Author: Charcha News

ଆସନ୍ତା ମାସରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି । ଜୁନ୍ ୧୫ ରୁ ୧୮ ମଧ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି । ଆସନ୍ତା ମାସରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି। ଜୁନ୍ ୧୫ ରୁ ୧୮ ମଧ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ୨୦୨୭ରେ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହାପୂର୍ବରୁ ରାଜନୈତିକ ଓ ସାଂଗଠନିକ ପୁନର୍ଗଠନ ପାଇଁ ବିଜେପି ନେତୃତ୍ୱ ପ୍ରସ୍ତୁତ ହେଉଥିବାରୁ ଅନେକ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ୧୨ରୁ ଅଧିକ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇପାରେ କିମ୍ବା ବିଭାଗ ଅଦଳବଦଳ କରାଯାଇପାରେ ବୋଲି ସୂଚନା ମିଳିଛି। ଦଳୀୟ ସୂତ୍ର ଅନୁଯାୟୀ, ଅତି କମ୍‌ରେ ଦୁଇଜଣ କ୍ୟାବିନେଟ ମନ୍ତ୍ରୀ ଓ ତିନି ଜଣ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବାର ସମ୍ଭାବନା ରହିଛି। ଆଗାମୀ କିଛି ଦିନ ମଧ୍ୟରେ ଜଣେ ବରିଷ୍ଠ…

Read More

ସୂଚନା ଅନୁସାରେ ଗତକାଲି ରାତି ସମୟରେ କାଳବୈଶାଖୀ ପ୍ରଭାବ ଫଳରେ ପ୍ରବଳ ବର୍ଷା ସହ ଝଟକା ପବନ ହୋଇଥିଲା।ଏହି ସମୟରେ ପମ୍ପ ଅପରେଟର୍ ଜିତ ଜାଲଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ନିକଟ ପମ୍ପ ହାଉସ ନିକଟରେ ଏକ ଆମ୍ବ ଗଛ ମୋଡ଼ି ଦେଇଛି ରାତି ସାରା ସେଠାରେ ସେ ପଡ଼ି ଯାଇଛନ୍ତି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ଆଜି ସକାଳୁ ଗ୍ରାମ ବାସିନ୍ଦା ଗାଁ କୁ ପାଣି ନ ଆସିବାରୁ ସ୍ଥାନୀୟ କିଛି ଲୋକେ ପମ୍ପ ହାଉସ୍ ଯାଇ ଦେଖିବା ବେଳେ ଚାଳକଙ୍କ ଉପରେ ଗଛ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବରପାଇ ମୁନିଗୁଡା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି।ପରିବାର ଲୋକେ ଏବଂ ଗ୍ରାମ ବାସିନ୍ଦା ମାନେ ପହଞ୍ଚି ମେଡିକାଲ ପରିସର ରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।ସେହିପରି ମଧୁ…

Read More

BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ଗୁଣପୁର ପୋଲିସ ର ସଫଳତା। ୩ହଜାର ପୋଚ ନଷ୍ଟ କରିବା ସହ ୬୦ଲିଟର ରନ୍ଧା ମଦ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ଆଜି ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ଗୁଣପୁର ପୋଲିସ।ଗିରଫ ଅଭିଯୁକ୍ତ ହେଲେ ଶିଙ୍ଗା ବିଡିକା ସୂଚନା ଅନୁସାରେ ଵେଆଇନ ଭାବେ ମହୁଲି ଦେଶୀ ରନ୍ଧା ମଦ ମଙ୍ଗଳାଗୁଡ଼ା ଗ୍ରାମ ନିକଟ ଜଙ୍ଗଲରେ ରନ୍ଧା ଯାଉଥିବା ଖବର ଆସିଥିଲା।ଖବର ପାଇ ସଙ୍ଗେ ସଙ୍ଗେ ଗୁଣପୁର ଥାନା ଅଧିକାରୀ ବି କେ କହଁର ଙ୍କ ନିର୍ଦ୍ଧେଶରେ ପୋଲିସ ର ଏକ ଟିମ୍ ମୋରମା ପଞ୍ଚାୟତ ର ମଙ୍ଗଳାଗୁଡ଼ା ନିକଟକୁ ଯାଇ ଛଡାଉ କରିଥିଲେ।ଏହି ସମୟରେ ମଦ ପାଇଁ ପ୍ରସ୍ତୁତି ଥିବା ୩ହଜାର ଲିଟର ପୋଚ ନଷ୍ଟ କରିବା ସହ ୬୦ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲେ। ଜଣ କୁ ଗିରଫ କରାଯାଇଛି।ଏହି ଚଢାଉ ସମୟରେ ୨ଜଣ ଏସ.ଆଇ…

Read More

BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା ଜିଲ୍ଲା ଗୁଣପୁର ପୋଲିସ ର ସଫଳତା। ୩ହଜାର ପୋଚ ନଷ୍ଟ କରିବା ସହ ୬୦ଲିଟର ରନ୍ଧା ମଦ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ଆଜି ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ଗୁଣପୁର ପୋଲିସ।ଗିରଫ ଅଭିଯୁକ୍ତ ହେଲେ ଶିଙ୍ଗା ବିଡିକା ସୂଚନା ଅନୁସାରେ ଵେଆଇନ ଭାବେ ମହୁଲି ଦେଶୀ ରନ୍ଧା ମଦ ମଙ୍ଗଳାଗୁଡ଼ା ଗ୍ରାମ ନିକଟ ଜଙ୍ଗଲରେ ରନ୍ଧା ଯାଉଥିବା ଖବର ଆସିଥିଲା।ଖବର ପାଇ ସଙ୍ଗେ ସଙ୍ଗେ ଗୁଣପୁର ଥାନା ଅଧିକାରୀ ବି କେ କହଁର ଙ୍କ ନିର୍ଦ୍ଧେଶରେ ପୋଲିସ ର ଏକ ଟିମ୍ ମୋରମା ପଞ୍ଚାୟତ ର ମଙ୍ଗଳାଗୁଡ଼ା ନିକଟକୁ ଯାଇ ଛଡାଉ କରିଥିଲେ।ଏହି ସମୟରେ ମଦ ପାଇଁ ପ୍ରସ୍ତୁତି ଥିବା ୩ହଜାର ଲିଟର ପୋଚ ନଷ୍ଟ କରିବା ସହ ୬୦ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲେ। ଜଣ କୁ ଗିରଫ କରାଯାଇଛି।ଏହି ଚଢାଉ ସମୟରେ ୨ଜଣ ଏସ.ଆଇ…

Read More

ଚର୍ଚ୍ଚା news

Read More

କେମିତି କଟିବ ଆଜି ଆପଣମାନଙ୍କ ଦିନ ମେଷ-ରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି। ବୃଷ-ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ। ମିଥୁନ-ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ । କର୍କଟ-ଆଜି ସ୍ବାସ୍ଥ୍ୟରେ…

Read More

ଶୁଣାଣି ସମୟରେ ଜଷ୍ଟିସ ନରସିମ୍ହା କହିଥିଲେ ଯେ, ଆମେ ଦେଶର ଯୁବପିଢିଙ୍କୁ ନିରାଶ କରିବା ଉଚିତ୍ ନୁହେଁ। ଏହା ସେମାନଙ୍କ ପାଇଁ ବହୁତ ବଡ଼ ମାନସିକ ଚାପ, କାରଣ ଏହି ପରୀକ୍ଷା ପଛରେ ସେମାନଙ୍କର ବହୁତ ସମୟ ଓ ଭାବନା ଜଡିତ ଥାଏ। ନିଟ୍-ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୁପ୍ରିମ କୋର୍ଟ ଏନଟିଏକୁ କଡା କଟାକ୍ଷ କରିଛନ୍ତି । ଏହାକୁ ନେଇ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସିଙ୍କୁ ଅନେକ କଠିନ ପ୍ରଶ୍ନ ମଧ୍ୟ ପଚରାଯାଇଛି। ସୁପ୍ରିମ କୋର୍ଟ ଏନଟିଏକୁ ପଚାରିଥିଲେ ଯେ, ଏଭଳି ଗଡବଡି କିପରି ହେଲା? ଏହି ସମୟରେ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେତା କହିଥିଲେ ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହଲଫନାମା ଦାଖଲ କରାଯାଇଛି । ଏହି ଶୁଣାଣି ସମୟରେ ସୁପ୍ରିମ କୋର୍ଟ ପକ୍ଷରୁ ଡ଼ଃ ରାଧାକୃଷ୍ଣନଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା, ଯାହାଙ୍କ ଅଧ୍ୟକ୍ଷତାରେ ଏକ୍ସପର୍ଟ କମିଟି ଗଠନ କରାଯାଇଥିଲା। ଶୁଣାଣି ସମୟରେ…

Read More

ସୋସିଆଲ ମିଡିଆରେ ଦ୍ରୁତ ଜନପ୍ରିୟତା ହାସଲ କରୁଥିବା ବ୍ୟଙ୍ଗାତ୍ମକ ରାଜନୈତିକ ସଂଗଠନ ”କକରୋଚ୍ ଜନତା ପାର୍ଟି” (ସିଜେପି)କୁ ଆଇନଗତ ମୋର୍ଚ୍ଚାରେ ଏକ ବଡ଼ ଧକ୍କା ଲାଗିଛି ସୋସିଆଲ ମିଡିଆରେ ଦ୍ରୁତ ଜନପ୍ରିୟତା ହାସଲ କରୁଥିବା ବ୍ୟଙ୍ଗାତ୍ମକ ରାଜନୈତିକ ସଂଗଠନ ”କକରୋଚ୍ ଜନତା ପାର୍ଟି” (ସିଜେପି)କୁ ଆଇନଗତ ମୋର୍ଚ୍ଚାରେ ଏକ ବଡ଼ ଧକ୍କା ଲାଗିଛି । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ”ଏକ୍ସ”ରେ ଦଳର ସ୍ଥଗିତ ହୋଇଥିବା ଆକାଉଣ୍ଟକୁ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ୍ ପୁରୁଷେନ୍ଦ୍ର କୁମାର କୌରବଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ, ସମ୍ପୃକ୍ତ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିବା କେତେକ ବିଷୟବସ୍ତୁ ପ୍ରାଥମିକ ଦୃଷ୍ଟିରୁ ”ଆପତ୍ତିଜନକ” ମନେହେଉଛି। ଏଭଳି ପରିସ୍ଥିତିରେ କୌଣସି ତୁରନ୍ତ କିମ୍ବା ଅନ୍ତରୀଣ ନିର୍ଦ୍ଦେଶ ଜାରି କରାଯାଇପାରିବ ନାହିଁ । ଅଦାଲତ କହିଛନ୍ତି ଯେ ଏହି ସମ୍ପୂର୍ଣ୍ଣ ବିବାଦର…

Read More

BY-SUBHASMITA-DT_29.5.2026 , ଏଥର ହୁଏତ ରିଚାର୍ଜ ବିନା ଚାଲିବନି Facebook, Instagram ଓ WhatsApp ହଁ ଆଂଜ୍ଞା ଏକଥା ଆମେ କହୁନୁ,ଏକଥା ମେଟା ତା ନିଜ ଟୁଇଟର (X) ଭଳି ସୋସିଆଲ ମିଡିଆ ମାଧ୍ୟମଗୁଡ଼ିକର ପଥ ଅନୁସରଣ କରି ଏବେ ମେଟା ମଧ୍ୟ ତାର ପ୍ରମୁଖ ପ୍ଲାଟଫର୍ମଗୁଡ଼ିକ ପାଇଁ ପେଡ୍ ସବସ୍କ୍ରିପ୍ସନ୍ ପ୍ଲାନ୍ ଘୋଷଣା କରିଛି ।.। ଏଣିକି ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ହ୍ୱାଟ୍ସଆପ୍ ୟୁଜର୍ସଙ୍କୁ ସମସ୍ତ ପ୍ରିମିୟମ୍ ସୁବିଧା ଆଉ ମାଗଣାରେ ମିଳିବ ନାହିଁ । ବିଜ୍ଞାପନ ଉପରେ ସମ୍ପୂର୍ଣ୍ଣ ନିର୍ଭର ଥିବା ନିଜର ପୁରୁଣା ବିଜନେସ୍ ମଡେଲ୍‌କୁ ବଦଳାଇ ମେଟା ଏବେ ‘ପ୍ଲସ ପ୍ଲାନ୍’ ଆଣିବାକୁ ଯୋଜନା କରିଛି ।ମେଟାର ହେଡ୍ ଅଫ୍ ପ୍ରଡକ୍ଟ, ନାଓମି ଗ୍ଲେଇଟ୍ ଇନଷ୍ଟାଗ୍ରାମରେ ଏକ ସ୍ୱତନ୍ତ୍ର ଭିଡିଓ ଜାରି କରି ଏହି ନୂତନ ‘ଇନଷ୍ଟାଗ୍ରାମ ପ୍ଲସ’, ‘ଫେସବୁକ୍ ପ୍ଲସ’ ଏବଂ ‘ହ୍ୱାଟ୍ସଆପ୍ ପ୍ଲସ’ ପ୍ରିମିୟମ୍ ଯୋଜନାର ଶୁଭାରମ୍ଭ ସମ୍ପର୍କରେ ନିଶ୍ଚିତ କରିଛନ୍ତି ।…

Read More