲାକୁ ପାଣପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଆଜି ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ ରହିଛି । ଆଜି ପାଇଁ ୭ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ରାଯାଇଛି। ସେହିପରି ଆସନ୍ତା କାଲି ମଧ୍ୟ ଭିଜିବ ଅଧା ଓଡ଼ିଶା । ଝଡ଼ବର୍ଷା ନେଇ କାଲି ପାଇଁ ୧୫ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ…

Read More