ବିଏମ୍ ସି ସହ ଚୁକ୍ତି ସ୍ୱାକ୍ଷର କଲା ନେକ୍ସବ୍ୟାଣ୍ଡ ରିନ୍ୟୁୟେବଲ୍ସ ସହରରୁ କମିବ ବର୍ଜ୍ୟ ଭାର ଭୁବନେଶ୍ୱର ; ବର୍ଜ୍ୟରୁ ଉର୍ଜା ଏବଂ ବର୍ଜ୍ୟର ପୁନଃଚକ୍ରଣ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଗଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) । ଓଦା ବର୍ଜ୍ୟରୁ ଉତ୍ପାଦନ ହେବ ସିଏନ୍ ଜି । ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ବାହାରୁଥିବା ଓଦା, ଶୁଖିଲା, ଇଲେକ୍ଟ୍ରୋନିକ୍ସ ଓ ବିପଦପୂର୍ଣ୍ଣ ବର୍ଜ୍ୟର ପ୍ରକ୍ରିୟାକରଣକୁ ଉନ୍ନତମାନର ବୈଜ୍ଞାନିକ ପଦ୍ଧତିରେ କରାଇବା ପାଇଁ ପଦକ୍ଷେପ ଜାରି ରହିଛି । ଓଦା ବର୍ଜ୍ୟରୁ ସିଏନ୍ ଜି ପ୍ରସ୍ତୁତ କରିବାକୁ ଯାଉଥିବା ନେକ୍ସବ୍ୟାଣ୍ଡ ରିନ୍ୟୁୟେବଲ୍ସ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି ବିଏମ୍ ସି । ଏହି ଅବସରରେ ବିଏମ୍ ସି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ…
Author: Charcha News
ସୁନ୍ଦରଗଡ଼, ଏପ୍ରିଲ୬: ସୁନ୍ଦରଗଡ଼ଜିଲ୍ଲାରଲାଠିକଟାବ୍ଲକଅନ୍ତର୍ଗତରାଣ୍ଟୋଗ୍ରାମରେଆଜି ‘ଅମ୍ଲମାଟିପରିଚାଳନାଓସମତୁଳିତସାରବ୍ୟବହାର’ବିଷୟରେଏକସଚେତନତାପ୍ରଶିକ୍ଷଣକାର୍ଯ୍ୟକ୍ରମଆୟୋଜିତହୋଇଥିଲା।ଏହାକୁ ICAR-CRRI, କଟକଦ୍ୱାରାBiotezAgrinovationPvt. Ltd. ସହଯୋଗରେ ‘Economic and environment-friendly utilization of Basic-Slag and Fly Ash as Soil amendments to Reclaim Acid soils of Odisha [SAFAR]: Waste to wealth for promoting circular economy (EAP 411)’ ପ୍ରକଳ୍ପଅଧୀନରେଆୟୋଜନକରାଯାଇଥିଲା।ଏହିପ୍ରକଳ୍ପଟିଓଡ଼ିଶାରାଜ୍ୟସରକାରଙ୍କଅର୍ଥସହଯୋଗରେପରିଚାଳିତହେଉଛି।କାର୍ୟକ୍ରମରେମୋଟ୧୧୫ଜଣଚାଷୀଅଂଶଗ୍ରହଣକରିଥିଲେ। କାର୍ୟକ୍ରମରେ Dr. P. Bhattacharyya, ପ୍ରଧାନଅନୁସନ୍ଧାନକାରୀଓମୁଖ୍ୟ, CPD, ICAR-CRRI; Dr. Supriya Dash, ବ୍ଲକକୃଷିଅଧିକାରୀ, ଲାଠିକଟା; Dr. WinniRoutray, ସହଯୋଗୀଅଧ୍ୟାପିକା, ଖାଦ୍ୟପ୍ରକ୍ରିୟାକରଣବିଭାଗ, NIT Rourkela; ଏବଂ Dr. ShitarashmiSahu, ନିର୍ଦ୍ଦେଶିକାଓସଂସ୍ଥାପିକା, BiotezAgrinovationPvt. Ltd. ଉପସ୍ଥିତଥିଲେ। କାର୍ୟକ୍ରମଟିଶ୍ରୀମତୀରାଜଲକ୍ଷ୍ମୀସାହୁଙ୍କସ୍ୱାଗତଭାଷଣସହଆରମ୍ଭହୋଇଥିଲା।ସେ SAFAR ପ୍ରକଳ୍ପରଲକ୍ଷ୍ୟଓଉଦ୍ଦେଶ୍ୟସମ୍ବନ୍ଧରେସାମଗ୍ରିକଧାରଣାଦେଇଥିଲେ।ପରେଡା. ଶିତାରଶ୍ମିସାହୁବାୟୋ-ଫର୍ଟିଲାଇଜରବିଷୟରେଆଲୋଚନାକରିBiotezAgrinovationଦ୍ୱାରାସୁସ୍ଥାୟୀକୃଷିପ୍ରଚାରରେନିଆଯାଉଥିବାପଦକ୍ଷେପବିଷୟରେଅଲୋକପାତକରିଥିଲେ। ଡା. ପି. ଭଟ୍ଟାଚାର୍ଯ୍ୟମାଟିରସ୍ୱାସ୍ଥ୍ୟ, pH ମାନ, ଅମ୍ଲତାରକାରଣଓତାହାରଫସଲଉତ୍ପାଦନଉପରେପ୍ରଭାବବିଷୟରେବିସ୍ତୃତଅଲୋଚନାକରିଥିଲେ।ସେମାଟିପରୀକ୍ଷା, ମାଟିନମୁନାସଂଗ୍ରହପ୍ରଣାଳୀ, ଅମ୍ଲମାଟିପରିଚାଳନାପାଇଁ Ecolime+ ବ୍ୟବହାରଓଭୂମିପ୍ରକୃତିଓଅବଧିଅନୁଯାୟୀଉପଯୁକ୍ତଧାନବିଜଚୟନବିଷୟରେଗୁରୁତ୍ୱଦେଇଥିଲେ। ଡା. ସୁପ୍ରିୟାଦାଶଗ୍ରୀନ୍ମାନ୍ୟୁରିଂ, ବିଜଶୋଧନପ୍ରକ୍ରିୟାରଗୁରୁତ୍ୱଓ Ecolime+ ବ୍ୟବହାରଦ୍ୱାରାମାଟିରଅମ୍ଲତାକମେଇବାରଲାଭବିଷୟରେକହିଥିଲେ, ଯାହାଓଡ଼ିଶାରେଚାଷୀମାନଙ୍କପାଇଁଏକମୁଖ୍ୟସମସ୍ୟା। ପ୍ରଶିକ୍ଷଣକାର୍ୟକ୍ରମରଅଂଶଭାବେରାଣ୍ଟୋଗ୍ରାମରଚାଷୀମାନଙ୍କୁ୧୦୦ଟିସଏଲ୍ହେଲ୍ଥକାର୍ଡବଣ୍ଟନକରାଯାଇଥିଲା, ଯାହାଚାଷୀମାନଙ୍କୁସଚେତନନିଷ୍ପତ୍ତିନେବାରେସହାୟକହେବ।ଶେଷରେଚାଷୀମାନଙ୍କସହଆଲୋଚନାଓମତାମତଗ୍ରହଣକରାଯାଇଥିଲାଏବଂଦୀର୍ଘମିଆଦିଭିତ୍ତିରେ Ecolime+ ବ୍ୟବହାରଓସୁସ୍ଥାୟୀମାଟିପରିଚାଳନାକିପରିଅଗ୍ରସରକରାଯାଇପାରିବସେଥିରେଚର୍ଚ୍ଚାହୋଇଥିଲା। ଏହିକାର୍ୟକ୍ରମଚାଷୀମାନଙ୍କଜ୍ଞାନବୃଦ୍ଧିସହିତଜଳବାୟୁ-ସହନଶୀଳଓସୁସ୍ଥାୟୀକୃଷିପ୍ରଚଳନକୁଅଗ୍ରସରକରିବାରେଏକଗୁରୁତ୍ୱପୂର୍ଣ୍ଣପଦକ୍ଷେପବୋଲିପ୍ରମାଣିତହୋଇଛି । ଚର୍ଚ୍ଚା news
BY_ରବିନ୍ଦ୍ର ନାଥ ମହାପାତ୍ର ଗୁଣପୁର :ରାୟଗଡ଼ା ଜିଲ୍ଲା ଗୁଣପୁରରୁ ଆସିଛି ଏକ ଦୁଃଖଦ ଖବର। କୂଅରେ ପଡ଼ି ଜଣେ ପକ୍ଷାଘାତ ରୋଗ ରେ ପୀଡିତ ଥିବା ଶିକ୍ଷକ ଙ୍କ ମୃତ୍ୟୁ ଘଟିଛି। ଗୁଣପୁର ପୌରପରିଷଦ ୧ ନମ୍ବର ୱାର୍ଡ ଶିବ ଶକ୍ତି ଲେନ -1 ରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ, ତାହା କେହି କହିପାରିବେ ନାହିଁ। ରାୟଗଡ଼ା ଜିଲ୍ଲା ଗୁଣପୁର ପୌରପରିଷଦ ଅନ୍ତର୍ଗତ ଶିବ ଶକ୍ତିନଗର ଲେନ୍-୧ରେ ଘଟିଛି ଏମିତି ଏକ ଅଘଟଣ। ଏହି ଅଞ୍ଚଳର ବାସିନ୍ଦା କୃଷ୍ଣ ସେନାପତିଙ୍କର କୂଅରେ ପଡ଼ି ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, କୃଷ୍ଣ ସେନାପତି ଦୀର୍ଘ ମାସ ଧରି ପକ୍ଷାଘାତ ବା ପାରାଲିସିସ୍ ରୋଗରେ ପୀଡ଼ିତ ଥିଲେ। ତେବେ ଆଜି କୌଣସି କାରଣ ବଶତଃ ସେ ଘର ନିକଟରେ ଥିବା ଏକ କୂଅରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ତୁରନ୍ତ ଗୁଣପୁର ଅଗ୍ନିଶମ…
BY–ରବୀନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା : ମୋହନ ଚରଣ ମାଝୀ ଙ୍କ ନୂତନ ସରକାର ଗଠନ ହେଲା ପରେ ଆଜି ସୋମବାର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷ ଓ ଉପାଧ୍ୟକ୍ଷ ଙ୍କ ତାଲିକା ଘୋଷଣା କରାଯାଇଛି।ଏହି କ୍ରମରେ ରାୟଗଡ଼ା ଜିଲ୍ଲାର ଅଧକ୍ଷ ହେଲେ ବିଦ୍ୟାଧର ଶବର ଆଉ ଉପାଧ୍ୟକ୍ଷା ହେଲେ ମଞ୍ଜୁଳା ମିନିୟକା ।ଏହି ଦୁଇ ଜଣ ପଦ ପାଇବା ପରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସହ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ନେତା ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।ଗୁଣପୁର ଠାରେ ରାଷ୍ଟ୍ରୀୟ ସଦସ୍ୟ ୱାଇ ଗଣପତି ରାଓ ଙ୍କ ବାସ ଭବନ ପରିସରରେ ଦଳୀୟ ସଦସ୍ୟ ମାନେ ଉପସ୍ଥିତ ରେ ବିଦ୍ୟାଧର ଶବର ଙ୍କୁ ମିଠା ଖୁଆଇ ଦଳର ଉତ୍ତରୀୟ ସହ ଫୁଲ ମାଲ ଦେଇ ସମ୍ଵର୍ଦ୍ଧିତ କରା ଯାଇଥିଲା ।ପରେ ଏକ ବାଇକ୍ ରଲି ରେ…
BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ : ୦୬/୦୪/୨୦୨୬ :ରାୟଗଡ଼ ଜିଲ୍ଲା ସଂସ୍କୃତି ବିଭାଗର ପତ୍ର ସଂଖ୍ୟା ୯୪୯ ତା ୩୦.୦୩.୨୦୨୬ ଅନୁସାରେ, ସମଗ୍ର ଜିଲ୍ଲାରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ବହୁ ଆଡ଼ମ୍ବରରେ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ ପୌରପରିଷଦ ପକ୍ଷରୁ ସ୍ଥାନୀୟ ପ୍ରେମ୍ ପାହାଡ଼ ପର୍ଯ୍ୟଟନ ସ୍ଥଳୀଠାରେ ଏକ ବୃହତ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାୟଗଡ଼ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ ଏବଂ ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା କାର୍ଯ୍ୟର ନେତୃତ୍ୱ ନେବା ସହ ସହରବାସୀଙ୍କୁ ପରିବେଶ ସୁରକ୍ଷା ଓ ଓଡ଼ିଆ ଅସ୍ମିତାର ବାର୍ତ୍ତା ଦେଇଥିଲେ। ଏହି ଅଭିଯାନରେ ପୌର ପରିଷଦର ସମସ୍ତ ୱାର୍ଡ କାଉନସିଲର, ଜିଲ୍ଲା ସ୍ତରୀୟ ପଦାଧିକାରୀ, ପୌର କର୍ମଚାରୀ, ସ୍ୱଚ୍ଛ ସାଥୀ, ସୁପରଭାଇଜର ଏବଂ ସଫେଇ କର୍ମଚାରୀମାନେ…
ତାପମାତ୍ରା ବଢ଼ିବା ସାଙ୍ଗକୁ ଲଗାତାର ଗ୍ରୀଷ୍ମପ୍ରବାହ ବେଳେ ଥଣ୍ଡା ରହିବା କେବଳ ଆରାମ ନୁହେଁ, ବରଂ ଏହା ନିଜର ସୁରକ୍ଷା। କାରଣ ଅତ୍ୟଧିକ ଖରା ସ୍ବାସ୍ଥ୍ୟ ପ୍ରତି ଗୁରୁତର ବିପଦ ଆଣିପାରେ। BY-SUBHASMITA-DT-6.4.2026 ଭୁବନେଶ୍ଵର :-DT-6.4.2026 :: ତାପମାତ୍ରା ବଢ଼ିବା ସାଙ୍ଗକୁ ଲଗାତାର ଗ୍ରୀଷ୍ମପ୍ରବାହ ବେଳେ ଥଣ୍ଡା ରହିବା କେବଳ ଆରାମ ନୁହେଁ, ବରଂ ଏହା ନିଜର ସୁରକ୍ଷା। କାରଣ ଅତ୍ୟଧିକ ଖରା ସ୍ବାସ୍ଥ୍ୟ ପ୍ରତି ଗୁରୁତର ବିପଦ ଆଣିପାରେ। ଏଥିପାଇଁ କେଉଁସବୁ ଦିଗ ଉପରେ ନଜର ଦେଲେ ନିଜକୁ ଥଣ୍ତା ରଖିହେବ, ତେବେ ଆସନ୍ତୁ ଜାଣିବା ଉପାୟ କଣ ସବୁ ପ୍ରଥମେ ନିଜକୁ ସୂର୍ଯ୍ୟ ଉପଯୋଗୀ କରନ୍ତୁ ଅତ୍ୟଧିକ ଖରାବେଳେ ଘରୁ ବାହାରକୁ ନ ବାହାରିବା ପାଇଁ ଚେଷ୍ଟା କରନ୍ତୁ। ବାହାରକୁ ଗଲେ ସନସ୍କ୍ରିନ୍ ଲୋସନ୍ ବ୍ୟବହାର କରନ୍ତୁ। ମୁଣ୍ଡରେ ଟୋପି ପିନ୍ଧନ୍ତୁ। ଛାଇ ଜାଗାରେ କିଛି କିଛି ସମୟ କାଟନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ ପିନ୍ଧିବାକୁ ଭୁଲନ୍ତୁ ନାହିଁ…
ଭୁବନେଶ୍ୱର :୩ ଏପ୍ରିଲ, ୨୦୨୬:ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆଜି “ଛାନ୍ଦ ଓ ଚମ୍ପୂ”କୁ ନେଇ ଏକ ବିଶେଷ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, “ଛାନ୍ଦ ଓ ଚମ୍ପୂ ହେଉଛି ଓଡ଼ିଆ ସ୍ୱାଭିମାନର ପ୍ରତୀକ। ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ ଆମକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଛି। ଛାନ୍ଦ, ଚମ୍ପୂ, ଚଉତିଶା ଆଦିକୁ ନେଇ ଆମେ ସର୍ବଦା ଗର୍ବିତ ଅନୁଭବ କରିଥାଉ। ତେଣୁ ଆମ ଯୁବ ସଙ୍ଗୀତଜ୍ଞମାନେ ଭବିଷ୍ୟତରେ ଯେପରି ଆମର ଏହି ସମୃଦ୍ଧ ସଙ୍ଗୀତ ପରମ୍ପରାକୁ ଜାତୀୟ ଓ…
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପରିଚାଳିତ ବୟନିକା, ଉତ୍କଳିକା, ରେଶମ ଓଡ଼ିଶା ଓ ସମ୍ବଲପୁରୀ ବସ୍ତ୍ରାଳୟର ସମସ୍ତ ଶାଖାରେ ହସ୍ତତନ୍ତ ବସ୍ତ୍ର କ୍ରୟ ଉପରେ ଶତକଡ଼ା ୨୦+୧୦ ଭାଗ ରିହାତି ପ୍ରଦାନ ଓଡ଼ିଆ ପକ୍ଷ ୱେବ୍ସାଇଟରେ ସେଲ୍ଫି ଅପଲୋଡ଼ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ପ୍ରତି ବଢୁଛି ଯୁବପିଢ଼ିଙ୍କ ଆଗ୍ରହ ଭୁବନେଶ୍ୱର :୩ ଏପ୍ରିଲ, ୨୦୨୬ :ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଛି ଓଡ଼ିଆ ପକ୍ଷ। ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଓ ତୃତୀୟ ଦିନ ଅର୍ଥାତ୍ ଏପ୍ରିଲ ୨ ଓ ୩ ତାରିଖକୁ ପାରମ୍ପରିକ ପୋଷାକ ପରିଧାନ ଦିବସ “ଆମ ପୋଷାକ ଆମ ପରିଚୟ” ଦିବସ ଭାବେ ପାଳନ କରାଯାଉଛି। ଆଜି “ଆମ ପୋଷାକ ଆମ ପରିଚୟ” ଦିବସ ପାଳନ ଅବସରରେ ବରଗଡ଼…
‘ଟିମ୍ ଓଡ଼ିଶା’କୁ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ ପଦକ ଭୁବନେଶ୍ଵର, ୩ ଏପ୍ରିଲ ୨୦୨୬: ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର ନୋଏଡାର ‘ଇଣ୍ଡିଆ ଏକ୍ସପୋ ସେଣ୍ଟର’ଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ‘ଇଣ୍ଡିଆ ସ୍କିଲ୍ସ’ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଅଭିନନ୍ଦନ ଜଣାଇଛନ୍ତି। ‘‘ଇଣ୍ଡିଆ ସ୍କିଲ୍ସ ଭଳି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହା ଆମ ରାଜ୍ୟ ପାଇଁ ଗୌରବର ବିଷୟ। ଏହି ସଫଳତା ପଛରେ ଆମ ରାଜ୍ୟର ଦକ୍ଷ ପ୍ରଶିକ୍ଷଣ ପ୍ରଣାଳି, ମେଣ୍ଟରସିପ୍ ଏବଂ ବିଭିନ୍ନ ଦକ୍ଷତା ବିକାଶ…








