Author: Charcha News

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’। ଓଡ଼ିଆ ପକ୍ଷ ପାଳନର ୧୦ମ ଦିନକୁ “ଲୋକକଳା ଦିବସ” ଭାବେ ପାଳନ କରାଯାଇଛି। ଏହି ଅବସରରେ ଆଜି ଆମ ଭୁବନେଶ୍ୱରର ଲିଙ୍ଗପୁର ସ୍ଥିତ ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ସମସ୍ତେ ମିଶି ସମ୍ବଲପୁରୀ ନୃତ୍ୟ ପରିବେଷଣ ପୂର୍ବକ ଖୁସି ମନେଇଥିଲୁ । ଆଉ ମଧ୍ୟ ଏହି ଲୋକକଳାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ମନରେ ସଙ୍କଳ୍ପ ନେଲୁ ।

Read More

ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ l ତେଵେ ପିଲାମାନଙ୍କ ପ୍ରତି ଭଲ ପାଇବା, ତାୟିତ୍ୱ ଏବଂ କର୍ତ୍ତବ୍ୟ ସଚେତନତା, ବିଦ୍ୟାଳୟର ଉନ୍ନତି ପ୍ରତି ଆଗ୍ରହ ସବୁବେଳେ ପିଲାଙ୍କ ଭିତରେ ତାଙ୍କର ଅଭାବକୁ ମନେ ପକାଇ ଦେଉଥିବ l ଯାହା ଜଣେ ଆଦର୍ଶ ଶିକ୍ଷକ ଭାବେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସହକର୍ମୀ ମହଲରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ସୋମନାଥ ସିଂ ସାର l ସେ ଆଉ କେହି ନୁହନ୍ତି ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୧୫ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ସାର l ତାଙ୍କର କାର୍ଯ୍ୟକାଳ ସଫଳତାର ସହ ପୂରଣ କରିବା ପରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନଶିକ୍ଷକ ସୌମ୍ୟ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି,…

Read More

ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ କରିବା ସହ ଅତି ଶୀଘ୍ର ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଫେରାଯାଉ ବୋଲି ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ କାଶୀପୁର ଖଣି ଖନନ ଅଞ୍ଚଳରେ ରହିଥିବା ଅଞ୍ଚଳ କୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରି ଗୁରୁବାର ଫେରିଛନ୍ତି।ସେ ଦିନ ଯେଉଁ ହିଂସାତ୍ମକ ଘଟଣା ଘଟିଥିଲା ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟଣାକୁ ନେଇ ବିଜୁ ଜନତା ଦଳ ର ଏକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି।ଆଦିବାସୀ ଙ୍କ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାରକୁ ସମ୍ମାନ ଦେଇ ସମସ୍ତ ଉନ୍ନୟନ କାର୍ଯ୍ୟ ହେବା ଉଚିତ ବୋଲି ଦଳ ମତ ପ୍ରକାଶ କରିଛି। ଶାନ୍ତିପୂର୍ଣ୍ଣ ପରିବେଶ ରକ୍ଷା କରି ଲୋକମାନଙ୍କ…

Read More

ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ କରିବା ସହ ଅତି ଶୀଘ୍ର ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଫେରାଯାଉ ବୋଲି ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ କାଶୀପୁର ଖଣି ଖନନ ଅଞ୍ଚଳରେ ରହିଥିବା ଅଞ୍ଚଳ କୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରି ଗୁରୁବାର ଫେରିଛନ୍ତି।ସେ ଦିନ ଯେଉଁ ହିଂସାତ୍ମକ ଘଟଣା ଘଟିଥିଲା ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟଣାକୁ ନେଇ ବିଜୁ ଜନତା ଦଳ ର ଏକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି।ଆଦିବାସୀ ଙ୍କ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାରକୁ ସମ୍ମାନ ଦେଇ ସମସ୍ତ ଉନ୍ନୟନ କାର୍ଯ୍ୟ ହେବା ଉଚିତ ବୋଲି ଦଳ ମତ ପ୍ରକାଶ କରିଛି। ଶାନ୍ତିପୂର୍ଣ୍ଣ ପରିବେଶ ରକ୍ଷା କରି ଲୋକମାନଙ୍କ…

Read More

କଟକ ରେଲୱେ ଷ୍ଟେସନ୍‌ରେ ଆରପିଏଫ ଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଜି ଅର୍ଥାତ ୧୦ ଏପ୍ରିଲ ୨୦୨୬ ର ପ୍ରଭାତି ୪ଟା ସମୟରେ କଟକ ରେଲୱେ ଷ୍ଟେସନ୍‌ରେ ଡ୍ୟୁଟିରେ ଥିବା ଆରପିଏଫ କର୍ମଚାରୀମାନେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ଏକାକୀ ଏବଂ ଚିନ୍ତିତ ଅବସ୍ଥାରେ ଦେଖି ସନ୍ଦେହ କରିଥିଲେ। ପରେ ସେମାନଙ୍କୁ ପଚାରାଉଥିବାବେଳେ ଜଣାପଡ଼ିଥିଲା ଯେ, ସେମାନେ ନିଜ ପିତାମାତାଙ୍କୁ କିଛି ନକହି କେବଳ ସହର ଦେଖିବା ଓ ଟ୍ରେନ୍‌ରେ ଯାତ୍ରା କରିବା ଉତ୍ସୁକତାରେ ଘରୁ ବାହାରି ପଡ଼ିଥିଲେ। ଉଦ୍ଧାର ହୋଇଥିବା ଦୁଇ ପୁଅ ହେଲେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ନୁଆଗାଁ ଗ୍ରାମର ମନସ ସିଂହ (୧୪) ଓ ଶୁଭମ ସିଂହ (୧୩)। ପରେ ଆରପିଏଫ ଦ୍ୱାରା ସେମାନଙ୍କୁ କଟକ ଆରପିଏଫ ପୋଷ୍ଟକୁ ଆଣି ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା ଏବଂ ତତ୍କ୍ଷଣାତ୍…

Read More

ରାଜ୍ୟର ଅନ୍ୟତମ ପ୍ରମୁଖ ଘରୋଇ ଡାକ୍ତରଖାନା କଳିଙ୍ଗ ହସ୍ପିଟାଲ୍‌କୁ ମ୍ୟାକ୍ସ ହେଲ୍‌ଥକେୟାର ଅଧିଗ୍ରହଣ କରିବ। ବର୍ତ୍ତମାନ ହସ୍ପିଟାଲ୍‌ କର୍ପୋରେସନ୍‌ ଅଫ୍‌ ଓଡ଼ିଶା ଅଧୀନରେ ଏହି ଡାକ୍ତରଖାନା ପରିଚାଳିତ ହେଉଛି। BY-SUBHASMITA-DT-10.4.1024 ଭୁବନେଶ୍ବରର : DT-10.4.1024 :: ଭୁବନେଶ୍ବରର ପ୍ରସିଦ୍ଧ ଘରୋଇ ଡାକ୍ତରଖାନା କଳିଙ୍ଗ ହସ୍ପିଟାଲ୍‌ ଏବେ ନୂଆ ଅଧ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ଦେଶର ଏକ ଶୀର୍ଷ ସ୍ୱାସ୍ଥ୍ୟ ସେବା ସଂସ୍ଥା ମ୍ୟାକ୍ସ ହେଲ୍‌ଥକେୟାର ଏହି ହସ୍ପିଟାଲ୍‌ର ୫୮.୪% ଅଂଶଧନକୁ ପ୍ରାୟ ୩୦୦ କୋଟି ଟଙ୍କାରେ କିଣିବାକୁ ଯାଉଛି।ଏହା ମାଧ୍ୟମରେ ମ୍ୟାକ୍ସ ହେଲ୍‌ଥକେୟାର ପ୍ରଥମଥର ପାଇଁ ଓଡିଶା ବଜାରକୁ ପ୍ରବେଶ କରିବ ଭୁବନେଶ୍ବରରେ ହେଲ୍ଥ ସେକ୍ଟରରେ ପ୍ରତିସ୍ପର୍ଧା ବଢିବ |ଆଗାମୀ ଦିନରେ ରୋଗୀମାନେ ଆଧୁନିକ ଓ ଉନ୍ନତ ଚିକିତ୍ସା ସୁବିଧା ପାଇପାରିବେ ହସ୍ପିଟାଲ୍‌ର ଉନ୍ନତି ଓ ବିସ୍ତାର ପାଇଁ ଅଧିକ ୧୦୦ କୋଟି ଟଙ୍କା ବିନିଯୋଗ ଆଗାମୀ ୪-୬ ସପ୍ତାହ ମଧ୍ୟରେ ଡିଲ୍‌ ସମ୍ପୂର୍ଣ୍ଣ ହେବା ସମ୍ଭାବନା ମୈତ୍ରୀ ବିହାର, ଭୁବନେଶ୍ବର…

Read More

BY-ରବିନ୍ଦ୍ର ନାଥ ମହାପାତ୍ର ରାୟଗଡ଼, :: ରାୟଗଡ଼ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆଜି “ଆସ ବହିଟିଏ କିଣିବା ଅଭିଯାନ” ଦିବସ ପାଳନ ହୋଇଯାଇଛି ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହଯୋଗରେ ଏହି ଅଭିଯାନ ଆୟୋଜିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ଓ ସାଧାରଣ ଜନସାଧାରଣଙ୍କୁ ପୁସ୍ତକ କ୍ରୟ କରି ପାଠନ ଅଭ୍ୟାସ ଗଢ଼ି ତୋଳିବାକୁ ପ୍ରେରିତ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, କଲେଜ ଓ ସାର୍ବଜନୀନ ସ୍ଥାନରେ ପାଠପାଠନ ପ୍ରତି ଆଗ୍ରହ ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ, ପୁସ୍ତକ ପ୍ରଦର୍ଶନୀ ଓ ପାଠନ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ, ଖେଳ ଶିକ୍ଷକ ପ୍ରଶାନ୍ତ ନାୟକ,…

Read More

କେମିତି କାଟିବ ଆଜିର ଦିନ ; BY-SUBHASMITA-DT-April 10.4.2026 ରବିବାର ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର ଉଚ୍ଚାଧିକାରୀଙ୍କ ପ୍ରତି ସାବଧାନ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର ଧାର୍ମିକ କାର୍ଯ୍ୟରେ ସମୟ ଦେବେ। ଶନିବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ। ମେଷ: ରବିବାର ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର ଉଚ୍ଚାଧିକାରୀଙ୍କ ପ୍ରତି ସାବଧାନ ରହନ୍ତୁ। ବୁଧ, ଗୁରୁ ଓ ଶୁକ୍ରବାର ଧାର୍ମିକ କାର୍ଯ୍ୟରେ ସମୟ ଦେବେ। ଶନିବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ।ବୃଷ: ରବିବାର ସଫଳତା ପାଇବେ। ସୋମ ଓ ମଙ୍ଗଳବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ବୁଧ, ଗୁରୁ ଓ ଶୁକ୍ରବାର ବିରୋଧୀମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ। ଶନିବାର ଚାକିରିରେ ଦରମା ବୃଦ୍ଧି ଯୋଗ ଅଛି।ମିଥୁନ: ରବିବାର ସାହିତ୍ୟ, ସଂଗୀତରେ ରୁଚି ବଢ଼ିବ। ସୋମ ଓ ମଙ୍ଗଳବାର କାନୁନ ବିବାଦ ସମାଧାନ ହେବ। ବୁଧ, ଗୁରୁ ଓ ଶୁକ୍ରବାର ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ।…

Read More

BY-SUBHASMITA-DT-9.4.2026 ବିଜେପି ସରକାର ରାଜ୍ୟରେ ଭୟର ବାତାବରଣକୁ ସମାପ୍ତ କରିବ। ଲୋକମାନେ ଆଉ ଭୟରେ ରହିବେ ନାହିଁ, ବରଂ ଆତ୍ମବିଶ୍ୱାସର ସହିତ ବଞ୍ଚିବେ ଏବଂ ଆଇନର ଶାସନ ପୁଣି ଥରେ ଦୃଢ଼ ଭାବରେ ପ୍ରତିଷ୍ଠିତ ହେବ। ଏହା ସହିତ, ସେ ସରକାରୀ କଳରେ ପ୍ରମୁଖ ସଂସ୍କାର ଆଣିବାର ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କର ଦ୍ୱିତୀୟ ଗ୍ୟାରେଣ୍ଟି ହେଉଛି, ସରକାରୀ ବ୍ୟବସ୍ଥା ଆଉ କେବଳ ଫାଇଲରେ ସୀମିତ ରହିବ ନାହିଁ, ବରଂ ସାଧାରଣ ସେବା ପାଇଁ ସମ୍ପୂର୍ଣ୍ଣ ଉତ୍ତରଦାୟୀ ରହିବ। ପଶ୍ଚିମବଙ୍ଗର ହଳଦିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଧାରଣ ସଭାରେ ପୁଣି ଥରେ ପ୍ରତିଶ୍ରୁତିର ଜୁଆର ଉଠିଛି। ହଳଦିଆରେ ପ୍ରଧାନମନ୍ତ୍ରୀଙ୍କ ସଭାରେ ଏକାଠି ହୋଇଥିବା ଭିଡ଼କୁ ସେ ପରିବର୍ତ୍ତନର ଝଡ ବୋଲି କହିଛନ୍ତି। ଜନସାଧାରଣଙ୍କ ପ୍ରତି ସମ୍ବେଦନହୀନ ଥିବା ସରକାରଙ୍କୁ ବରଖାସ୍ତ କରିବାର ସମୟ ଆସିଛି। ଏହା ସହ ସେ ରାଜ୍ୟର ଜନସାଧାରଣଙ୍କୁ ଛଅଟି ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି । ଚର୍ଚ୍ଚା news

Read More