Author: Charcha News

ବିଗତ ଦିନରେ 12 ଟନରୁ ଅଧିକ ଗଞ୍ଜେଇ ଜବତ କରିଛି ଜିଲ୍ଲା ପୋଲିସ ଗଞ୍ଜେଇ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସ ଏକ ବିଶାଳ ସଫଳତା ଅର୍ଜନ କରିଛି। ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମରେ ଚଢ଼ାଉ କରି ପୋଲିସ ପ୍ରାୟ ୨,୮୧୧ କେଜି (୨.୮ ଟନ୍) ଗଞ୍ଜେଇ ଜବତ କରିଛି। ବିଗତ କିଛି ମାସ ମଧ୍ୟରେ ଜିଲ୍ଲା ପୋଲିସ ବିଭିନ୍ନ ଥାନା ଅଞ୍ଚଳରେ 12 ଟନରୁ ଅଧିକ ଗଞ୍ଜେଇ ଜବତ କରିଛି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଭୋର ସମୟରେ ଆର୍. ଉଦୟଗିରି ଏସଡିପିଓ ଶ୍ରୀ ରାକେଶ ସାହୁ,ଆଇପିଏସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମ ନିକଟସ୍ଥ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଏହି ସର୍ଚ୍ଚ ଅପରେସନ ଚଲାଇଥିଲେ। ଏହି ସର୍ଚ୍ଚ ଅପରେସନ ସମୟରେ ଲୁଚାଇ ରଖାଯାଇଥିବା ମୋଟ ୧୧୩ଟି ପ୍ଲାଷ୍ଟିକ୍ ବ୍ୟାଗ ଜବତ କରାଯାଇଥିଲା। ସେଥିରୁ ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ…

Read More

ମେଷ:ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। କର୍କଟ : ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ…

Read More

ପଶ୍ଚିମବଙ୍ଗରେ ଭୋଟରଙ୍କ ପାଇଁ ବିଚାର ପ୍ରକ୍ରିୟା ସମାପ୍ତ ହେବା ସହିତ ଭାରତୀୟ ନିର୍ବାଚନ କମିସନ ଆକଳନ କରିଛନ୍ତି ଯେ ପଶ୍ଚିମବଙ୍ଗରେ ମୋଟ ବାଦ ଦିଆଯାଇଥିବା ଭୋଟରଙ୍କ ସଂଖ୍ୟା ପ୍ରାୟ ୯୧ ଲକ୍ଷକୁ ବୃଦ୍ଧି ପାଇଛି BY-SUBHASMITA-DT-7.4.2026 ପଶ୍ଚିମବଙ୍ଗରେ ଭୋଟରଙ୍କ ପାଇଁ ବିଚାର ପ୍ରକ୍ରିୟା ସମାପ୍ତ ହେବା ସହିତ ଭାରତୀୟ ନିର୍ବାଚନ କମିସନ ଆକଳନ କରିଛନ୍ତି ଯେ ପଶ୍ଚିମବଙ୍ଗରେ ମୋଟ ବାଦ ଦିଆଯାଇଥିବା ଭୋଟରଙ୍କ ସଂଖ୍ୟା ପ୍ରାୟ ୯୧ ଲକ୍ଷକୁ ବୃଦ୍ଧି ପାଇଛି । ତଥାପି ECI ଏପର୍ଯ୍ୟନ୍ତ ଚୂଡ଼ାନ୍ତ ସଂଖ୍ୟା ପ୍ରକାଶ କରିନାହିଁ। ରିପୋର୍ଟ ଅନୁଯାୟୀ ବିଚାର ପାଇଁ ପଠାଯାଇଥିବା ମୋଟ ମାମଲାର ଏକ ଛୋଟ ଅଂଶ ଏପର୍ଯ୍ୟନ୍ତ ନ୍ୟାୟିକ ଅଧିକାରୀମାନଙ୍କ ଦ୍ୱାରା ଇ-ସ୍ବାକ୍ଷରିତ ହୋଇନାହିଁ । ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ବିଚାର ପାଇଁ ପଠାଯାଇଥିବା ମୋଟ ୬୦,୦୬,୬୭୫ ମାମଲା ମଧ୍ୟରୁ ୫୯,୮୪,୫୧୨ ମାମଲା ଇ-ସ୍ବାକ୍ଷରିତ ହୋଇଛି ଏବଂ ନ୍ୟାୟିକ ଅଧିକାରୀମାନଙ୍କ…

Read More

BY-SUBHASMITA-DT-7.4.2026 ଭୁବନେଶ୍ଵର : -DT-7.4.2026 :ସେହିପରି ଆସନ୍ତାକାଲି ୩ ଜିଲ୍ଲାକୁ ଅରେଞ୍ଜ ଓ ବାକି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେପଟେ ଉତ୍ତର ଓଡ଼ିଶାରେ ଆରମ୍ଭ ହୋଇ ଯାଇଛି କାଳବୈଶାଖୀ ତାଣ୍ଡବ। ପ୍ରବଳ ବର୍ଷା, ପବନ ସାଙ୍ଗକୁ କୁଆପଥର ମାଡ଼ ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ବାଲେଶ୍ବର ସହରରେ ପ୍ରବଳ କୁଆପଥର ବର୍ଷା ଦେଖିବାକୁ ମିଳିଛି। ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟର ସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା। ଆସନ୍ତାକାଲି ସକାଳ ସାଢ଼େ ୮ଟା ସୁଦ୍ଧା ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତାକାଲି ୩ ଜିଲ୍ଲାକୁ ଅରେଞ୍ଜ ଓ ବାକି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେପଟେ ଉତ୍ତର ଓଡ଼ିଶାରେ ଆରମ୍ଭ ହୋଇ ଯାଇଛି କାଳବୈଶାଖୀ…

Read More

ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚାମ୍ପିଅନସିପ୍ U-୧୭ ବାଳିକା ବର୍ଗରେ ଓଡ଼ିଶା ଚ୍ୟାମ୍ପିୟନ୍, ବାଳକ ବର୍ଗରେ ବିହାର ବିଜେତାU-୧୭ ବାଳିକା ବର୍ଗରେ ଓଡ଼ିଶା ଚ୍ୟାମ୍ପିୟନ୍, ବାଳକ ବର୍ଗରେ ବିହାର ବିଜେତା ଭୁବନେଶ୍ବର, ୭ ଏପ୍ରିଲ ୨୦୨୬ :୬୯ତମ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚାମ୍ପିଅନସିପ୍ ୨୦୨୫-୨୬ ର ୧୭ ବର୍ଷରୁ କମ୍ ପ୍ରତିଯୋଗିତାରେ ବାଳିକା ବର୍ଗରେ ଓଡିଶା ଟିମ୍ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଳକ ବର୍ଗରେ ବିହାର ଟିମ୍ ଟାଇଟଲ୍ ହାସଲ କରିଛି । ୧୭ ବର୍ଷରୁ କମ୍ ବାଳିକା ବର୍ଗରେ ଓଡ଼ିଶା ପ୍ରଭାବଶାଳୀ ପ୍ରଦର୍ଶନ କରି ଟ୍ରଫି ଜିତିଛି । ବିହାର ରନର୍ସଅପ୍ ହୋଇଥିବା ବେଳେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ସେହିପରି ୧୭ ବର୍ଷରୁ କମ୍ ବାଳକ ବର୍ଗରେ, ଓଡ଼ିଶା ବିପକ୍ଷରେ ଫାଇନାଲରେ ଦୃଢ଼ ପ୍ରଦର୍ଶନ ପରେ ବିହାର ବିଜେତା ହୋଇଛି, ଓଡିଶା ରନର୍ସଅପ୍ ସ୍ଥାନ…

Read More

by-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ା: date 7 4 26 :ରାଜ୍ୟ ସରକାରଙ୍କ ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ ଅର୍ଥାତ ତାରିଖ 0୭/0୪/୨0୨୬ ରେ ଓଡ଼ିଆ ବର୍ଣ୍ଣମାଳା ପୂଜନ ଦିବସ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ଓଡ଼ିଆ ଭାଷାବିତ ଦିଲୀପ କୁମାର କରଙ୍କ ପ୍ରଚେଷ୍ଠାରେ ଆଜି ବିଦ୍ୟାଳୟରେ ଉକ୍ତ ଦିବସଟି ପାଳନ କରାଯାଇଅଛି.। ଏହି ଅବସରରେ ପ୍ରଥମେ ନିମନ୍ତ୍ରିତ ହୋଇ ଆସିଥିବା ଓଡ଼ିଆ ଭାଷାବିତ ପ୍ରତାପ ଚନ୍ଦ୍ର ରାୟ, ପ୍ରଭାତ ଶତପଥି, ସୁଭାଷ ଚନ୍ଦ୍ର ସାହୁ, ରୁପେଶ ସାହୁ, କବୟିତ୍ରୀ ଗାୟତ୍ରୀ ପଣ୍ଡା ଓ ଶୁଭାସିନୀ ମିଶ୍ର , ଶିଶୁ ଚଳଚିତ୍ର ନିର୍ଦ୍ଦେଶକ ଶକ୍ତି ଦାସ, ଗଣ ମାଧ୍ୟମ ପ୍ରତିନିଧି ରବି ମହାପାତ୍ର, ପ୍ରଭୃତିଙ୍କୁ ଫୁଲ ଚନ୍ଦନ ଓ ଉପ ଢ଼ୋକନ ଦେଇ ବିଦ୍ୟାଳୟକୁ ସ୍ୱାଗତ କରି ଅଣାଯିବା ପରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୂବନାନନ୍ଦ ଖାଡ଼ଙ୍ଗା ପବିତ୍ର ମନ୍ତ୍ର ଉଚ୍ଚାରଣ କରି ଶ୍ରୀ ଜଗନ୍ନାଥଙ୍କ ଠାରେ ନଡ଼ିଆ ଭାଙ୍ଗି…

Read More

ବେଦାନ୍ତର ରାସ୍ତା ନିର୍ମାଣ କୁ ନେଇ କାଶୀପୁର ଅଞ୍ଚଳ ଅଶାନ୍ତ ଅଶାନ୍ତ ହୋଇପଡିଛି।କାଶୀପୁର ବ୍ଲକର ଶାଗବାରୀ ଗ୍ରାମ ଠାରେ ପୁଲିସ ଉପରେ ଆକ୍ରମଣ କରିଛନ୍ତି ଖଣିଖନନ ବିରୋଧୀ। ରାସ୍ତି କାମକୁ ବିରୋଧ କରି ଆନ୍ଦୋଳନକାରୀ ମାନେ ପୁଲିସ ବୁଝାସୁଝା କରୁଥିବା ବେଳେ ଉତ୍ଯକ୍ତ ହୋଇ ପଥର ମାଡ କରିବା ସହ ଖଣ୍ଡା, ଫାର୍ଶୀ ସହ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ରାୟଗଡା ଏସଡିପିଓ ଗୈରୀଶଙ୍କର ସିହୁ, କାଶୀପୁର ଆଇଆଇସି ଦେବ ମଲ୍ଲିକ, ଅଣ୍ଡ୍ରାକଞ୍ଚ ଆଇଆଇସିଙ୍କ ସମେତ 30ରୁ ଉର୍ଧ କନେଷ୍ଟବଳ ଆହାତ ହୋଇଛନ୍ତି। ସେଥିମଧ୍ଯରୁ 7ଜଣ ଗୁରୁତର ହୋଇପଡିବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ଯଚିକିତ୍ସାଳୟକୁ ସ୍ଥାନିନ୍ତର କରାଯାଇଛି।ଅନ୍ଯ ଆହାତ ପୁଲିସ କର୍ମଚାରୀ ମାନେ କାଶୀପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ଶାଗୁବାରୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ 144ଧାରା ଜାରି କରାଯାଇଛି। କାଶୀପୁର ବ୍ଲକର ସିଜିମାଳି ଖଣିଖନନ ପାଇଁ ସରକାର…

Read More

by-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼ ତା: ୭.୪.୨୦୨୬ ::ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ମଙ୍ଗଳବାର ଦିନ ବର୍ଣ୍ଣବୋଧ ଦିବସ ପାଳିତ ହୋଇଛି । ସ୍ଥାନୀୟ ଗାନ୍ଧିନଗର ଏବଂ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ଏହି ଦିବସରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ , ରାୟଗଡ଼ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ସ୍ମୃତି ରେଖା ନାୟକ, ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର , ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବାତରିଆ ଓ ପ୍ରମିଳା ପଣ୍ଡା ପ୍ରମୁଖ ଯୋଗଦେଇ ଶିଶୁବାଟିକା , ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ପିଲାଙ୍କୁ ଛବିଳ ବର୍ଣ୍ଣବୋଧ ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପିଲାଙ୍କୁ ଶିଶୁ ଲେଖା ଗଳ୍ପ ପୁସ୍ତକ ବଣ୍ଟନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ । ଜିଲ୍ଲାପାଳ ରାୟଗଡଙ୍କ ପତ୍ର ସଂଖ୍ୟା ୯୪୯…

Read More

ଭୁବନେଶ୍ୱର :ତା 7/4/26 : ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ର ବିଧାୟକ ଗଣ ତଥା ନେତୃବୃନ୍ଦ ଆଜି ସକାଳେ ନବୀନ ନିବାସ ରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜିଲ୍ଲା ର ରାଜନୈତିକ ପରିସ୍ଥିତି ଓ ବିକାଶ କାମ ସମ୍ପର୍କରେ ଆଲୋଚନା କରିଥିଲେ। ନୂଆ ସରକାର ଦାୟିତ୍ୱ ନେବା ପରେ ଜିଲ୍ଲା ରେ ବିକାଶ କାମ ରେ ସ୍ଥାଣୁତା ଦେଖା ଦେଇଥିବାରୁ ଶ୍ରୀ ପଟ୍ଟନାୟକ ଉଦବେଗ ପ୍ରକାଶ କରିଥିଲେ।ତା ସହିତ ପଂଚାୟତ ଓ ପୌରାଞ୍ଚଳ ର ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ବିଜେପି ସରକାର ସଂକୁଚିତ କରି ଦେଇଥିବାରୁ ପରିସ୍ଥିତି କିପରି ଅଧିକ ଗମ୍ଭୀର ହୋଇଛି ସେ ସମ୍ପର୍କରେ ନେତୃବୃନ୍ଦ ଶ୍ରୀ ପଟ୍ଟନାୟକ ଙ୍କୁ ଅବଗତ କରିଥିଲେ। ସେହିପରି ବ୍ୟାପକ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ରେ ଅବନତି ଘଟିଛି ଏବଂ ଜନସାଧାରଣ ବିଶେଷ…

Read More