Author: Charcha News

ବିଶ୍ବ ମାତୃ ଦିବସରେ ଚିନ୍ତା ବଢ଼ାଉଛି ସିଜରିଆନ୍ ପ୍ରସବ, ଆବଶ୍ୟକତା ନା ଆର୍ଥିକ ଶୋଷଣ? ଦିନ ଥିଲା ୯ ମାସ ପୂରିଲେ ଗର୍ଭବତୀଙ୍କ ପରିବାରରେ ଅଜଣା ଭୟ ସହ ଖୁସି ଖେଳି ଯାଉଥିଲା। ‘ପ୍ରସବ ବେଦନା’ ସମୟରେ ମା’ର ଯତ୍ନ ନେବାପାଇଁ ପୂରା ପରିବାର ଏକାଠି ଚେଷ୍ଟା କରୁଥିଲେ। BY-SUBHASMITA-DT-10.5.2026 ଭୁବନେଶ୍ୱର: ମା’ ହେବାର ଅନୁଭୂତି ଜଣେ ମହିଳାଙ୍କ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ। ଦିନେ ଥିଲା ପ୍ରସବ ବେଦନାକୁ ମାତୃତ୍ୱର ଏକ ସ୍ୱାଭାବିକ ପର୍ଯ୍ୟାୟ ବୋଲି ଧରାଯାଉଥିଲା। ପରିବାରର ସମସ୍ତେ ଗର୍ଭବତୀ ମହିଳାଙ୍କ ଯତ୍ନ ନେଇ ନୂଆ ଅତିଥିଙ୍କ ଆଗମନକୁ ଅପେକ୍ଷା କରୁଥିଲେ। କିନ୍ତୁ ଆଧୁନିକ ସମୟରେ ସେହି ପରିସ୍ଥିତି ବହୁ ପରିବର୍ତ୍ତନ ହୋଇଯାଇଛି। ଏବେ ସାଧାରଣ ପ୍ରସବ ତୁଳନାରେ ସିଜରିଆନ୍ ପ୍ରସବର ସଂଖ୍ୟା ଦ୍ରୁତ ହାରେ ବଢ଼ୁଛି। ଏହା ଚିକିତ୍ସା ଆବଶ୍ୟକତା ନା ଏକ ବ୍ୟବସାୟିକ ପ୍ରବୃତ୍ତି, ସେନେଇ ପ୍ରଶ୍ନ ଉଠୁଛି। ଓଡ଼ିଶାରେ ଘରୋଇ ହସ୍ପିଟାଲଗୁଡ଼ିକରେ ସିଜରିଆନ୍ ପ୍ରସବ…

Read More

କେମିତି କଟିବ ଆଜି ଆପଣମାନଙ୍କ ଦିନ ; BY_SUBHASMITA-DT-10.5.2026 ମେଷ:ଆଜି କରିଆସୁଥିବା ପ୍ରୟାସର ଫଳ ପାଇବେ। ଆପଣଙ୍କୁ ନେତୃତ୍ବ ନେବାକୁ ପଡ଼ିପାରେ। ଜୀବନସାଥୀଙ୍କ ସହିତ ମନାନ୍ତର ହୋଇପାରେ। ବୃଷ: ଆପଣଙ୍କର ଆକର୍ଷଣୀୟ ସ୍ବଭାବ ଅନ୍ୟମାନଙ୍କୁ ଆକୃଷ୍ଟ କରିବ। ନୂଆ ଜମି କିଣିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ବରିଷ୍ଠ ଓକିଲଙ୍କ ପରାମର୍ଶ ଭଲ ପ୍ରମାଣିତ ହେବ। ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଲକ୍ଷ୍ୟର ଯଥେଷ୍ଟ ନିକଟରେ ପହଞ୍ଚି ପାରିବେ। ଜରୁରୀ କାମ ଅନ୍ୟମାନଙ୍କ ଭରସାରେ ଛାଡ଼ନ୍ତୁ ନାହିଁ। କକର୍ଟ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ନିଜ ଚାରିପାଖର ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସିଂହ: ବ୍ୟବସାୟରେ ସକାରାତ୍ମକ ଫଳ ପାଇବେ। ଡାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ। ଏକାନ୍ତରେ ଅଧ୍ୟୟନ କରନ୍ତୁ, ପଢ଼ାରେ ମନ ଲାଗିବ। କନ୍ୟା: ପୂର୍ବ ନିବେଶରୁ ଲାଭ ହେବ। ରାଜନେତାଙ୍କ ସମାଜରେ ପ୍ରତିଷ୍ଠା ବୃଦ୍ଧି…

Read More

ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ। ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଲେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ। ଗୁର୍ଜିଭଟା ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନିଜେ ଉପସ୍ଥିତ ରହି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇବା ସହ ତାଙ୍କର ଜୀବନ ରକ୍ଷା ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଆଜି ଭୁବନେଶ୍ୱର ଫେରିବା ସମୟରେ ଗୁର୍ଜିଭଟା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ମାନ୍ୟବର ମନ୍ତ୍ରୀ ଦେଖିବାକୁ ପାଇଥିଲେ। ସେଠାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡ଼ିରହିଥିବା ଦେଖି ମନ୍ତ୍ରୀ ମହୋଦୟ ତୁରନ୍ତ ନିଜେ ଗାଡ଼ିକୁ ଅଟକାଇଥିଲେ। ବିଳମ୍ବ ନକରି ସେ ନିଜେ…

Read More

ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ। ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଲେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ। ଗୁର୍ଜିଭଟା ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନିଜେ ଉପସ୍ଥିତ ରହି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇବା ସହ ତାଙ୍କର ଜୀବନ ରକ୍ଷା ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଆଜି ଭୁବନେଶ୍ୱର ଫେରିବା ସମୟରେ ଗୁର୍ଜିଭଟା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ମାନ୍ୟବର ମନ୍ତ୍ରୀ ଦେଖିବାକୁ ପାଇଥିଲେ। ସେଠାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡ଼ିରହିଥିବା ଦେଖି ମନ୍ତ୍ରୀ ମହୋଦୟ ତୁରନ୍ତ ନିଜେ ଗାଡ଼ିକୁ ଅଟକାଇଥିଲେ। ବିଳମ୍ବ ନକରି ସେ ନିଜେ…

Read More

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ପରିବର୍ତ୍ତନ ଘଟିଛି, ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ବିଜେପି ପଶ୍ଚିମବଙ୍ଗ ରେ ନିଜର ସରକାର ଗଠନ କରିଛି । ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୦୭ଟି ଆସନ ଜିତି ଐତିହାସିକ ବିଜୟ ହାସଲ କରିଛି। ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ପରିବର୍ତ୍ତନ ଘଟିଛି, ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ବିଜେପି ପଶ୍ଚିମବଙ୍ଗ ରେ ନିଜର ସରକାର ଗଠନ କରିଛି । ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୦୭ଟି ଆସନ ଜିତି ଐତିହାସିକ ବିଜୟ ହାସଲ କରିଛି । ଶନିବାର କୋଲକାତାରେ ଅନୁଷ୍ଠିଚ ଏକ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ସୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଆର.ଏନ. ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ବଙ୍ଗଳାର ‘ଜନଶକ୍ତି’କୁ ମଞ୍ଚରୁ…

Read More

ଚର୍ଚ୍ଚା news

Read More

BY_-Ghasiram Behera ମୟୂରଭଞ୍ଜଜିଲ୍ଲାମୋରଡାବ୍ଲକଚିତ୍ରଡାପଞ୍ଚାୟତପାଟପୁରଗ୍ରାମରେଜଣ୍ଡିସଆକ୍ରାନ୍ତଙ୍କସଂଖ୍ୟାବୃଦ୍ଧିପାଇବାରେଲାଗିଛି।ତେବେକେଉଁକାରଣରୁଏହିରୋଗବ୍ୟାପୁଛିତାକୁନେଇସାଧାରଣରେପ୍ରଶ୍ନଉଠିଥିବାବେଳେଦିନକୁଦିନରୋଗୀସଂଖ୍ୟାମଧ୍ୟବଢ଼ିବାରେଲାଗିଛି।ଗତ୪ଦିନଦିନଭିତରେଗ୍ରାମର୨୦ରୁଉର୍ଦ୍ଧ୍ବଲୋକଏହିଜଣ୍ଡିସବାକାମଳରୋଗରେଆକ୍ରାନ୍ତହୋଇଥିବାଜଣାପଡିଛି।ସେମାନଙ୍କମଧ୍ୟରୁମୋନାଲିସାପଲେଇ(୧୫), ମାନସପଲେଇ (୧୩),ମାମାଲିଦାସ(୧୭), ସସ୍ମିତାବେହେରା(୧୭), ଦିବ୍ୟଜ୍ୟୋତିମୁଦୁଲି (୧୬),ଉର୍ମିମୁଦୁଲି (୧୪), ମଞ୍ଜିତବେହେରା (୯), ରନିତାବେହେରା(୮), ପ୍ରିୟାହେମ୍ବ୍ରମ (୧୧),ମାନସବେହେରା (୪୧),ସନ୍ଧ୍ୟାରାଣୀରାଉଳ(୩୮), ଶଙ୍କରଦାସ (୩୨),କ୍ଷୀତିଶଚନ୍ଦ୍ରସେଠୀ(୪୩), ଈଶ୍ୱରଚନ୍ଦ୍ରମୁଦୁଲି (୧୩),ଲୋହିତକୁମାରବେହେରା (୩୪),ସୁଜିତକୁମାରବେହେରା (୩୮),ଶ୍ରୀଧରରଣା(୩୪),ବିଷ୍ଣୁମୁଦୁଲି(୧୧),ଉଷାମୁଦୁଲି(୧୬), ଲକ୍ଷ୍ମୀମୁଦୁଲି (୧୬),ଦିପାଲୀପଲେଇ(୧୪) ପ୍ରମୁଖଏହିରୋଗରେଆକ୍ରାନ୍ତହୋଇଡାକ୍ତରଙ୍କପରାମର୍ଶକ୍ରମେଔଷଧସେବନକରୁଥିବାଜଣାପଡ଼ିଛି।କିଶାନତାଣ୍ଡିଡାକ୍ତରଖାନାପକ୍ଷରୁଡାକ୍ତରୀଦଳଗାଁକୁଯାଇସ୍ଥାନୀୟଆଶାକର୍ମୀମାଳତୀବେହେରାଙ୍କସହଯୋଗରେଘରକୁଘରବୁଲିଆକ୍ରାନ୍ତଙ୍କୁଭେଟିବାସହଏବେପରିସ୍ଥିତିନିୟନ୍ତ୍ରଣରେଥିବାଡାକ୍ତରଖାନାଅଧିକାରୀଡାକ୍ତରହାମ୍ବିରାମୁର୍ମୁକହିଛନ୍ତି।ଅପରପକ୍ଷରେଗ୍ରାମବାସୀଏହିରୋଗଏତେମାତ୍ରାରେବ୍ୟାପିବାରପ୍ରମୁଖକାରଣବସୁଧାଯୋଜନାରେଟାଙ୍କିରୁଆସୁଥିବାଦୁଷିତଜଳକୁଦାୟୀକରିଛନ୍ତି।ଯାହାକୁନେଇଲୋକେଅସନ୍ତୋଷବ୍ୟକ୍ତକରିଛନ୍ତି।ଆକ୍ରାନ୍ତଙ୍କସଂଖ୍ୟା୨୦ଟପିଥିବାବେଳେକେତେଜଣସୁସ୍ଥହୋଇଘରେଉପଚାରରେରହୁଛନ୍ତି।ଆହୁରି୧୬ଜଣରୋଗୀଏବେବିଆକ୍ରାନ୍ତହୋଇଚିକିତ୍ସିତହେଉଥିବାସ୍ବାସ୍ଥ୍ୟବିଭାଗପକ୍ଷରୁକୁହାଯାଇଛି। ଚର୍ଚ୍ଚା news

Read More

ଗଞ୍ଜାମଜିଲ୍ଲାକବିସୂର୍ଯ୍ୟନଗରଏନଏସିକାର୍ଯ୍ୟାଳୟରେତାଲାପକାଇଦେଲେଅଧକ୍ଷଓକାଉସିଲର l କାର୍ଯ୍ୟରତସମସ୍ତକର୍ମଚାରୀଙ୍କୁକାର୍ଯ୍ୟାଳୟବାହାରକୁବାହାରକରାଯିବାସହମୁଖ୍ୟଫାଟକରେତାଲାପକାଇଧାରଣାରେବସିଛିନ୍ତିନିର୍ବାଚିତପ୍ରତିନିଧି l ରାଜ୍ୟରେନୁଆଁସରକାରଗଠନପରଠାରୁସହରରେକୌଣସିଉନ୍ନୟନମୂଳକକାର୍ଯ୍ୟହେଉନାହିଁ l ରାଜନୈତିକଆକ୍ରାସରଖିପ୍ରତ୍ୟେକଉନ୍ନୟନକାର୍ଯ୍ୟବନ୍ଦକରାଯିବାସହକିଛିଦିନପୂର୍ବରୁବିଭିନ୍ନଉନ୍ନୟନମୂଳକକାର୍ଯ୍ୟପାଇଁଟେଣ୍ଡରହୋଇଥିବାସ୍ଵତେକଣ୍ଟାକ୍ଟ୍ରରମାନଙ୍କୁଏଯାଏଁକାର୍ଯ୍ୟାଦେଶଦିଆଯାଉନାହିଁ l ବାହାରିଥିବାଟେଣ୍ଡରକୁବାତିଲକରିବାଲାଗିକୁଆଡେବିଧାୟକଚାପପକାଉଥିବାଅଭିଯୋଗକରିଆଜିକାର୍ଯ୍ୟାଳୟସମ୍ମୁଖରେଅଧକ୍ଷଙ୍କସମେତବହୁକାଉଁସିଲରଧରଣାରେବସିଛନ୍ତି l ପୂର୍ବରୁଏନଏସିନିର୍ବାଚିତପ୍ରତିନିଧିମାନେଜିଲ୍ଲାପ୍ରଶାସନକଉପୁଜୁଥିବାୁସମସ୍ୟାସମାଧାନନେଇଦାବିପତ୍ରପ୍ରଦାନକରାଯାଇଥିଲେମଧ୍ୟକୌଣସିସୁଫଳନମିଳିବାରୁଆଜିଏନଏସିକାର୍ଯ୍ୟାଳୟବନ୍ଦକରିଛନ୍ତିନିର୍ବାଚିତପ୍ରତିନିଧି | ଚର୍ଚ୍ଚା news

Read More

କେମିତି କାଟିବ ଆଜିର ଦିନ ::; BY_SUBHASMITA-DT_9.5.2026 ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି । ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ମିଥୁନ-ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ । କର୍କଟ–ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ…

Read More