BY-ଗଣେଶ ପାଣିଗ୍ରାହୀ
ଗଞ୍ଜାମ :ଚିକିଟିବାସୀଙ୍କ ଅଧିକାର ପାଇଁ ମୁଁ ନିରନ୍ତର ସଂଘର୍ଷ କରି ଆସୁଛି ଏବଂ ଜଣେ ବିଧାୟକ ଭାବେ ମୋର ଯାହା କର୍ତ୍ତବ୍ୟ, ତାହା ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରୁଛି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ଉଦ୍ବେଗର ବିଷୟ ଯେ, ବିଜେଡି ଏନ୍ଏସି ଅଧ୍ୟକ୍ଷା ଓ କାଉନ୍ସିଲର୍ କେବଳ ରାଜନୈତିକ ଦ୍ୱେଷ ପୋଷଣ କରି ଚିକିଟିବାସୀଙ୍କ ଭତ୍ତା ଅଟକାଇ ରଖୁଛନ୍ତି ଏବଂ ଏହା ମାଧ୍ୟମରେ ଡବଲ ଇଞ୍ଜିନ ସରକାରଙ୍କୁ ବଦନାମ କରିବାର ଅପଚେଷ୍ଟା ଚଳାଇଛନ୍ତି |
ଚର୍ଚ୍ଚା news












