ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା
ରାୟଗଡ଼ା ଜିଲ୍ଲା ଲକ୍ଷ୍ମୀ ନଗର ସାହି ହୋଣ୍ଡା ଶୋରୁମ୍ ପଛ ପଟ ସାହି ରୁ ଜଣେ ଯୁବକ ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି।ମୃତ ଯୁବକ ହେଲେ ଲିଙ୍ଗରାଜ ବେହେରା।ବୟସ 43 । ସେ ପୁରା ଖୋଲା ଦେହ ରେ ନିଜ ଡ୍ରେସ୍ କାଡ଼ି ଘର୍ କାନ୍ତ ନିକଟ ପଡ଼ିଥିବା ପଡ଼ିଥିବା ଦେଖିବାକୁ ମିଳିଥିଲା।ତାଙ୍କ।ଖବର ପାଇ ଆଜି ସକାଳୁ ପଦ୍ମପୁର ପୋଲିସ ସାଇଁଠିଫିକ ଟିମ୍ ଘର୍ ଭିତରକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ।ମୃତ ଦେହ ଟି ପଚି ସଡି ଯାଇଛି।ସାଇଁଥିଫିକ୍ ଟିମ୍ କିଛି ନମୁନା ସଂଗ୍ରହ କରିଥିଲେ।ପୋଲିସ ଶବ କୁ ଜବତ କରି ଗୁଣପୁର ମେଡ଼ିକାଲ କୁ ଶବ ବ୍ୟବଚ୍ଛେଦ ପାଇଁ ଦିନ 11 ଟାରେ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସବୁ ତଥ୍ୟ ଜଣା ପଡ଼ିବ ବୋଲି ପୋଲିସ କହିଥିଲେ।
ସୂଚନା ଅନୁସାରେ ମୃତ ଲିଙ୍ଗରାଜ ଙ୍କ ଭଡା ଘର୍ ରୁ କିଛି ବାସ୍ନ ଆସିବାରୁ ସ୍ଥାନୀୟ ସାହି ବାସିନ୍ଦା ଘର ମାଳିକ ପୋଲିସ କୁ ଖବର ଦେଇଥିଲେ ।ପଦ୍ମପୁର ପୋଲିସ ପ୍ରଥମିକ ତଦନ୍ତ କରିଛି।ଏପଟେ ଆଜି ସକାଳୁ ଲିଙ୍ଗରାଜ ଙ୍କ ସ୍ତ୍ରୀ,ଦୁଇ ଝିଅ ବାପା ମା ମାମୁ ବ୍ରହ୍ମପୁର ରୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।ସୋମବାର ରାତି ଠାରୁ ତାଙ୍କ ଭଡ଼ା ଘର କବାଟ ଖୋଲା ଥିବା ଜଣା ପଡିଛି।ପୁରା ଶବ ପଚି ଶଡି ଯାଇଛି। ସକାଳ 11 ଟା ବେଳେ ପୋଲିସ ଶବ କୁ ଯାବତ୍ କରି ଗୁଣପୁର ବ୍ୟବଚ୍ଛେଦ ପାଇଁ ପଠେଇ ଅଧୁକ ତଦନ୍ତ କରୁଛି
ସୂଚନା ଥାଉକି ସେ ୧ ବର୍ଷ ହେଲା ପଦ୍ମପୁର ଅଞ୍ଚଳ ରେ ଗୁଟଖା ବେପାର କରୁଥିଲେ ବୋଲି ଜଣାପଡିଛି।ଗତ 2ରୁ ୩ଦିନ ହେଲା ନିଜ ଘର୍ କବାଟ ଖୋଲା ରଖି ଥିଲେ ଘର ଭିତରୁ ଦୁର୍ଗ ନ୍ଧ୍ ଜଣା ପଡ଼ିବା ପରେ ଘଟଣା ସ୍ଥଳରେ ପଦ୍ମପୁର ପୋଲିସ ଏବଂ ସାଇଁଣ୍ଟୀ ଫିକ୍ ଟିମ୍ ର ତନାଘନା।ବ୍ୟକ୍ତି ଜଣକ ହେଲେ ଲିଙ୍ଗରାଜ ବେହେରା,ସେ ଜଣେ ଘୁଟୁଖା ମସଲା ବେପାରୀ ଥିବା ଜଣା ପଡିଛି,ମୃତ୍ୟୁ ର କାରଣ ଅସ୍ୱଷ୍ଟ ରହିଛି।ନିଜ ସ୍ତ୍ରୀ ଦୁଇ ଝିଅ ବ୍ରହ୍ମପୁର ରେ ରହୁ ଛନ୍ତି।ଆଜି ସେହି ଅଞ୍ଚଳ ରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।











