Author: Charcha News

BY-SUBHASMITA-DT-5.4.2026 ଭୁବନେଶ୍ଵର : DT-5.4.2026 ::କ୍ୟାବିନେଟ ବୈଠକରେ ସଂରକ୍ଷଣ ପ୍ରସ୍ତାବକୁ ମୋହର ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କହିଛନ୍ତି ଚଳିତ ଶିକ୍ଷା ବର୍ଷରୁ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଯଦିଓ ଶିକ୍ଷା ବର୍ଷ ଆରମ୍ଭ ହୋଇଯାଇଛି | କ୍ୟାବିନେଟ ବୈଠକରେ ସଂରକ୍ଷଣ ପ୍ରସ୍ତାବକୁ ମୋହର ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ। କହିଛନ୍ତି ଚଳିତ ଶିକ୍ଷା ବର୍ଷରୁ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଯଦିଓ ଶିକ୍ଷା ବର୍ଷ ଆରମ୍ଭ ହୋଇଯାଇଛି ।  କ୍ୟାବିନେଟ ନିଷ୍ପତ୍ତି ଅନୁଯାଇ ସଂରକ୍ଷଣ ଲାଗୁ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିବେ। ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିୟରିଂ, ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ନୀତିରେ ରାଜ୍ୟ କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟର ଅନୁସୂଚିତ ଜନଜାତି ୨୨.୫୦% , ଅନୁସୂଚିତ ଜାତି…

Read More

କହିଲେ, ଆଗାମୀ ଦିନରେ ରାଜ୍ୟରେ ହେବ ମେଟ୍ରୋ ପ୍ରକଳ୍ପ BY-SUBHASMITA-DT-5.4.2024 ଭୁବନେଶ୍ଵର : -DT-5.4.2024 ::ମେଟ୍ରୋ ପ୍ରକଳ୍ପକୁ ନେଇ ପୂର୍ତ୍ତ ମନ୍ତ୍ରୀଙ୍କ ବଡ଼ ବୟାନ । ରାଜ୍ୟରେ ଆଗାମୀ ଦିନରେ ନିଶ୍ଚିତ ଭାବରେ ମେଟ୍ରୋ ହେବ। ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରି ନିଜର ନିର୍ବାଚନ ଚାଲ ଖେଳିବା ଏବଂ ମେଟ୍ରୋ କରି ପ୍ରତିବର୍ଷ ଦୁଇ ହଜାର କୋଟି କ୍ଷତି କରିବାର ଆବଶ୍ୟକତା ନାହିଁ ହେବ। ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରି ନିଜର ନିର୍ବାଚନ ଚାଲ ଖେଳିବା ଏବଂ ମେଟ୍ରୋ କରି ପ୍ରତିବର୍ଷ ଦୁଇ ହଜାର କୋଟି କ୍ଷତି କରିବାର ଆବଶ୍ୟକତା ନାହିଁ । ଆଗାମୀ ଦିନରେ ମେଟ୍ରୋକୁ ନେଇ ସରକାର ଗମ୍ଭୀର ଅଛନ୍ତି । ମୋବିଲିଟି ପ୍ଲାନ ହେଲା ପରେ ମେଟ୍ରୋକୁ ନେଇ ସରକାର ଚିନ୍ତା କରିବେ । ଏଥିସହ ମେଟ୍ରୋ ପ୍ରକଳ୍ପକୁ ନେଇ ପୂର୍ବ ସରକାରକୁ ଦୋଷ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ମେଟ୍ରୋକୁ ନେଇ…

Read More

ଅକ୍ଟୋବରରୁ ଜିଲ୍ଲା ଜିଲ୍ଲା ବୁଲିବେ, ବଞ୍ଚିବ କି ବିଜେଡି? BY-SUBHASMITA-DT-5.4.2024 ଭୁବେନଶ୍ୱର : DT-5.4.2024:ନବୀନଙ୍କୁ ଘାରିଲାଣି ପଞ୍ଚାୟତ ଚିନ୍ତା, ସଂଗଠନକୁ ମଜବୁତ କରିବାକୁ ଅକ୍ଟୋବରରୁ ଜିଲ୍ଲାକୁ ଜିଲ୍ଲା ବୁଲିବେ ନବୀନ । ପଞ୍ଚାୟତ ପାଇଁ ଏବେଠୁ ପାଗ ଭିଡ଼ିଲାଣି ବିଜେପି । ବିରୋଧୀ କ୍ୟାମ୍ପର ତୃଣମୂଳସ୍ତରର ନେତା ଓ କର୍ମୀଙ୍କୁ ଦଳରେ ସାମିଲ କରି ସଙ୍ଗଠନକୁ ଶକ୍ତିଶାଳୀ କରୁଛନ୍ତି ମୋହନ-ମନମୋହନ ଯୋଡି। ହେଲେ ଏହି ରେସରେ ବେଶ ପଛରେ ରହିଛି ବିଜେଡି। ଦଳର ଭୋଟବ୍ୟାଙ୍କ ଭାଙ୍ଗୁଥିବା ବେଳେ ଶୀର୍ଷ ନେତୃତ୍ବ ନିଜକୁ କେବଳ ଶଙ୍ଖଭବନ ଓ ନବୀନ ନିବାସରେ ସୀମିତ ରଖିଛନ୍ତି । କର୍ମୀଙ୍କ ପାଖରେ ପହଞ୍ଚୁନାହାନ୍ତି ବିଜେଡି ସୁପ୍ରିମୋ। ବରଂ ପ୍ରତିଦିନ ଦଳୀୟ କନ୍ଦଳର ଗୋଟିଏ ଗୋଟିଏ ନୂଆ ଅଧ୍ୟାୟ ଧରି ନବୀନ ନିବାସ ଆସୁଛନ୍ତି ତୃଣମୂଳସ୍ତରର ନେତା । କାରଣ ନବୀନଙ୍କ ବାଦ୍ ଦଳର ଦ୍ବିତୀୟ ଧାଡିର ଛାମୁଆ ନେତାଙ୍କୁ ଭରସିପାରୁନାହାନ୍ତି କର୍ମୀ। ତେଣୁ ପଞ୍ଚାୟତ ପରୀକ୍ଷା ଦଳ…

Read More

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ପଞ୍ଚାୟତରେ ଥିବା କଚୁଆ ପଡା ଗ୍ରାମରେ ହଜରତ ହାପିଜ ବଦିରୋଦ୍ଦିନ୍ ପୀର ବାବାଙ୍କ ୩୪ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଜଳସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟିକା ସୁବାସିନି ଜେନା ଯୋଗଦେଇ ବସ୍ତା ନିର୍ବାଚନ ମଣ୍ଡଳୀ ରେ ଥିବା ଲଘୁ ସଂମ୍ପ୍ରଦାୟ ଭାଇ ଭଉଣୀ ମାନଙ୍କୁ ମୁବାରକ ବାତ ଦେବା ସହିତ ବାବା ଙ୍କ ପାଖରେ ସେମାନଙ୍କ ସୁଖସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଏହି ପରିପ୍ରେକ୍ଷୀରେ ବହୁ ସମାଜସେବୀ ପୀର ବାବାଙ୍କୁ ଦର୍ଶନ କରି ହିନ୍ଦୁ ଓ ମୁସଲମାନ ଉଭୟ ସଂପ୍ରଦାୟର ଭାଇଚାରା ସୁତ୍ରରେ ବାନ୍ଧି ହୋଇଥିଲେ ।କାଦରୀ କମିଟିର ସଭାପତି ସାବୁଉଦ୍ଦିନ ସାହା ଏବଂ କର୍ମ କର୍ତ୍ତା ମାନେ ଏହି ଜଳସା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ମୈଳାନାଙ୍କ ଦ୍ଵାରା ପ୍ରବଚନ ଦିଆଯାଇଥିଲା। ଚର୍ଚ୍ଚା news

Read More

ଚଳିତ ଶିକ୍ଷାବର୍ଷ ଉପଲକ୍ଷେ ବିଦ‍୍ୟାଳୟରେ ପ୍ରବେଶ ଉସ୍ଛବ ଓ ଖଡିଛୁଆଂ କାଯ‍୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନକୁଂ ସଚେତନ କରାଇବା ଉଦେଶ‍୍ୟରେ ବାହାରିଥିବା ଶିକ୍ଷାରଥକୁ ଗୋଷ୍ଠୀ ଶିକ୍ଷା ଅଧିକାରୀକଂ କାଯ‍୍ୟାଳୟ ଠାରେ ମୁଖ‍୍ୟଅତିଥି ଟାଂଗୀ ପଚାଂୟତ ସରପଂଚ କିଶୋର କୁମାର ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଶିକ୍ଷୟତ୍ରୀ ଓ କାଯ‍୍ୟାଳୟର ମହିଳା କର୍ମଚାରୀମାନେ ଶିକ୍ଷାରଥକୁ ବନ୍ଦାପନା କରିଥିଲେ ।ଗୋଷ୍ଠୀ ଶିକ୍ଷା ଅଧିକାରୀକଂ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ କୁମାର ବଳବନ୍ତରାୟ,ପୁରାତନ ଛାତ୍ର ସଂସଦ ସଂପାଦକ ବିଜୟ କୁମାର ରାଉତ, ସାମ୍ୱାଦିକ ରଘୁନାଥ ସାହୁ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରସନ୍ନ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ପ୍ରତ‍୍ୟେକ ବିଦ‍୍ୟାଳୟ ଅଂଚଳରେ ୬ ବର୍ଷ ବୟସର ପିଲାମାନକୁଂ ବିଦ‍୍ୟାଳୟରେ ପ୍ରବେଶ କରାଇବା ପାଇଂ ବୁଧିଜିବୀ,ଶିକ୍ଷକ ଶିକ୍ଷୟତ୍ରୀ,ଅଭିଭାବକ,ନିର୍ବାଚିତ ଜନ ପ୍ରତିନିଧି,ସମାଜସେବୀ ପ୍ରମୁଖ ଦାୟିତ୍ୱନେବାପାଇଂ ପରାମର୍ଶ ଦେଇଥିଲେ ।ଶିକ୍ଷାରଥ ଟାଂଗୀ ବ୍ଲକ ଅନ୍ତର୍ଗତ ୧୧ ଟି କ୍ଲଷ୍ଟର ବୁଲି ଜନସାଧାରଣକୁଂ ସଚେତନ କରିବ…

Read More

ଭୁବନେଶ୍ବର, ୦୫ ଏପ୍ରିଲ ୨୬ : ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘ଓଡ଼ିଆ ପକ୍ଷ’ ଅବସରରେ ପଞ୍ଚମ ଦିବସରେ ଆଜି ରାଜଧାନୀର ଐତିହାସିକ ଏକାମ୍ର କ୍ଷେତ୍ରରେ ‘ଐତିହ୍ୟ ଗଣଦୌଡ଼’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୫:୩୦ ମିନିଟରେ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଏହି ଦୌଡ଼ର ଶୁଭାରମ୍ଭ ହୋଇଥିଲା। ଏହି ପବିତ୍ର ମୁକ୍ତେଶ୍ୱର ମନ୍ଦିର ପୀଠରୁ ବାହାରି ଐତିହ୍ୟ ଗଣଦୌଡ଼ ରାମେଶ୍ୱର ମନ୍ଦିର, ବିବେକାନନ୍ଦ ମାର୍ଗ, ଉତ୍କଳ କନିକା ଗ୍ୟାଲେରିଆ ମଲ୍, ଲୁଇସ୍ ରୋଡ୍, ବିଜେବି କଲେଜ ଏବଂ ରବି ଟକିଜ ଛକ ଦେଇ ଐତିହାସିକ ରାଜାରାଣୀ ମନ୍ଦିରଠାରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ହଜାର ହଜାର କ୍ରୀଡ଼ାବିତ୍, ଯୁବଗୋଷ୍ଠୀ, ଦିବ୍ୟାଙ୍ଗ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଅତ୍ୟନ୍ତ ଉତ୍ସାହର ସହ ସାମିଲ ହୋଇ ଓଡ଼ିଶାର ସମୃଦ୍ଧ କୀର୍ତ୍ତିରାଜିର ସୁରକ୍ଷା ଓ ପ୍ରଚାର ପାଇଁ ସଂକଳ୍ପ ନେଇଥିଲେ। ଏହି ଐତିହ୍ୟ ଗଣଦୌଡ଼ରେ ଚନ୍ଦନ…

Read More

ସମସ୍ତଙ୍କୁ ମୋର ନମସ୍କାର ଭୁବନେଶ୍ଵର : DT-4.4.2024 ::ଆସନ୍ତାକାଲି ୬୯ ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ୧୭ ବର୍ଷ ଓ ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ଖେଳାଳୀଙ୍କୁ ନେଇ ଜାତୀୟ ବିଦ୍ୟାଳୟସ୍ତରୀୟ ରଗବୀ ଚାମ୍ପିଅନସିପ ଓଡ଼ିଶାରେ ଆୟୋଜିତ ହେଉଛି । ଏହାର ଉଦଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବେ । ତେଣୁ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଆମ ସହ ସାମିଲ୍ ହୋଇ ଏହାର ପ୍ରଚାରପ୍ରସାରରେ ଆମକୁ ସହଯୋଗ କରିବାକୁ ନିବେଦନ । ସ୍ଥାନ: କଳିଙ୍ଗ ଷ୍ଟାଡିୟମ୍ ଆଉଟଡୋର ଆଥଲେଟିକ୍ ଗ୍ରାଉଣ୍ଡ ତାରିଖ: ୦୬/୦୪/୨୦୨୬ ସମୟ: ସକାଳ ୯ ଘଟିକା ଚର୍ଚ୍ଚା news

Read More

BY-ଗଣେଶ ପାଣିଗ୍ରାହୀ ଗଞ୍ଜାମ :ଚିକିଟିବାସୀଙ୍କ ଅଧିକାର ପାଇଁ ମୁଁ ନିରନ୍ତର ସଂଘର୍ଷ କରି ଆସୁଛି ଏବଂ ଜଣେ ବିଧାୟକ ଭାବେ ମୋର ଯାହା କର୍ତ୍ତବ୍ୟ, ତାହା ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରୁଛି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ଉଦ୍ବେଗର ବିଷୟ ଯେ, ବିଜେଡି ଏନ୍ଏସି ଅଧ୍ୟକ୍ଷା ଓ କାଉନ୍ସିଲର୍ କେବଳ ରାଜନୈତିକ ଦ୍ୱେଷ ପୋଷଣ କରି ଚିକିଟିବାସୀଙ୍କ ଭତ୍ତା ଅଟକାଇ ରଖୁଛନ୍ତି ଏବଂ ଏହା ମାଧ୍ୟମରେ ଡବଲ ଇଞ୍ଜିନ ସରକାରଙ୍କୁ ବଦନାମ କରିବାର ଅପଚେଷ୍ଟା ଚଳାଇଛନ୍ତି | ଚର୍ଚ୍ଚା news

Read More

ଚଳିତ ଶିକ୍ଷାବର୍ଷ ଉପଲକ୍ଷେ ବିଦ‍୍ୟାଳୟରେ ପ୍ରବେଶ ଉସ୍ଛବ ଓ ଖଡିଛୁଆଂ କାଯ‍୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନକୁଂ ସଚେତନ କରାଇବା ଉଦେଶ‍୍ୟରେ ବାହାରିଥିବା ଶିକ୍ଷାରଥକୁ ଗୋଷ୍ଠୀ ଶିକ୍ଷା ଅଧିକାରୀକଂ କାଯ‍୍ୟାଳୟ ଠାରେ ମୁଖ‍୍ୟଅତିଥି ଟାଂଗୀ ପଚାଂୟତ ସରପଂଚ କିଶୋର କୁମାର ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଶିକ୍ଷୟତ୍ରୀ ଓ କାଯ‍୍ୟାଳୟର ମହିଳା କର୍ମଚାରୀମାନେ ଶିକ୍ଷାରଥକୁ ବନ୍ଦାପନା କରିଥିଲେ ।ଗୋଷ୍ଠୀ ଶିକ୍ଷା ଅଧିକାରୀକଂ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ କୁମାର ବଳବନ୍ତରାୟ,ପୁରାତନ ଛାତ୍ର ସଂସଦ ସଂପାଦକ ବିଜୟ କୁମାର ରାଉତ, ସାମ୍ୱାଦିକ ରଘୁନାଥ ସାହୁ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରସନ୍ନ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ପ୍ରତ‍୍ୟେକ ବିଦ‍୍ୟାଳୟ ଅଂଚଳରେ ୬ ବର୍ଷ ବୟସର ପିଲାମାନକୁଂ ବିଦ‍୍ୟାଳୟରେ ପ୍ରବେଶ କରାଇବା ପାଇଂ ବୁଧିଜିବୀ,ଶିକ୍ଷକ ଶିକ୍ଷୟତ୍ରୀ,ଅଭିଭାବକ,ନିର୍ବାଚିତ ଜନ ପ୍ରତିନିଧି,ସମାଜସେବୀ ପ୍ରମୁଖ ଦାୟିତ୍ୱନେବାପାଇଂ ପରାମର୍ଶ ଦେଇଥିଲେ ।ଶିକ୍ଷାରଥ ଟାଂଗୀ ବ୍ଲକ ଅନ୍ତର୍ଗତ ୧୧ ଟି କ୍ଲଷ୍ଟର ବୁଲି ଜନସାଧାରଣକୁଂ ସଚେତନ କରିବ…

Read More