Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Wednesday, May 6
    Facebook X (Twitter) YouTube Instagram
    Trending
    • ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା
    • ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!
    • ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ
    • ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ
    • ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ
    • ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :
    • କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :
    • Anuvadini AI Partners with MathZoro to Bring Gamified Mathematics Education for Every Indian School Student
    • ଆସାନସୋଲ ଶିଳ୍ପାଞ୍ଚଳ ସହର ରେ ବହୁ ତୃଣମୂଳ କଂଗ୍ରେସ ଦଳର କାର୍ଯ୍ୟାଳୟରେ ବିଜେପି ଦଳ କର୍ମୀ ଅଗ୍ନିକାଣ୍ଡ ଲଗାଇଲେ ଓ ଭଙ୍ଗାରୁଜା କରିଛନ୍ତି :
    • ଆଜିର ରାଶିଫଳ
    • ମାଟ୍ରିକ ପରୀକ୍ଷାରେ ଏ୧ରେ ଉତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ରାୟଗଡ଼ା ଜିଲ୍ଳାପାଳ
    • କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେପି ସଂସଦୀୟ ବୋର୍ଡ
    • ପଶ୍ଚିମ ବଙ୍ଗ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ମୁକେଶ ମହାଲିଙ୍ଗ
    • ମେ ୯ରେ ଶପଥଗ୍ରହଣ : ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅପରାଧ»୨୨୦ ବୋତଲ ଫେନସିଡିଲ ସହିତ ଗିରଫ ୩ ଜଣ ଚୋରା ଚାଲାଣକାରୀ

    ୨୨୦ ବୋତଲ ଫେନସିଡିଲ ସହିତ ଗିରଫ ୩ ଜଣ ଚୋରା ଚାଲାଣକାରୀ

    By Charcha NewsAugust 8, 2025
    Share
    Facebook Twitter Email WhatsApp

    ସାମ୍ବଦିକ ପ୍ରଶାନ୍ତ ରାଉଳ
    କୋଲକାତା :
    ୨୨୦ ବୋତଲ ଫେନସିଡିଲ ସହିତ ଗିରଫ ୩ ଜଣ ଚୋରା ଚାଲାଣକାରୀ୤ ରାଜ୍ୟ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବସିରହାଟ ମହାକୁମାର ମିନାଖା ଥାନାର ତେଉରିଆ ଅଞ୍ଚଳରେ ଏହି ଘଟଣା ଘଟିଛି। ବହୁତ ଦିନ ଧରି ଗୁପ୍ତ ସୂତ୍ରରୁ ମିନାଖା ଥାନାକୁ ଫେନସିଡିଲ ଚୋରା ଚାଲାଣର ବିଭିନ୍ନ ଖବର ଆସୁଥିଲା। କିନ୍ତୁ ସେମାନେ କୌଣସି ପ୍ରକାରେ ଚୋରା ଚାଲାଣକାରୀଙ୍କୁ ଧରିପାରିନଥିଲେ। ତା’ପରେ ମିନାଖା ଥାନାର ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗତକାଲି ରାତିରେ ମିନାଖା ଥାନାର ତେଉରିଆ ଅଞ୍ଚଳରୁ ପୋଲିସ ୩ ଜଣଙ୍କୁ ଅଟକ କରିଥିଲା। ସେମାନଙ୍କଠାରୁ ପୋଲିସ ୨୨୦ ବୋତଲ ଫେନସିଡିଲ ଜବତ କରିଛି। ତିନି ଅଭିଯୁକ୍ତଙ୍କୁ ବାରାସାତ ଅଦାଲତରେ ହାଜର କରାଯାଇଛି

    Share. Facebook Twitter WhatsApp

    Related Posts

    ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ

    May 6, 2026 ଅପରାଧ

    ଆସାନସୋଲ ଶିଳ୍ପାଞ୍ଚଳ ସହର ରେ ବହୁ ତୃଣମୂଳ କଂଗ୍ରେସ ଦଳର କାର୍ଯ୍ୟାଳୟରେ ବିଜେପି ଦଳ କର୍ମୀ ଅଗ୍ନିକାଣ୍ଡ ଲଗାଇଲେ ଓ ଭଙ୍ଗାରୁଜା କରିଛନ୍ତି :

    May 6, 2026 ଅପରାଧ

    ଓଡ଼ିଶା ଭିଜିଲାନ୍ସ ହାତରେ ରାଜକାନିକା ଥାନାର ଏଏସଆଇ :

    May 5, 2026 ଅପରାଧ

    ଚାଷୀଙ୍କ ଟଙ୍କାରେ ମହାଘୋଟାଳା ବ୍ୟାଙ୍କ ମ୍ୟାନେଜର ଗିରଫ ;

    May 5, 2026 ଅପରାଧ

    ବନ୍ୟଜନ୍ତୁ ଅପରାଧ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

    May 1, 2026 ଅପରାଧ

    ମୟୁରଭଞ୍ଜ ରେ ଉଦଳା ବନବିଭାଗ ଦ୍ୱାରା ବେଆଇନ ପଥର ଚାଲାଣ ବେଳେ ହାଇୱା ଜବଦ ଡ୍ରାଇଭର ଗିରଫ ::

    April 28, 2026 ଅପରାଧ

    ପ୍ରଚାରର ଶେଷ ଦିନ ପୂର୍ବରୁ ଜଗଦ୍ଦଲରେ ହିଂସା, ସିଆଇଏସ୍‌ଏଫ୍‌ ଯବାନ ଆହତ :

    April 27, 2026 ଅପରାଧ

    ଆନ୍ଧ୍ର ବିଏଡ୍‌ ନାଁରେ ବଡ଼ ଠକେଇ, ୩ଶହରୁ ଅଧିକ ଆଶାୟୀ ଫସିଲେ :

    April 27, 2026 ଅପରାଧ

    କଟକରେ ଭିଜିଲାନ୍ସର ଚଢ଼ାଉ: ଅବୈଧ ସୋମିଲ୍‌ରୁ ୧୦ ଲକ୍ଷରୁ ଅଧିକ କାଠ ଜବତ ::

    April 27, 2026 ଅପରାଧ

    ବ୍ରହ୍ମପୁର ସୁଧୀର ପାତ୍ର ହତ୍ୟା ମାମଲା : ଆଜି ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇପାରେ ପୁଲିସ୍

    April 25, 2026 ଅପରାଧ

    ଜଳୁଛି ନଳବଣ : ବିପଦରେ ବିଦେଶାଗତ ପକ୍ଷୀଙ୍କ ଜୀବନ

    April 25, 2026 ଅପରାଧ

    ଜଗତସିଂହପୁରରେ ଚଞ୍ଚଳକର ଘଟଣା: ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ ::

    April 22, 2026 ଅପରାଧ
    Watch YouTube

    You May Like

    ଭାରତୀୟ ଜାହାଜକୁ  ଆରବ ସାଗରରୁ ଉଦ୍ଧାର କଲା ପାକିସ୍ତାନ ନୌସେନା

    May 6, 2026

    ବ୍ୟାଙ୍କ ଋଣ ନ ଶୁଝିଲେ ଜବତ ହେବ ଘର ଜମି!

    May 6, 2026

    ଭୁବନେଶ୍ବର ଲକ୍ଷ୍ମୀସାଗର ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ

    May 6, 2026

    ସୁଧୀର ପାତ୍ର ହତ୍ୟା ମାମଲା : ମୁହଁ ଖୋଲିଲେ ସୁଧୀର ପାତ୍ରଙ୍କ ପତ୍ନୀ

    May 6, 2026

    ବାରିପଦାରେ ନିର୍ମମ ଦୁର୍ଘଟଣା: ବସ୍‌ଷ୍ଟାଣ୍ଡ ଭିତରେ ଦୌଡ଼ିଲା ବସ୍, ଅଢ଼େଇ ବର୍ଷର ଶିଶୁର ମୃତ୍ୟୁ

    May 6, 2026

    ଉଦଳା ଡାକ୍ତରଖାନାରେ ଅନ୍ଧାର: ରୋଗୀ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ :

    May 6, 2026

    କୁକୁଡ଼ା ଦୋକାନରେ ୧୨ ଫୁଟିଆ ଅହିରାଜ, ବନବିଭାଗର ସଫଳ ଉଦ୍ଧାର :

    May 6, 2026

    Anuvadini AI Partners with MathZoro to Bring Gamified Mathematics Education for Every Indian School Student

    May 6, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.