ଗତ କିଛିଦିନ ହେବ ରାଜ୍ୟରେ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା ୨୫ ମେ’ରୁ ୨୯ ମେ’ ୨୦୨୬ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି ଏବଂ ଗରମ ରାତି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଏକ ସ୍ପେଶାଲ ବୁଲେଟିନ୍ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ସୋନପୁର, ଭବାନୀପାଟଣା, ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ରାଜ୍ୟରେ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା ୨୫ ମେ’ରୁ ୨୯ ମେ’ ୨୦୨୬ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି ଏବଂ ଗରମ ରାତି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଏକ ସ୍ପେଶାଲ ବୁଲେଟିନ୍ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ସୋନପୁର, ଭବାନୀପାଟଣା, ସମ୍ବଲପୁର, ବଲାଙ୍ଗୀର…
Author: Charcha News
ବିଜେଡି ଛାଡ଼ିଲେ ଦେବାଶିଷ । ବିଜେଡିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହୋଇଛି । ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବର୍ତ୍ତମାନ ଆଲୋଚନା ଚାଲିଛି ଦେବାଶିଷ ସାମନ୍ତରାୟଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି । ଏନେଇ ଦଳୀୟ ମହଲରେ ଚାଲିଛି ବିଚାର ବିମର୍ଷ । ବିଜେଡି ଛାଡ଼ିଲେ ଦେବାଶିଷ । ବିଜେଡିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହୋଇଛି । ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବର୍ତ୍ତମାନ ଆଲୋଚନା ଚାଲିଛି ଦେବାଶିଷ ସାମନ୍ତରାୟଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି । ଏନେଇ ଦଳୀୟ ମହଲରେ ଚାଲିଛି ବିଚାର ବିମର୍ଷ । ଖୁବଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇପାରନ୍ତି ବିଜେଡି ସୁପ୍ରିମୋ । ଦେବାଶିଷ ବିଜେଡି ଛାଡ଼ି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଘଟଣା ଏବେ ଏକ ରୋଚକ ମୋଡ଼…
ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଏଡିଜିପି ଦୟାଲ ଗଙ୍ଗୱାର । ଗୃହ ବିଭାଗ ଓଏସଡି ଭାବେ ମିଳିଲା ନିଯୁକ୍ତି । ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ମିଳିଲା ନୂଆ ଦାୟିତ୍ବ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଏଡିଜିପି ଦୟାଲ ଗଙ୍ଗୱାର । ଗୃହ ବିଭାଗ ଓଏସଡି ଭାବେ ମିଳିଲା ନିଯୁକ୍ତି । ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ମିଳିଲା ନୂଆ ଦାୟିତ୍ବ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟପାଳଙ୍କ ଆଦେଶ କ୍ରମେ ଏହି ବଦଳି ତତ୍କାଳ ପ୍ରଭାବରୁ ଲାଗୁ କରାଯାଇଛି । ଗୃହ ବିଭାଗ ଅତିରିକ୍ତ ସିଚବ ତ୍ରିଲୋଚନ ମାଝୀ ଏହି ବିଜ୍ଞପ୍ତି ଜାରି କରିଛନ୍ତି । ବର୍ତ୍ତମାନ କଟକସ୍ଥିତ ଯୋଗାଯୋଗ…
BY-ରାଜୀବ କୁମାର ବେହେରା ଉଦଳା :ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜଡିଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଥରଖଣି ଗ୍ରାମରେ ଏକ ପରିବାରର ଧର୍ମ ପରିବର୍ତ୍ତନ ଓ ପୁନର୍ବାସ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ପ୍ରାୟ ତିନି ବର୍ଷ ପୂର୍ବେ ଭାଟୁ ମାରାଣ୍ଡି, ବାଲି ମାରାଣ୍ଡି, ପିରୁ ମାରାଣ୍ଡି ଓ ଆରତୀ ମାରାଣ୍ଡିଙ୍କ ପରିବାର ବିଭିନ୍ନ ରୋଗରେ ପୀଡିତ ଥିବାବେଳେ କିଛି ବ୍ୟକ୍ତି ସେମାନଙ୍କ ସହ ସଂପର୍କ ସ୍ଥାପନ କରି ଧର୍ମ ପରିବର୍ତ୍ତନ କଲେ ରୋଗ ଭଲ ହେବ ଓ ଜୀବନର ସମସ୍ୟା ଦୂର ହେବ ବୋଲି ପ୍ରଲୋଭନ ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ପରିବାରଟି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। କିନ୍ତୁ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ସେମାନେ ନିଜ ଭୁଲ ବୁଝିପାରି ପୁଣି ନିଜ ପୂର୍ବ ଧର୍ମକୁ ଫେରିବା ପାଇଁ ଗ୍ରାମ ମୁଖିୟା ଓ ବରିଷ୍ଠମାନଙ୍କ ସହ…
BY -ରାଜୀବ କୁମାର ବେହେରା ଉଦଳା : ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ବେଆଇନ ଦେଶୀ ମହୁଲି ମଦ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଉଦଳା ଥାନା ଅଧୀନ ଆଦାପାଳ ଗ୍ରାମ ଓ ଜୁଆଳିଆ ଜଙ୍ଗଲ ନଦୀପଠାରେ ଗଢ଼ିଉଠିଥିବା ବେଆଇନ ମଦ କାରଖାନା ଉପରେ ହୋଇଥିବା ଏହି ଅତର୍କିତ ଚଢ଼ାଉରେ ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ଜବତ ହୋଇଥିବା ବେଳେ ସମଗ୍ର କାରଖାନାକୁ ଧ୍ୱଂସ କରାଯାଇଛି। ଗୁପ୍ତ ସୂଚନା ପାଇ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଉଦଳା, ବାରିପଦା, ବେତନଟୀ ଓ ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା। ହଠାତ୍ ଜଙ୍ଗଲ ଭିତରେ ଅବକାରୀ ବିଭାଗର ଟିମ୍ ପହଞ୍ଚିବା ପରେ ମଦ ମାଫିଆଙ୍କ ମଧ୍ୟରେ ଛନକା ପସିଯାଇଥିଲା। ଚଢ଼ାଉ ଦେଖି ଅନେକ ମାଫିଆ ଘଟଣାସ୍ଥଳରୁ ଫେରାର ମାରିଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ପ୍ରାୟ ୧୩ ହଜାର…
ରାହାମା :: କଲେଜ ଛକରେ ଥିବା ଆଇ.ଟି.ସି.ଟି ସାଇନ୍ସ ପଏଣ୍ଟ କୋଚିଙ୍ଗ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ଚଳିତ ବର୍ଷ ବାର୍ଷିକ +୨ ବିଜ୍ଞାନ ଓ କଳା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅନୁଷ୍ଠାନର ଓ ଏହି ଅଞ୍ଚଳର ଗୌରବ ବଢାଇଛନ୍ତି । ମାଟ୍ରିକ ପରୀକ୍ଷାରେ ଅଳ୍ପ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀମାନେ ମଧ୍ୟ ଏହି ଅନୁଷ୍ଠାନର ଉନ୍ନତ ମାନର ଶିକ୍ଷାଦାନ ପଦ୍ଧତି ଓ ସର୍ବୋପରି ଏହାର ପ୍ରତିଷ୍ଠାତା ରାକେଶ କୁମାର ବାରିକଙ୍କ ନିଷ୍ଠାପର ଉଦ୍ୟମ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଯୋଗୁ +୨ ବିଜ୍ଞାନ ଓ କଳା ପରୀକ୍ଷାରେ ଏଭଳି ସଫଳତା ହାସଲ କରିବା ସମ୍ଭବ ହୋଇ ପାରିଛି । ଏବର୍ଷ ଏହି ଅନୁଷ୍ଠାନ ରୁ ସମୁଦାୟ ୪୨ ଜଣ ବିଜ୍ଞାନ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ସର୍ବୋଚ୍ଚ ମାର୍କ ରଖି ପ୍ରଥମ ଶ୍ରେଣୀରେ ୩୨ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ +୨ କଳା ପରୀକ୍ଷାରେ ୨୮ ଜଣ ପ୍ରଥମ…
ମେଷ : ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି। ମିଥୁନ: ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ। କର୍କଟ: ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ। ସି˚ହ: ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ…
ପାଟନା ହାଇକୋର୍ଟକୁ ନୂଆ ମୁଖ୍ୟ ବିଚାରପତି ମିଳିବାକୁ ଯାଉଛି । ସୁପ୍ରିମକୋର୍ଟ କଲେଜିୟମ୍ ସିକ୍କିମ ହାଇକୋର୍ଟର ବିଚାରପତି ଜଷ୍ଟିସ ମୀନାକ୍ଷି ମଦନ ରାୟଙ୍କୁ ଏହି ପଦରେ ନିଯୁକ୍ତି କରିବାକୁ ସୁପାରିସ କରିଛନ୍ତି। ବର୍ତ୍ତମାନର ମୁଖ୍ୟ ବିଚାରପତି ଜୁନ୍ ୪ ତାରିଖରେ ଅବସର ନେବେ। ପାଟନା ହାଇକୋର୍ଟକୁ ନୂଆ ମୁଖ୍ୟ ବିଚାରପତି ମିଳିବାକୁ ଯାଉଛି । ସୁପ୍ରିମକୋର୍ଟ କଲେଜିୟମ୍ ସିକ୍କିମ ହାଇକୋର୍ଟର ବିଚାରପତି ଜଷ୍ଟିସ ମୀନାକ୍ଷି ମଦନ ରାୟଙ୍କୁ ଏହି ପଦରେ ନିଯୁକ୍ତି କରିବାକୁ ସୁପାରିସ କରିଛନ୍ତି। ବର୍ତ୍ତମାନର ମୁଖ୍ୟ ବିଚାରପତି ଜୁନ୍ ୪ ତାରିଖରେ ଅବସର ନେବେ। ଏହାପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ମେ ୨୨ ତାରିଖରେ କଲେଜିୟମ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଜଷ୍ଟିସ ମୀନାକ୍ଷି ଏମ୍ ରାୟ ସିକ୍କିମ ନ୍ୟାୟିକ ଇତିହାସରେ ପ୍ରଥମ ମହିଳା ବିଚାରପତି ।ଦିଲ୍ଲୀରେ ଆଇନ ପଢ଼ିବାଠାରୁ ଆରମ୍ଭ କରି ସିକ୍କିମରେ ସବୁଠୁ ବଡ଼ ମହିଳା ବିଚାରପତି ଓ ବର୍ତ୍ତମାନ ପାଟନା…
କାଳ ହେଲା ସେଲ୍ଫି । ଟ୍ରେନ ଉପରେ ଚଢ଼ି ସେଲଫି ନେଉଥିବାବେଳେ ଜଣେ ଯୁବକ ଜଳିଯାଇଛନ୍ତି । ଭୁବନେଶ୍ବର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଘଟିଛି ଅଘଟଣ । ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛନ୍ତି ଯୁବକ ଜଣକ । ଗୁରୁତର ଯୁବକଙ୍କ ଘର ଗୁଜରାଟରେ । କାଳ ହେଲା ସେଲ୍ଫି । ଟ୍ରେନ ଉପରେ ଚଢ଼ି ସେଲଫି ନେଉଥିବାବେଳେ ଜଣେ ଯୁବକ ଜଳିଯାଇଛନ୍ତି । ଭୁବନେଶ୍ବର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଘଟିଛି ଅଘଟଣ । ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛନ୍ତି ଯୁବକ ଜଣକ । ଗୁରୁତର ଯୁବକଙ୍କ ଘର ଗୁଜରାଟରେ ।ସେ ଭୁବନେଶ୍ବରରେ ରହି ଡିପ୍ଲୋମା କରୁଥିଲେ । ଖରା ଛୁଟି ପରେ ଗାଁକୁ ଯାଉଥିଲେ । ତେବେ ସେଲଫି ନେଲାବେଳେ, ୩୩ କେଭି ବିଦ୍ୟୁତ ଯୋଗୁଁ ତାଙ୍କ ହାତ ଓ ମୁଣ୍ଡ ଜଳିଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲରେ…








