Author: Charcha News

ଉଦଳା : ଉଦଳା ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଭୟଙ୍କର ଉତ୍ତେଜନା ସୃଷ୍ଟି ହୋଇଥିଲା। ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସମ୍ପର୍କିତ ଫାଇଲଗୁଡ଼ିକୁ ବ୍ଲକ କାର୍ଯ୍ୟାଳୟକୁ ନେବାକୁ ନେଇ ବିବାଦ ଏତେ ବଢ଼ିଗଲା ଯେ ମହିଳା ପଞ୍ଚାୟତ ଅଧିକାରୀ (ପିଓ)ଙ୍କୁ ପଞ୍ଚାୟତ ପରିସରରେ ଅଟକ ରଖାଯାଇଥିଲା। ସୂଚନା ଅନୁଯାୟୀ, ବ୍ଲକ କାର୍ଯ୍ୟାଳୟର ପିଓ ଓ ଏପିଓ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ସରପଞ୍ଚଙ୍କ ନିକଟରେ ଥିବା ୧୨ଟି ଫାଇଲ ନେଇ ବ୍ଲକ କାର୍ଯ୍ୟାଳୟକୁ ଯାଉଥିବା ବେଳେ କିଛି ୱାର୍ଡ ମେମ୍ବର ଏହାକୁ ବିରୋଧ କରିଥିଲେ। ଫାଇଲଗୁଡ଼ିକ ପଞ୍ଚାୟତ କାର୍ଯ୍ୟାଳୟରେ ରଖାଯାଇନ ଥାଇ ବ୍ୟକ୍ତିଗତ ଭାବେ ଏକ ଦୋକାନରୁ ଆଣାଯାଇଥିବାକୁ ନେଇ ସେମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ବାକ୍‌ଯୁଦ୍ଧ ଚାଲିଥିଲା। ଏକ ପର୍ଯ୍ୟାୟରେ ପିଓ ଫାଇଲଗୁଡ଼ିକୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ୱାର୍ଡ ମେମ୍ବରଙ୍କୁ ହସ୍ତାନ୍ତର କରିଥିଲେ।…

Read More

ଉଦଳା – (ରାଜୀବ କୁମାର ବେହେରା ) – ଘରେ କେହି ନଥିବାର ସୁଯୋଗ ନେଇ ଘର ର ତାଲା ଭାଙ୍ଗି ଘରେ ପଶିଲେ ଦୁର୍ବୁତ୍ତ ଆଉ ଟଙ୍କା ପଇସା ସହିତ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଲେ l ଉଦଳା ଅଞ୍ଚଳ ଧୀରେଧୀରେ ଅପରାଧର ଗଡ଼ରେ ପରିଣତ ହେଉଥିବା ପରି ଲାଗୁଛି। ଲଗାତାର ଚୋରି ଓ ଲୁଟ ଘଟଣା ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। ଥମିବାର ନାଁ ନେଉନି ଚୋରୀ ଘଟଣା l ମନ୍ଦିରରେ ଚୋରି ଘଟଣା ପରେ ଏବେ ଦୁର୍ବୁତ୍ତମାନେ ବନ୍ଦ ଘରକୁ ଟାର୍ଗେଟ କରି ସର୍ବସ୍ବ ଲୁଟିନେଉଥିବା ଘଟଣା ସାଧାରଣ ଲୋକଙ୍କ ଆତଙ୍କକୁ ଆହୁରି ବଢ଼ାଇ ଦେଇଛି।ଏଭଳି ଏକ ଅଭାବନୀୟ ଘଟଣା ଉଦଳା ଥାନା ଅଧୀନସ୍ଥ ପାଟପୁର ଗ୍ରାମରେ ଘଟିଛି। ସୂଚନା ଅନୁସାରେ, ଗ୍ରାମରେ ବାଥୁଡ଼ି ସମାଜର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବନୋଜ କୁମାର ବଢେଇ ତାଙ୍କ ପରିବାର ସହିତ ସେହି କାର୍ଯ୍ୟକ୍ରମରେ…

Read More

ରବିନ୍ଦ୍ର ନାଥ ମହାପାତ୍ର ସାହିତ୍ଯ ନବ ଜୀବନର ବାର୍ତ୍ତା ଦିଏ। ଦାରିଦ୍ର୍ଯ ର କଷାଘାତ ମଧ୍ୟରେ ହିଁ ପ୍ରତିଭା ଅମ୍ଲାନ ରହେ। ଏଣୁ ଉପାନ୍ତ ଅଞ୍ଚଳରେ ଭାଷା ସାହିତ୍ଯ ବଞ୍ଚିରହିବା ଓ ବିକାଶ ଆଗକୁ ବଢିବାରେ ନିଜର ସତା ବଳରେ ଆଗକୁ ବଢୁଥିବା ଜନଜାତିଙ୍କ ଅବଦାନ ଅତୁଳନୀୟ। ଗୁଣପୁର ଠାରେ ଆଜି ଅନୁଷ୍ଠିତ ଓଡିଶା ସାହିତ୍ୟ ଏକାଡେମୀ ର ରାଜ୍ଯ ସ୍ତରୀୟ ସାରସ୍ବତ ସମାବେଶ ରେ ଅନୁଷ୍ଠିତ ସଭାରେ ଅତିଥି ମାନେ ଏଇଭଳି ମତ ରଖିଥିଲେ। ପଞ୍ଚବଟୀ ର ସମ୍ପାଦକ ତଥା ସାହିତ୍ୟ ଏକାଡେମୀ ର ସଦଶ୍ଯ ଶୁସାନ୍ତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଉଦଘାଟନ କରିଥିଲେ। ମୁଖ୍ଯ ଅତିଥି ଭାବେ ଏକାଡମୀ ର ବରିଷ୍ଠ ସଦଶ୍ଯ ଡଃ ବିଜୟାନନ୍ଦ ସିଂ ଯୋଗ ଦେଇଥିଲେ। ଏକାଡେମିର ସହ ସଚିବ ସଞ୍ଚୟ ଛୁଆଳସିଂ, ଶୁସାହିତ୍ଯକ ଡଃ ଦୁଷ୍ମନ୍ତ କୁମାର ମହାନ୍ତି, ରାମନାଗୁଡା ର ତହସିଲଦାର…

Read More

ଉଦଳା – (ରାଜୀବ କୁମାର ବେହେରା ) – ଘରେ କେହି ନଥିବାର ସୁଯୋଗ ନେଇ ଘର ର ତାଲା ଭାଙ୍ଗି ଘରେ ପଶିଲେ ଦୁର୍ବୁତ୍ତ ଆଉ ଟଙ୍କା ପଇସା ସହିତ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଲେ l ଉଦଳା ଅଞ୍ଚଳ ଧୀରେଧୀରେ ଅପରାଧର ଗଡ଼ରେ ପରିଣତ ହେଉଥିବା ପରି ଲାଗୁଛି। ଲଗାତାର ଚୋରି ଓ ଲୁଟ ଘଟଣା ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। ଥମିବାର ନାଁ ନେଉନି ଚୋରୀ ଘଟଣା l ମନ୍ଦିରରେ ଚୋରି ଘଟଣା ପରେ ଏବେ ଦୁର୍ବୁତ୍ତମାନେ ବନ୍ଦ ଘରକୁ ଟାର୍ଗେଟ କରି ସର୍ବସ୍ବ ଲୁଟିନେଉଥିବା ଘଟଣା ସାଧାରଣ ଲୋକଙ୍କ ଆତଙ୍କକୁ ଆହୁରି ବଢ଼ାଇ ଦେଇଛି।ଏଭଳି ଏକ ଅଭାବନୀୟ ଘଟଣା ଉଦଳା ଥାନା ଅଧୀନସ୍ଥ ପାଟପୁର ଗ୍ରାମରେ ଘଟିଛି। ସୂଚନା ଅନୁସାରେ, ଗ୍ରାମରେ ବାଥୁଡ଼ି ସମାଜର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମନୋଜ କୁମାର ମଢେଇ ତାଙ୍କ ପରିବାର ସହିତ ସେହି କାର୍ଯ୍ୟକ୍ରମରେ…

Read More

ଉଦଳା: (ରାଜୀବ କୁମାର ବେହେରା) :-ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଉଦଳା–ଖୁଣ୍ଟା–ବାରିପଦା ରାଜ୍ୟ ରାଜପଥର ଧନାପନା ଗ୍ରାମ ନିକଟରେ ବନ୍ଧୁକ ମୁନରେ ଜଣେ ଅଳଙ୍କାର ବ୍ୟବସାୟୀଙ୍କ ନିକଟରୁ ଅଳଙ୍କାର ବ୍ୟାଗ ଲୁଟ ହୋଇଥିବା ଘଟଣା ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।ଧନାପନା ଗ୍ରାମର କମଳଲୋଚନ ରଣା ଶନିବାର ଦିନ ଗ୍ରାମ ନିକଟ କହ୍ନେଇବନ୍ଧ ଠାରେ ଆୟୋଜିତ ସାପ୍ତାହିକ ହାଟକୁ ଅଳଙ୍କାର ବ୍ୟବସାୟ ପାଇଁ ଯାଇଥିଲେ। ବ୍ୟବସାୟ ସରିବା ପରେ ସଂଧ୍ୟା ପ୍ରାୟ ୬ଟା ସମୟରେ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଘର ସମୀପରେ ୩ଟି ବାଇକରେ ଆସିଥିବା ୫ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ।ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରି କମଳଲୋଚନଙ୍କ ନିକଟରେ ଥିବା ଅଳଙ୍କାର ବ୍ୟାଗକୁ ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଲୁଟ ହୋଇଥିବା ବ୍ୟାଗରେ ପ୍ରାୟ ୫୦୦ ଗ୍ରାମ ଓଜନର ରୁପା ଅଳଙ୍କାର ଥିବା ସୂଚନା ମିଳିଛି।ଘଟଣା ପରେ ଦୁର୍ବୁତ୍ତ ଙ୍କ ଶିକାର ବ୍ୟବସାୟୀ…

Read More

ଗଞ୍ଜାମଜିଲ୍ଲା ବୁଗୁଡା ଶହର ଉପକଣ୍ଠରେ ଦିର୍ଘ 12 ବର୍ଷ ଧରି ଛାତ୍ରଛାତ୍ରୀ ମାନଙ୍କୁ କମ୍ପୁଟର ଶିକ୍ଷ୍ଯା ଦାନ ଦେଇ ଆସୁଥିବା ବ୍ରାଇଟ୍ କମ୍ପୁଟର ପ୍ରତିଷ୍ଟାନ କୁ ଆଜି ପୋଲସରା ବିଧାୟକ ଶ୍ରୀ ଗୋକୁଳାନନ୍ଦ ମଳିକ ଶୁଭ ଉଦଘାଟନ କରିଛନ୍ତି ! ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଛନ୍ତି ! ବ୍ରାଇଟ୍ କମ୍ପୁଟର ପୂର୍ବଭଳି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ କମ୍ପୁଟର ଶିକ୍ଷ୍ଯା ଅତି ସହଜରେ ଶିକ୍ଷ୍ଯା ଜୋଗାଇଦେବ ବୋଲି କହିଛନ୍ତି ବ୍ରାଇଟ୍ କମ୍ପୁଟରର ପ୍ରତିଷ୍ଟାତା ରାମକୁଷ୍ଣ ପ୍ରଧାନ !

Read More

Rayagada/ rabindra nath mohapatro:- ଆଙ୍କର -ରାୟଗଡା ଜିଲ୍ଲା ସ୍ଥରୀୟ ନିଯୁକ୍ତି ମେଳା ବିଷମକଟକ ମିନି ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଷମକଟକ ନିର୍ବାଚନ ମଣ୍ଡଳୀ ବିଧାୟକ ନୀଳମାଧଵ ହିକକା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ମେଳା ଶୁଭ ଉଦଘାଟନ କରିଥିବା ବେଳେ ଗୁଣୁପୁର ଉପଜିଲ୍ଲାପାଳ, ଜିଲ୍ଲା ନିୟୋଜନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମେଳାରେ ଉତ୍କଳ ଆଲୁମିନା, ଜେକେ କାଗଜ କଳ, ଇମ୍ଫା ବୃହତ ପ୍ରକଳ୍ପ ଭଳି 55ଟି ସଂସ୍ଥା ସହ ଆର୍ମି, ଏୟାର ଫୋର୍ସ ଭଳି ପ୍ରଶିକ୍ଷଣ ଦାତା 11ଟି ସରକାରୀ ସଂସ୍ଥା ଏଥିରେ ସାମିଲ ହୋଇଛନ୍ତି। ଏହି ମେଳରେ 17ଶହରୁ ଉର୍ଦ୍ଧ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିବା ଜିଲ୍ଲା ନିୟୋଜନ ଅଧିକାରୀ କହିଥିବା ବେଳେ ବହୁ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇପାରିବେ ବୋଲି କହିଛନ୍ତି ସ୍ଥାନିୟ ବିଧାୟକ।

Read More

ଉଦଳା – (ରାଜୀବ କୁମାର ବେହେରା ) – ଗାଁ ରେ ଜଙ୍ଗଲୀ ଭାଲୁ ଆତଙ୍କ ଦେଖିବାକୁ ମିଳିଛି l ମୟୁରଭଞ୍ଜରେ ବଣୁଆ ଭାଲୁ ଆତଙ୍କ। କପ୍ତିପଦା ବନବିଭାଗ ଅଧୀନସ୍ଥ କୋଚିଳାଡିହା ଗ୍ରାମପଞ୍ଚାୟତର ଧନୁସାହି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ। ଘଟଣା ପରେ ଗାଁରେ ଭୟର ପରିବେଶ। ମହିଳାଙ୍କ ହାତକୁ କାମୁଡି ହାଡ କଲା ଗୁଣ୍ଡା l ହଁ ଆଜ୍ଞାଧନୁସାହି ଗ୍ରାମରେ ବଣୁଆ ଭାଲୁ ହଠାତ୍ ଆତଙ୍କ ସୃଷ୍ଟି କରିଛି। ସୂଚନା ଅନୁସାରେ, ଏକାକୀ ରହୁଥିବା ଅସହାୟ ମହିଳା ଲକ୍ଷ୍ମୀ ସିଂ ଘର ନିକଟରେ ବାହାରକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ପଳାଇବା ଚେଷ୍ଟା ସତ୍ତ୍ୱେ ସେ ଗୁରୁତର ଆହତ ହୋଇଥିଲେ।ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଧାଇଁ ଆସି ଭାଲୁକୁ ଘୋଉଡ଼ାଇଥିଲେ। ଗ୍ରାମବାସୀଙ୍କୁ ଦେଖି ଭାଲୁଟି ସ୍ଥଳ ଛାଡ଼ି ପଳାଇଯାଇଥିଲା। ଘଟଣା ପରେ ସମଗ୍ର ଗାଁ ଭୟଭୀତ।ଖବର ପାଇ କପ୍ତିପଦା ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି…

Read More

ଉଦଳା -, (ରାଜୀବ କୁମାର ବେହେରା):ସରକାର ଯେଉଁଠି “ଭଲ ପଢ଼ିବେ, ପଢ଼ି ବଢ଼ିବା” ଭଳି ସ୍ଲୋଗାନ ଦେଇ ଶିକ୍ଷାର ଗୁଣମାନ ନେଇ ଦାବି କରୁଛନ୍ତି, ସେଠାରେ ବାସ୍ତବ କ୍ଷେତ୍ରରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଜଣେ ମାତ୍ର ଶିକ୍ଷକଙ୍କୁ ନେଇ ୫ଟି ଶ୍ରେଣୀର ପାଠପଢ଼ା—ଏହା କଣ ଶିକ୍ଷା ବ୍ୟବସ୍ଥାର ଉନ୍ନତି, ନା ଖୋଲା ଅବହେଳା? ଏଭଳି ଚରମ ଅବ୍ୟବସ୍ଥାକୁ ପ୍ରତିବାଦ କରି ଅଭିଭାବକ ଓ ଗ୍ରାମବାସୀମାନେ ବିଦ୍ୟାଳୟରେ ତାଲା ପକାଇଛନ୍ତି।ଏହି ଘଟଣା ଦେଖାଯାଇଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଅଧୀନ ଶିଳଘାଟୀ ପଞ୍ଚାୟତର ଡ଼ାହାଣୀବୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୀର୍ଘ ମାସ ଧରି ଜଣେ ମାତ୍ର ଶିକ୍ଷକଙ୍କୁ ନେଇ ପାଠପଢ଼ା ଚାଲିଆସୁଛି।ଜଣେ ଶିକ୍ଷକ କିଭଳି ୫ଟି ଶ୍ରେଣୀର ପାଠ, ପରୀକ୍ଷା, ମଧ୍ୟାହ୍ନ ଭୋଜନ, ଅନ୍ୟାନ୍ୟ ଶିକ୍ଷାସମ୍ପର୍କିତ କାର୍ଯ୍ୟ ସମ୍ଭାଳିବେ—ଏହାକୁ ନେଇ ଗ୍ରାମବାସୀମାନେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କ ଭବିଷ୍ୟତ…

Read More