Author: Charcha News

କେମିତି କାଟିବ ଆଜି ଆପଣମାନଙ୍କ ଦିନ : ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ। ମିଥୁନ : ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ। କର୍କଟ : ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ । ସିଂହ : ଆଜି ଆପଣଙ୍କର ଭ୍ରମଣ କରିବା…

Read More

ଆକ୍ଟର ଧାରା ‘୨୯ଏ’ ଅନୁଯାୟୀ କରାଯାଇଥିବା ଏହି ଆବେଦନ ଯଦି ଗ୍ରହଣ ହୁଏ, ତେବେ ଆମେରିକାରେ ରହୁଥିବା ଏହାର ମୂଳ ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ବଦଳରେ ସୁଧୀର ଜାଖର ଏହି ଦଳର ସମସ୍ତ ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସ ଉପରେ ନିଜର ଆଇନଗତ ଦାବି ଉପସ୍ଥାପନ କରିପାରିବେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ଏକ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ସାରା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତୀବ୍ର ଆକ୍ରୋଶ ଭିତରୁ ଜନ୍ମ ନେଇଥିବା ଅନଲାଇନ୍ ବ୍ୟଙ୍ଗାତ୍ମକ ସଂଗଠନ ‘କୋକରୋଚ୍ ଜନତା ପାର୍ଟି’ (ସିଜେପି) ଏବେ ଏକ ପ୍ରକୃତ ରାଜନୈତିକ ଦଳର ରୂପ ନେବାକୁ ଯାଉଛି। ହରିୟାଣାର ପାନିପତର ଜଣେ ଓକିଲ ସୁଧୀର ଜାଖର ନିଜକୁ ଏହି ଦଳର ଜାତୀୟ ଆହ୍ୱାନକାରୀ ଦର୍ଶାଇ ଦଳର ନାମ ଓ ”କୋକରୋଚ୍” ଲୋଗୋ ସହ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଙ୍କ ନିକଟରେ ଆନୁଷ୍ଠାନିକ ପଞ୍ଜୀକରଣ ପାଇଁ ମଙ୍ଗଳବାର ଆବେଦନ କରିଛନ୍ତି,…

Read More

ଅଙ୍ଗଶୁଘାତରେ ମହିଳାଙ୍କ ମୃତ୍ୟୁ, ମାଆ ଛେଉଣ୍ଡ ହେଲା ନାବାଳିକା ଶିଶୁ : BY-ରାଜୀବ କୁମାର ବେହେରା ଉଦଳା :ମୟୁରଭଞ୍ଜ ଜିଲ୍ଲାରେ ଜାରି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳି ଆଉ ଗୋଟିଏ ଜୀବନ ନେଇଛି। ଉଦଳା ଥାନା ଅଧୀନ ଭୀମତାଳି ପଞ୍ଚାୟତ ପୁରୁଣାପାଣି ଗ୍ରାମର ସଲମା ମୁର୍ମୁ ନାମକ ଜଣେ ମହିଳାଙ୍କ ଅଙ୍ଗଶୁଘାତରେ ମୃତ୍ୟୁ ଘଟିଥିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ସୂଚନା ଅନୁଯାୟୀ, ସଲମା ମୁର୍ମୁ ଦିନମଜୁରି ଭଳି କଷ୍ଟକର କାମ କରି ନିଜ ପରିବାର ଚଳାଉଥିଲେ। ବିଭିନ୍ନ ବିବାହ ଓ ବ୍ରତ କାର୍ଯ୍ୟକ୍ରମକୁ ଯାଇ ଅଇଁଠା ଓ ଖଲି ପତ୍ର ସଂଗ୍ରହ କରି ସେ ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଆଜିର ତୀବ୍ର ତାପପ୍ରବାହ ତାଙ୍କ ଜୀବନ ନେଇଛି। ମୃତ୍ୟୁ ଏମିତି ବି ଆସେ , ଜୀବନ ଯିବା ସମୟରେ ଥିଲା କୁନି ଝିଅ, ସେ ଆଜି ତା ମାଆ କୁ ସବୁଦିନ ପାଇଁ ହରାଇଲା l…

Read More

୧୯୩ ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ :: BY-ରାଜୀବି କୁମାର ବେହେରା ଉଦଳା :ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଯୋଗଦେଇ ମୋଟ ୧୯୩ଟି ଜନଅଭିଯୋଗର ଶୁଣାଣୀ କରିଥିଲେ। ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଜନଶୁଣାଣୀ ଶିବିରରେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା. ଧନଞ୍ଜୟ ମହାନ୍ତ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ମିନକେତନ ମହାନ୍ତିଙ୍କ ସମେତ ଉପଖଣ୍ଡର ସମସ୍ତ ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ। ମୋଟ ଅଭିଯୋଗ ମଧ୍ୟରୁ ୧୫୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୪୨ଟି ସାମୂହିକ ସମସ୍ୟା…

Read More

ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ୱାର୍ଡ ମେମ୍ବରଙ୍କ ଦାବିପତ୍ର BY-ରାଜୀବ କୁମାର ବେହେରା ଉଦଳା :ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡା ଗ୍ରାମ ପଞ୍ଚାୟତର ଖାଉଟି ଯୋଗାଣ ସହାୟିକାଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ଆଣିଛନ୍ତି ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା। କପ୍ତିପଦା ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଗୟଳମରା ଗ୍ରାମର ଅନ୍ତ୍ୟୋଦୟ ଯୋଜନାର ହିତାଧିକାରୀ ସ୍ୱର୍ଗତ ମଙ୍ଗଲ ହାଁସଦାଙ୍କ ପତ୍ନୀ ଗୁରୁବାରୀ ହାଁସଦାଙ୍କର ୧୮ ଏପ୍ରିଲ ୨୦୨୩ ରେ ଦେହାନ୍ତ ଘଟିଥିଲେ ମଧ୍ୟ ତାଙ୍କ ନାମରେ ଥିବା AAY କାର୍ଡ ନମ୍ବର ୨୨୧୩୦୩୧୦୯୫୪ ରେ ଯୋଗାଣ ସହାୟିକା ନିଜ ସ୍ୱାମୀ ବିଶ୍ୱଜିତ ସାହୁଙ୍କୁ ମନୋନୀତ ବ୍ୟକ୍ତି ଭାବେ ଦର୍ଶାଇ ପ୍ରତିମାସ ଚାଉଳ ଉଠାଉଥିବା ଅଭିଯୋଗ ହୋଇଛି। ସେହିପରି ଶିରିଷଘୁଟୁ ଗ୍ରାମର ଅନ୍ତ୍ୟୋଦୟ ହିତାଧିକାରୀ ନାରାୟଣ କିସ୍କୁଙ୍କ ୨୭ ଏପ୍ରିଲ ୨୦୨୪ ରେ…

Read More

କେମିତି କଟିବ ଆଜି ଆପଣମାନଙ୍କ ଦିନ ମେଷ: ପୁରୁଣା ବନ୍ଧୁ ସହ ଭେଟ ହେବାର ସମ୍ଭାବନା ଅଛି। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ବାପାଙ୍କ ସହଯୋଗରେ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ବୃଷ: କାମରେ ସ୍ଥିରତା ବଜାୟ ରହିବ। ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ, ଲାଭ ହେବ। ଅଧିକାରୀମାନଙ୍କ ସହ ଜରୁରୀ ପ୍ରସଙ୍ଗରେ ଆଲୋଚନା କରିବେ। ମିଥୁନ: ଶିକ୍ଷକଙ୍କ ଲାଗି ଦିନଟି ବହୁତ ଭଲ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଓକିଲ କୌଣସି ମକଦ୍ଦମା ଜିଣିବେ। କର୍କଟ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ସିଂହ: ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଅନ୍ୟମାନଙ୍କ ସମସ୍ୟାରେ ଆପଣ ବିଚଳିତ ହୋଇପାରନ୍ତି। ରାଜନେତା ଲାଗି ଦିନଟି ଭଲ ରହିବ। କନ୍ୟା: ଅଫିସରେ ବଡ଼ ଅଧିକାରୀମାନଙ୍କର ସହଯୋଗ ପାଇବେ। ପରିବାରରେ ଶାନ୍ତିଦାୟକ ପରିବେଶ ରହିବ।…

Read More

ଗତ କିଛିଦିନ ହେବ ରାଜ୍ୟରେ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା ୨୫ ମେ’ରୁ ୨୯ ମେ’ ୨୦୨୬ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି ଏବଂ ଗରମ ରାତି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଏକ ସ୍ପେଶାଲ ବୁଲେଟିନ୍ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ସୋନପୁର, ଭବାନୀପାଟଣା, ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ରାଜ୍ୟରେ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା ୨୫ ମେ’ରୁ ୨୯ ମେ’ ୨୦୨୬ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି ଏବଂ ଗରମ ରାତି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଏକ ସ୍ପେଶାଲ ବୁଲେଟିନ୍ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ସୋନପୁର, ଭବାନୀପାଟଣା, ସମ୍ବଲପୁର, ବଲାଙ୍ଗୀର…

Read More

ବିଜେଡି ଛାଡ଼ିଲେ ଦେବାଶିଷ । ବିଜେଡିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହୋଇଛି । ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବର୍ତ୍ତମାନ ଆଲୋଚନା ଚାଲିଛି ଦେବାଶିଷ ସାମନ୍ତରାୟଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି । ଏନେଇ ଦଳୀୟ ମହଲରେ ଚାଲିଛି ବିଚାର ବିମର୍ଷ । ବିଜେଡି ଛାଡ଼ିଲେ ଦେବାଶିଷ । ବିଜେଡିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହୋଇଛି । ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି । ବର୍ତ୍ତମାନ ଆଲୋଚନା ଚାଲିଛି ଦେବାଶିଷ ସାମନ୍ତରାୟଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି । ଏନେଇ ଦଳୀୟ ମହଲରେ ଚାଲିଛି ବିଚାର ବିମର୍ଷ । ଖୁବଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇପାରନ୍ତି ବିଜେଡି ସୁପ୍ରିମୋ । ଦେବାଶିଷ ବିଜେଡି ଛାଡ଼ି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଘଟଣା ଏବେ ଏକ ରୋଚକ ମୋଡ଼…

Read More

ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଏଡିଜିପି ଦୟାଲ ଗଙ୍ଗୱାର । ଗୃହ ବିଭାଗ ଓଏସଡି ଭାବେ ମିଳିଲା ନିଯୁକ୍ତି । ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ମିଳିଲା ନୂଆ ଦାୟିତ୍ବ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଏଡିଜିପି ଦୟାଲ ଗଙ୍ଗୱାର । ଗୃହ ବିଭାଗ ଓଏସଡି ଭାବେ ମିଳିଲା ନିଯୁକ୍ତି । ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ମିଳିଲା ନୂଆ ଦାୟିତ୍ବ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟପାଳଙ୍କ ଆଦେଶ କ୍ରମେ ଏହି ବଦଳି ତତ୍କାଳ ପ୍ରଭାବରୁ ଲାଗୁ କରାଯାଇଛି । ଗୃହ ବିଭାଗ ଅତିରିକ୍ତ ସିଚବ ତ୍ରିଲୋଚନ ମାଝୀ ଏହି ବିଜ୍ଞପ୍ତି ଜାରି କରିଛନ୍ତି । ବର୍ତ୍ତମାନ କଟକସ୍ଥିତ ଯୋଗାଯୋଗ…

Read More